Movie prime

ବାହାରକୁ ଆସି ରୋବାବ ଦେଖାଇଲେ ଅର୍ଚ୍ଚନା ନାଗ ଦେଖନ୍ତୁ କହିଲେ ମୁଁ ଛାଡ଼ିବା ପିଲା ନୁହେ ଏବେ କଣ କରୁଛି ଦେଖ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଅର୍ଚ୍ଚନା ନାଗକୁ ନେଇ ଆସିଥିବା ସବୁ ଖବର ଜାଣିଥିବେ । ଅର୍ଚ୍ଚନା ନାଗ ହେଉଛନ୍ତି ଏଭଳି ଏକ ଯୁବତୀ ଯିଏ କି ନିଜ ସୁନ୍ଦର ଚେହେରା ବଳରେ ଅନେକ ନେତା ମନ୍ତ୍ରୀ ଆଉ ପ୍ରତିଷ୍ଠିତ ଲୋକମାନଙ୍କୁ ଫସାଇ ଥିଲେ ।
Special Report
ଆଉ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଏହି ଘଟଣା ସଂପର୍କରେ ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରି ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ।
ଅର୍ଚ୍ଚନା ନାଗ ଏବେ ଥାନାରୁ ଫେରି ଆସିଛନ୍ତି । ଝାରପଡା ଜେଲରୁ ଏବେ ବାହାରିଛନ୍ତି ଏହି ସୁନ୍ଦରୀ ଅର୍ଚ୍ଚନା ନାଗ । ଆଉ ସେ ଜେଲରୁ ଫେରିବା ପରେ ସେ ଅନେକ କଥା କହିଛନ୍ତି । ସେ ଜେଲରୁ ବାହାରି ମୁହେଁ ମୁହେଁ ଶୁଣାଇ ଦେଇଦେଲେ ଏହି କଥା ।
Special Report
ସେ ଟିକେ ବି ଅଟକିଲେ ନାହିଁ କି କାହାକୁ ଡରିଲେ ନାହିଁ । ଏବେ ଏହି ଭିଡିଓରେ ଆପଣମାନେ ଶୁଣିପାରିବେ ସୁନ୍ଦରୀ ଅର୍ଚ୍ଚନା ନାଗ କଣ ସବୁ କହିଛନ୍ତି । ସୁନ୍ଦରୀ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ଏହିସବୁ କଥା କହିଛନ୍ତି ।
ସେ କାହାକୁ ଡରିବେ ନାହିଁ କି କାହା ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି । ସେ ସମସ୍ତଙ୍କ ଠାରୁ ଗୋଟି ଗୋଟି କରି ବଦଲା ନେବେ । ଯେଉଁମାନେ ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇଛନ୍ତି ତାଙ୍କୁ ସେ ତାଙ୍କୁ ଜମା ବି ଛାଡ଼ିବେ ନାହିଁ । ସେ ସେହି ଲୋକମାନଙ୍କ ନାଁରେ ଅଭିଯୋଗ କରିବେ ।
Special Report
ତାଙ୍କ ବିରୁଦ୍ଧରେ କେସ ଲଢ଼ିବେ । ଆଉ ସେ ହେଉଛନ୍ତି ଜଣେ ଆଇନ୍ ଛାତ୍ରୀ କେସ କେମିତି ଲଢ଼ିବେ ସେ ଜାଣିଛନ୍ତି । ଏଭଳି ଅନେକ କଥା ସେ ଗଣମାଧ୍ୟମ ଆଗରେ ଜେଲରୁ ଫେରି କହିଛନ୍ତି । ସେ ସମସ୍ତଙ୍କୁ ଫେସ୍ କରିବେ ବୋଲି କହିଛନ୍ତି ।
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଏବେ ଏହି କଥା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଉପରେ କୋର୍ଟ ଯେତିକି ଆସ୍ଥା ପ୍ରକଟ କରିଛନ୍ତି ତାହା ସେ ପାଳନ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ସେ ଏବେ ଲ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରୁ ଆସିବା ପରେ ସେ ସବୁ ଜବାବ ଦେବେ ।
ତାଙ୍କୁ ତିନୋଟି ମାମଲାରେ ବେଲ ମିଳିଛି । ୧୪ ମାସ ପରେ ସେ ଜେଲରୁ ଫେରିଛନ୍ତି । ସେ ତାଙ୍କ ସ୍ଵାମୀଙ୍କ ସହ ଜେଲରୁ ଆସି ତାଙ୍କ ଘରକୁ ଯାଇଛନ୍ତି । ତାଙ୍କର ଲ ପରୀକ୍ଷା ଅଛି । ଅର୍ଚ୍ଚନା ନାଗ ଏବେ ଏହିସବୁ କଥାକୁ ନେଇ ଚର୍ଚ୍ଚାରେ ଥିବାର ଜଣାପଡିଛି ।