Movie prime

ହେଲା ବହୁତ୍ ବଡ଼ ଘୋଷଣା : ୨୦୨୪ ଓଡ଼ିଶା ପାଇଁ ହେବ ସବୁ ଠୁ ଖରାପ ବର୍ଷ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୨୪ ରେ ଆସିବ ମହା ପ୍ରଳୟ ଆଉ ଏହି ମହା ପ୍ରଳୟ ହିଁ ଓଡ଼ିଶା କୁ ସଂପୂର୍ଣ୍ଣ ଭାବରେ ଛାରଖାର କରି ଦେବ। ଧ୍ଵଂସ ପାଇଯିବ ଜୀବ ଜଗତ ଆଉ ମାଡ଼ିଯିବ ମହା ପ୍ରଳୟ ଜଳ।
Special Report
ସାତ ସାଗର ପାଣିରେ ବୁଡି ଯିବ ପୃଥିବୀ ଏନେଇ ମାଳିକା ମଧ୍ଯ ସଙ୍କେତ ଦେଇ ସାରିଛି। ଏହି ସମ୍ପର୍କରେ ଏବେ ଆଲୋଚନା ମଧ୍ଯ ଚାଲିଛି କାରଣ ଦିନକୁ ଦିନ ଏହି ମାଳିକା ବଚ୍ଚନ ମଧ୍ଯ ସତ୍ୟ ପ୍ରତୀତ ହେବାରେ ଲାଗିଛି।
୨୦୨୩ ରେ ଓଡ଼ିଶାରେ ଅନେକ ଦୁଃଖଦ ଘଟଣା ମାନ ଘଟି ସାରିଛି। ଯାହା ଭିତରେ ସବୁଠାରୁ ଭୟଙ୍କର ଥିଲା ବାହାନଗା ଠାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା। ଏଥିରେ ସହ ସହ ଲୋକ ମାନଙ୍କର ଜୀବନ ଚାଲି ଯାଇଥିଲା।
ସେହି ଦୃଶ୍ୟ ଏବେ ପର୍ଯ୍ୟନ୍ତ ମଧ୍ଯ ମନରୁ ଲିଭି ପାରି ନାହିଁ। ହେଲେ ୨୦୨୪ ରେ ଓଡ଼ିଶାକୁ ତା ଠାରୁ ଆହୁରି ଭୟଙ୍କର ବିପଦ ମାଡ଼ି ଆସିବାରେ ଲାଗୁଛି। ମାଳିକା ଗ୍ରନ୍ଥରେ ଏନେଇ ବର୍ଣ୍ଣନା ମଧ୍ଯ କରାଯାଇଛି।
Special Report
ସେଥିପାଇଁ ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ସତରେ କଣ ଆସିବାକୁ ଯାଉଛି ମହା ପ୍ରଳୟ? ସତରେ କଣ ଧ୍ଵଂସ ପାଇଯିବ କି ସଂପୂର୍ଣ୍ଣ ଜୀବ ଜଗତ? ସତରେ କଣ ୨୦୨୪ ରେ ମାଳିକା ବଚ୍ଚନ ସତ ହୋଇଯିବ
ଏନେଇ ଏବେ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବା ରେ ଲାଗିଛି। ଦିନେ ୨୦୧୨ ମସିହାରେ ମହା ପ୍ରଳୟ ଆସିବ ବୋଲି ଲୋକମାନେ ଖୁବ ଚର୍ଚ୍ଚା କରିଥିଲେ। ସେଥିପାଇଁ ଗୋଟେ ଭଜନ ମଧ୍ୟ ବାହାରି ସାରିଥିଲା।
ଲୋକ ମାନଙ୍କର ପ୍ରାର୍ଥନା କୁ ସେହି ସମୟରେ ମହାପ୍ରଭୁ ମଧ୍ୟ ଶୁଣି ନେଇଥିଲେ।୨୦୧୨ ର ସଙ୍କଟ ସେହି ସମୟରେ କଟି ଯାଇଥିଲା। ଏବେ ୨୦୨୪ କୁ ନେଇ ମଧ୍ଯ ସେଭଳି କିଛି ଚର୍ଚ୍ଚା ହେବାରେ ଲାଗିଛି।
ହେଲେ ଆମର ବିଶ୍ବାସ ଅଛି କି ଯେବେ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆମର ରକ୍ଷା କରୁଛନ୍ତି ସେତେବେଳ ପର୍ଯ୍ୟନ୍ତ ଆମର କିଛି ଅସୁବିଧା ହେବ ନାହିଁ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।