Movie prime

ମୃ-ତ୍ୟୁ ପରେ ବାହୁନି ବାହୁନି କାନ୍ଦୁଛି ଆତ୍ମା ଦେଖନ୍ତୁ ନିଜ ମୃତ୍ୟୁର ରହସ୍ୟ ନିଜେ ବଖାଣୁଛନ୍ତି ଶୁଭଲକ୍ଷ୍ମୀ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ସୋସିଆଲ ମିଡ଼ିଆରେ ଲୋକମାନେ ଶୁଭଲକ୍ଷ୍ମୀ ସାହୁଙ୍କ ଖବର ଜାଣିବାକୁ ପାଇଥିବେ । ଏହି ଯୁବତୀ ଜଣକର ମୃ-ତଦେହ ଭୁବନେଶ୍ୱର ସହରର ଦିପାଲୀ ହୋଟେଲରୁ ମିଳିଥିଲା । ଆଉ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ମଧ୍ୟ କରିଥିଲା । ଏବେ ଏହି ତଦନ୍ତର କୌଣସି ସୁରାଗ ମିଳିନଥିଲା । 
ଏବେ ଏହି ଯୁବତୀ ଜଣକର କାହାଣୀ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଯୁବତୀ ଜଣକ ସମସ୍ତଙ୍କ ଭଳି ଭଲରେ ରହିବାକୁ ଚାହୁଁଥିଲେ । ଆଉ ଏହି ଯୁବତୀ ଜଣକ ମଧ୍ୟ ପାଠ ପଢ଼ି ଭଲ ଚାକିରୀ କରି ବାପା ମାଆଙ୍କର ଭଲପାଇବା ନେବାକୁ ଆଉ ତାଙ୍କୁ ଭଲରେ ରଖିବାକୁ ଚାହୁଁଥିଲେ ।
Special report
ଶୁଭଲକ୍ଷ୍ମୀ ଯୁକ୍ତ ୨ରେ ପାଠ ପଢୁଥିଲେ । ସେ ବି ଅନେକ ସ୍ବପ୍ନ ନେଇ ଭୁବନେଶ୍ୱର ସହରକୁ ଆସିଥିଲେ । ଭୁବନେଶ୍ୱର ସହରରେ ନିଜର ଭଲ ନାଁ କରିବା ପାଇଁ ସେ ଭାବିଥିଲେ ।
କିନ୍ତୁ ତାଙ୍କ ସହିତ ଏଭଳି କିଛି ହେଲା ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ତାଙ୍କ ସହିତ । ଶୁଭଲକ୍ଷ୍ମୀ ବାରରେ ନାଚ କରୁଥିଲେ ଆଉ ସମସ୍ତଙ୍କ ଭଳି ତାଙ୍କର ମଧ୍ୟ ପ୍ରେମିକ ଥିଲେ ।
Special report
ସେ ବି ନିଜ ପ୍ରେମିକକୁ ବହୁତ ଭଲ ପାଉଥିଲେ । ଆଉ ଏହି ଯୁବତୀ ଜଣକ ମଧ୍ୟ ସେଭଳି ଅନେକ ସ୍ବପ୍ନ ନେଇ ଭଲ ପାଉଥିଲେ । ଏବେ ଏହି ଶୁଭଲକ୍ଷ୍ମୀଙ୍କ ଆତ୍ମା ଘୁରି ବୁଲୁଛି । ନ୍ୟାୟ ପାଇବା ଆଶାରେ ସେ ଏବେବି ଚାହିଁ ରହିଛି । ଅଫେରା ରାଇଜକୁ ସେ ଚାଲି ଯାଇଛନ୍ତି ।
ଆଉ ସେ ଏବେ ପ୍ରଶ୍ନ କରୁଛନ୍ତି କି ତାଙ୍କ ମୃ-ତ୍ୟୁ ପାଇଁ କିଏ ଦାୟୀ ? ତାଙ୍କ ମୃ-ତ୍ୟୁ ରହସ୍ୟ ଜାଣିବାକୁ ଏବେ ତଦନ୍ତ ଚାଲିଛି । ବାରରେ ନାଚ କରିବା କଣ ତାଙ୍କର ଭୁଲ ଥିଲା । ଆଉ ସେ ପାଠ ପଢ଼ିବା ସମୟରେ ଯଦି କିଛି ରୋଜଗାର କରିବାକୁ ଚାହୁଁଥିଲେ ସେ କଣ ଭୁଲ ।
ଏହିଭଳି ଅନେକ ପ୍ରଶ୍ନ ଏବେ ଏହି ଶୁଭଲକ୍ଷ୍ମୀଙ୍କ ଆତ୍ମା ପଚାରୁଛି । ଆଉ ଏଭଳି ନାନା କଥାରେ ଏବେ ତାଙ୍କ ମୃ-ତ୍ୟୁ ଖବର ଚାଲୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଅନେକ କଥା ଜାଣିପାରିବେ । ଏବେ ଏହାକୁ ନେଇ ପ୍ରଶ୍ନ ଆସିବା ସହ ଅନେକ କଥା ଆସୁଛି । ଆଉ ଶୁଭଲକ୍ଷ୍ମୀଙ୍କୁ ଲୋକମାନେ ଅନେକ କଥା ମଧ୍ୟ କହୁଛନ୍ତି ।