Movie prime

ବହୁ ବିବାଦ ପରେ ଶେଷରେ ଫିଲ୍ମ୍ ହଲ ଆସି ଓଡ଼ିଆ ଚଳଚ୍ଚିତ୍ର ଦେଖିଲେ ପ୍ରଯୋଜକ ଟୁଟୁ ନାୟକ : ମିଡ଼ିଆ ଆଗରେ କିଛି କହିବାକୁ ମନା କଲେ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ଓଲିଉଡ ରେ ବିବାଦ ଲାଗି ରହିଥିଲା।ଏହି ବିବାଦ ଦିନ କୁ ଦିନ ବଢିବାରେ ଲାଗିଥିଲା।ଟୁଟୁ ନାୟକ ଓ ମନୋଜ ମିଶ୍ର ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।
Special Report
ଉଭୟ ଙ୍କ ମଧ୍ୟରେ ବିବାଦ ଏତେ ବଢ଼ି ଯାଇ ଥିଲା ଯେ କେହି ତାହାର ସମାଧାନ କରି ପାରି ନ ଥିଲେ।ପ୍ରଥମେ ଟୁଟୁ ନାୟକ ଙ୍କ ଫିଲ୍ମ କୁ ହଲ ରେ ଚାଲିବା ପାଇଁ ଦିଆ ଯାଇ ନ ଥିଲା।
ଏହା ପରେ ମନୋଜ ମିଶ୍ର ଙ୍କୁ ଟୁଟୁ ନାୟକ ଫିଲ୍ମ ଜଗତ ରୁ ବ୍ୟାନ କରୁଥିଲେ।ଏହା ପରେ ପରେ ଏହି ବିବାଦ ରେ ଫସି ଯାଇଥିଲେ ଓଲିଉଡ ର ଅନ୍ୟ ଅଭିନେତା ଓ ଅଭିନେତ୍ରୀ।
ଏବେ ଏହି ବିବାଦ ଧୀରେ ଧୀରେ କମି ଯାଇଛି।ଟୁଟୁ ନାୟକ କିଛି ଦିନ ପାଇଁ ଜେଲ ରେ ମଧ୍ୟ ରହିଥିଲେ।ହେଲେ ଶେଷ ରେ ସବୁକିଛି ଭୁଲି ଆଗକୁ ବଢି ଚାଲି ଛନ୍ତି।
Special Report
ଗତ କାଲି ଟୁଟୁ ନାୟକ ନିଜ ପତ୍ନୀ ଙ୍କ ସହିତ ଫିଲ୍ମ ଦେଖିବାକୁ ଯାଇଥିଲେ।ସେଠାରେ ସେ ଓଲିଉଡ ର ଅନ୍ୟ କଳାକାର ଙ୍କ ସହିତ କିଛି ବ୍ୟକ୍ତି ମାନଙ୍କ ସହିତ ସାକ୍ଷାତ କରିଥିଲେ।ତାଙ୍କ ସହିତ କଥାବାର୍ତା କରି ଥିଲେ।
ଶେଷ ରେ ଶାନ୍ତି ଶୃଙ୍ଖଳା ର ସହିତ ଉଭୟ ସ୍ଵାମୀ ସ୍ତ୍ରୀ ଘର କୁ ଫେରି ଥିଲେ।ଟୁଟୁ ନାୟକ ଓ ତାଙ୍କ ପତ୍ନୀ ଗଣ ମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଖାଇ ନ ଥିଲେ।ଉଭୟ ବହୁତ ଖୁସି ଥିବାର ନଜର ଆସିଥିଲେ।
ବହୁ ବିବାଦ ପରେ ଏବେ ପ୍ରଥମ ଥର ପାଇଁ ଫିଲ୍ମ ଦେଖିବାକୁ ଆସିଥିଲେ ଉଭୟ ସ୍ଵାମୀ ସ୍ତ୍ରୀ।ଫିଲ୍ମ ଟି ଉପଭୋଗ କରିବା ସହିତ ଅନ୍ୟ ମାନଙ୍କ ସହିତ ଖୁବ୍ ଭଲ ରେ କଥା ହୋଇ ଥିଲେ।ତାଙ୍କୁ ଦେଖି ତାଙ୍କ ପ୍ରଶଂସକ ମାନେ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ।