Movie prime

ବାହାନଗା ଭଳି ଆଉ ଏକ ଦୁର୍ଘଟଣା ଓଲଟିଲା ୨୧ ବଗି ଟ୍ରେନ ତଳେ ଶହ ଶହ ଯାତ୍ରୀ ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଜାଣିଲେ ଆପଣଙ୍କ ମନରେ ଅନେକ କଥା ଆଣିବ ।
Special report
ବାହାନଗା ରେଳ ଦୁର୍ଘଟଣା ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ରେଳ ଦୁର୍ଘଟଣା ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିଛି । ଏହି ରେଳ ଦୁର୍ଘଟଣା ବିଷୟରେ ସାରା ବିଶ୍ବ ଜାଣିଛି । 
ଏହି ଦୃଶ୍ୟ ସମସ୍ତଙ୍କ ଆଖିରୁ ଆଜି ପର୍ଯ୍ୟନ୍ତ ଯାଇ ନାହିଁ । ଏହି ଘଟଣା ଘଟିବା ପରେ ଲୋକମାନେ ଟ୍ରେନରେ ଯିବାକୁ ହିଁ ଭୟ କରୁଛନ୍ତି । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ମନରେ ଅନେକ କଥା ଭାବିବେ ।
Special report
ଏହି ଖବର ହେଉଛି ପୁଣି ଦେଖିବାକୁ ମିଳିଛି ଟ୍ରେନ ଦୁର୍ଘଟଣା । ବାହାନଗା ଟ୍ରେନ ଦୁର୍ଘଟଣା ପରେ ପୁଣି ଦେଖିବାକୁ ମିଳିଛି ଏହି ଟ୍ରେନ ଦୁର୍ଘଟଣା । ଟ୍ରେନ ଯାଉଥିବା ସମୟରେ ହଠାତ୍ ଏକ ଶବ୍ଦ ଶୁଭିଲା । ଆଉ ଦେଖିଲା ବେଳକୁ ଟ୍ରେନ୍ ବଗି ଓଲଟି ପଡ଼ିଛି ।
କେହି କେହି ଏହି ଟ୍ରେନରେ ନିଜ କର୍ମ ସ୍ଥାନକୁ ଯାଉଥିଲେ ତ ଆଉ କେହି ଘରକୁ ଯାଉଥିଲେ । ଟ୍ରେନ ବଗି ଓଲଟି ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଟ୍ରେନରେ ବସିଥିଲେ ଅନେକ ଯାତ୍ରୀ । ଟ୍ରେନ ବଗି ହଠାତ୍ ଶବ୍ଦ ହେଲା ଆଉ ଏହି ଶବ୍ଦ ପରେ କେହି କିଛି କରିବା ବା ବୁଝିବା ପୂର୍ବରୁ ଏହି ରେଳ ବଗି ଓଲଟି ପଡିଥିଲା ।
Special report
ଆଉ ଟ୍ରେନର ୨୧ଟି ବଗି ଓଲଟି ପଡିଥିଲା । ଏହି ବଗି ଓଲଟିବା ଦ୍ଵାରା ଶହ ଶହ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୪ ଜଣଙ୍କର ଦେହାନ୍ତ ହୋଇ ସାରିଛି । ଆଉ ୭୫ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି ।
ଗତକାଲି ରାତିରୁ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଆଉ ମୃ-ତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଲାଇନ୍ ଚ୍ୟୁତ ହେବାରୁ ଏହି ଦୁର୍ଘଟଣା ଘଟିଛି । ୨୦ ଜଣ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ବଗି ଭିତରୁ ଦୁଇଟି ଏସି କୋଚ ଥିଲା । ବିହାର ରାଜ୍ୟର ବକ୍ସରରେ ଏହି ଦୁର୍ଘଟଣା ଘଟିଛି ।
ଏହି ଟ୍ରେନ ଦିଲ୍ଲୀର ଆନନ୍ଦ ବିହାର ଠାରୁ ଏହା ଗୌହାଟୀ ଯାଉଥିଲା । ଏହି ଟ୍ରେନ ଦୁର୍ଘଟଣା ଲାଇନ୍ ଚ୍ୟୁତ ହୋଇ ଏଭଳି ହୋଇଥିଲା ବୋଲି ଜଣା ପଡ଼ିଥିବା ବେଳେ ଏହାକୁ ନେଇ ଏବେ ଯାଞ୍ଚ କରାଯାଉଛି । ଏବେ ଏହି ଘଟଣା ଦେଖି ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି ।