Movie prime

ବହୁତ୍ କଷ୍ଟ ରେ ନିଜ ପିଲା ବେଳ ସଂଘର୍ଷ କଥା କହିଲେ ପାଣ୍ଡିଆନ, ପିଲା ବେଳେ ମୁଁ ୨୦ କିମି ସାଇକଲ ଚଲାଇ ଯାଏ, ଗଛମୂଳେ ବସି ପାଠ ପଢ଼େ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବିଜେଡି ନେତା ତଥା ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ଆମ ରାଜ୍ୟ ଓଡ଼ିଶା ର ଉନ୍ନତି ପାଇଁ ସେ ସଦା ସର୍ବଦା ଚେଷ୍ଟା କରି ଥାନ୍ତି।ଆଜି ଏହି ନେତା ଘରେ ଘରେ ପରିଚିତ।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।
Special Report
ସେ ନିକଟ ରେ ଏକ ସଭା ରେ ଯୋଗ ଦେଇଥିଲେ।ଯେଉଁଥିରେ ସେ ଆଜିର ଯୁବ ପୀଢ଼ି ମାନଙ୍କୁ ଅନେକ ଶିକ୍ଷଣୀୟ କଥା କହିଥିଲେ।ଜୀବନ ରେ କେବେ ହେଲେ ପଛ ଘୁଞ୍ଚା ଦେବ ନାହିଁ।ଯେତେ କଠିନ ସମୟ ଆସୁ ଦୃଢ଼ତା ର ସହିତ ତାହାର ସମାଧାନ କରିବ।ତାଙ୍କର ଏହି କଥା ଶୁଣି ଆଜିର ଯୁବ ପିଢ଼ି ମାନେ ବହୁତ ଖୁସି ହୋଇ ଛନ୍ତି।
ସୂଚନା ଅନୁସାରେ ନିକଟରେ ଭି କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲାର ଗ୍ରସ୍ତ ରେ ଯାଇ ଥିଲେ।ସେଠାରେ ସେ ଆଜିର ଯୁବ ପୀଢ଼ି ମାନଙ୍କ ଉଦ୍ଦେଶ୍ୟ ରେ କହିଥିଲେ।ସେ କହିଥିଲେ କି ଆପଣ ମାନେ ସମସ୍ତେ ଖୋର୍ଦ୍ଧା ର ଘରୋଇ ସ୍କୁଲ୍ ରେ ପାଠ ପଢି ଆସି ଥିବେ।
ହେଲେ ମୁଁ ସରକାରୀ ବିଦ୍ୟାଳୟ ରେ ପାଠ ପଢି ଆଜି ଏତେ ବାଟ ରେ ପହଞ୍ଚିଛି।ଘରେ ପାଠ ପଢିବା ପାଇଁ ଟଙ୍କା ର ଅଭାବ ଥିଲା।ଗଛ ତଳେ ପାଠ ପଢ଼ିଚୁ।ଏତେ ସବୁ ସୁବିଧା ସେ ସମୟ ରେ ନ ଥିଲା।ତଥାପି ମୋର ଲକ୍ଷ୍ୟ ଥିଲା ମୁଁ ପାଠ ପଢିବି।ନିଜ ସ୍ବପ୍ନ କୁ ସାକାର କରିବି।ଶେଷ ରେ ଏହାକୁ ମୁଁ କରି କି ଦେଖାଇଲି।
Special Report
ମୋର କଠିନ ପରିଶ୍ରମ ପାଇଁ ଆଜି ମୁଁ ଆପଣ ମାନଙ୍କ ସମ୍ମୁଖ ରେ ଉପସ୍ଥିତ ରହିଛି।ତେଣୁ ଜୀବନ ରେ ଆଗକୁ ଯିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ।ଏହା ବିନା କିଛି ବି ସମ୍ଭବ ନୁହେଁ।ଆଜିର ଯୁବ ପିଢ଼ି ମାନେ ସୋସିଆଲ ମିଡ଼ିଆ ଠାରୁ ଦୂରରେ ରହିବା ଆବଶ୍ୟକ।
ତାହା ହିଁ ସେମାନଙ୍କୁ ପ୍ରତି କ୍ଷଣ ତଳକୁ ଟାଣି ଚାଲିଛି।ଏହି ସମୟ ଗୁଡ଼ିକ ଅନ୍ୟ କାର୍ଯ୍ୟ ରେ ବିତାନ୍ତୁ।ଆପଣ ଜୀବନ ରେ କେତେ ଦୂର ଉପରକୁ ଯିବେ ତାହା ଆପଣ ଙ୍କ ର ହାତ ରେ ଅଛି।କଠିନ ପରିଶ୍ରମ ହିଁ ସବୁ ସଫଳତା ର ଚାବି କାଠି।
ତାଙ୍କର ଏହି କଥା ଗୁଡ଼ିକ ଆଜିର ଯୁବ ପୀଢ଼ି ମାନଙ୍କୁ ପ୍ରଭାବ ପକାଇଛି।ଆପଣ ମାନେ ସମସ୍ତେ ଜାଣି ଥିବେ ଭି କେ ପାଣ୍ଡିଆନ ହେଉଛନ୍ତି ଗୋଟିଏ ଛୋଟିଆ ଗାଁ ର ଲୋକ।ସେ କେବେ ବି ଭାବି ନ ଥିଲେ ସେ ଏତେ ବାଟ ରେ ଆସି ପହଞ୍ଚିବେ।
ହେଲେ ତାଙ୍କ ପରିଶ୍ରମ ଯୋଗୁଁ ତାଙ୍କର ସବୁ ସ୍ବପ୍ନ ପୂରଣ ହେଉଛି।ତାଙ୍କର ଏହି କଥା ଗୁଡ଼ିକ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।ଲୋକମାନେ ଏହାକୁ ପସନ୍ଦ କରିବା ସହିତ କମେଣ୍ଟ ମାଧ୍ୟମ ରେ ନିଜ ମତାମତ ଦେଇଛନ୍ତି।

Around The Web