Movie prime

ବହିଷ୍କାର ପରେ ସୌମ୍ୟ ପଚାରିଥିଲେ ଆଜ୍ଞା ନବୀନ ବାବୁ ୟେ ଦସ୍ତଖତ ଆପଣଙ୍କର ତ? ନିଜେ ନବୀନ ଦେଇ ଦେଲେ ଏମିତି ଜବାବ ଯେ ସବୁ ବିଜେଡି ନେତା ଙ୍କ ଛାତି ଟଳମଳ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୌମ୍ୟ ଲେଖିଲେ ଆମ ଘରର ହାଲ ଚାଲ୍ ଆଉ ଏହାପରେ ସେ ଖୋଲିଥିଲେ ପାଣ୍ଡିଆନ ଙ୍କ ପୋଲ। ପ୍ରଥମେ ଏଥିପାଇଁ ଆକ୍ସନ ମୋଡ କୁ ଆସିଥିଲା ଦଳ। ସେଥିପାଇଁ ତାଙ୍କୁ ଉପ ସଭାପତି ପଦ ରୁ କରି ଦେଇଥିଲା ବହିସ୍କାର।
Special report
ସୌମ୍ୟ ସନ୍ଦେହରେ ଏହା ପଚାରି ଥିଲେ କି ନବୀନ ପଟ୍ଟନାୟକ ଯେଉଁ ଦସ୍ତଖତ କରୁଛନ୍ତି ତାହା ଅସଲି ନା ନକଲି। ପ୍ରଶ୍ନ ଉଠାଇଥିଲେ କି ଦଳରେ କି କାମ କରନ୍ତି ଉପ ସଭାପତି ମାନେ।
ନିଜେ ନବୀନ ଗଣ ମାଧ୍ୟମରେ ଆସି କହିଥିଲେ ସୌମ୍ୟ ବିଦା ହୋଇଛନ୍ତି। ନବୀନ ଙ୍କ ନିଷ୍ପତ୍ତି ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇ ଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ କୁ ସୌମ୍ୟ କରୁଥିଲେ ଶାଣିତ ଆକ୍ରମଣ।
ଏହାପରେ ଦଳର ନେତା ମାନେ ମଧ୍ୟ ସୌମ୍ୟ ଙ୍କୁ ଆଟାକ୍ କରିଥିଲେ। ଦଳର ମନ୍ତ୍ରୀ ମାନଙ୍କୁ ଲଗାଇ ସୌମ୍ୟ ଙ୍କୁ ଆକ୍ରମଣ କରାଯାଇ ଥିଲା। ସୌମ୍ୟ ଙ୍କୁ ଏଥିପାଇଁ କଡ଼ା ସମାଲୋଚନା ମଧ୍ୟ କରାଯାଇ ଥିଲା।
Special Report
ଏହାପରେ ମଧ୍ୟ ସୌମ୍ୟ ମଧ୍ୟ ସିଧା ନିଷାନା କରିଥିଲେ ମନ୍ତ୍ରୀ ମାନଙ୍କୁ। ସେଥିପାଇଁ ଦଳ ଭାବି ଦେଇଥିଲା କି ସୌମ୍ୟ ଙ୍କ ବିରୋଧରେ ଆକ୍ସନ ନେବା ନିହାତି ଦରକାର୍। ଶେଷରେ ସୌମ୍ୟ ଙ୍କୁ ଦଳର ଉପ ସଭାପତି ପଦରୁ ବାହାର କରି ଦିଆ ଗଲା।
ହେଲେ ସୌମ୍ୟ ତୁରନ୍ତ ଗଣ ମାଧ୍ୟମ କୁ ଚାଲି ଆସି କହିଥିଲେ କି ନବୀନ ପଟ୍ଟନାୟକ ଙ୍କ ଦସ୍ତଖତ ହେଉଛି ନକଲି। ଆଉ ସୌମ୍ୟ କହିଥିଲେ ଏ କି ପ୍ରକାରର କାମ କରନ୍ତି ଉପ ସଭାପତି ମାନେ।
ଏବେ ସାରା ରାଜ୍ୟରେ ଏହି ଘଟଣା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଅନେକ ଲୋକ ମାନେ ମଧ୍ୟ ନିଜନିଜ ମତ ରଖିଛନ୍ତି। ଆଉ ଏହା କୁହା ଯାଉଛି କି ସୌମ୍ୟ ଙ୍କ ବିଜେଡି କୁ ଏଭଳି ସିଧା ସଳଖ ଆକ୍ଷେପ ପାଇଁ
 ଏବେ ତାଙ୍କ ଅଫିସ୍ ରେଡ କରା ଯାଇଛି। ତେବେ ଏହି ଘଟଣା ସଂପର୍କରେ ଆପଣ ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।