Movie prime

୨୨ ପାହାଚରେ ଏତେ ପାଣିର ଅର୍ଥ କଣ ଜାଣନ୍ତୁ କଣ ହେଲା ଭବିଶ୍ୱତ ବାଣୀ ଦେଖନ୍ତୁ ଆଉ ଜାଣନ୍ତୁ ଆଗକୁ କଣ ହେବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଶ୍ରୀମନ୍ଦିର ରୁ ବାରମ୍ବାର ଆମକୁ ଗୋଟିଏ ସଂକେତ ଲଗାତାର ମିଳି ଚାଲିଛି ।ବାରମ୍ବାର ପଥର ଖସିଛି ଖାଲି ସେତିକି ନୁହେଁ ଆଜ୍ଞା ମାଳିକା ରେ ଅଁଳା ବେଢ଼ା ରୁ ପଥର ଖସିବ ବୋଲି ଲେଖା ଯାଇଥିଲା।
Special report
ଏହାପରେ ସେଠାରେ ସେୟା ହିଁ ହୋଇଥିଲା। ଏହାପରେ କଳ୍ପବଟ ଆଘାତ ପାଇବା କଥା ମଧ୍ୟ ଲେଖା ଯାଇଥିଲା ଆଉ ଫନି ବାତ୍ୟାରେ ଏହା ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହେଲା।
ଏହାପରେ ୨୦୨୦ ରେ ମୃ-ତ୍ୟୁ ର ତାଣ୍ଡବ ଲୀଳା ମଧ୍ଯ ଦେଖିବାକୁ ମିଳିଥିଲା। ଆଉ ଏହା ମଧ୍ୟ କୋରନା ମହାମାରୀ ସମୟରେ ହୋଇଥିଲା। ଏହାପରେ ପତିତ ପାବନ ବାନା ମଧ୍ଯ ଚିଣ୍ଡି ଆସି ପଡିଥିଲା ସମୁଦ୍ର କୂଳରେ ।
ଏହାପରେ ଗୋଟେ ପରେ ଗୋଟେ ଅଘଟଣ ମଧ୍ଯ ଘଟି ଚାଲିଥିଲା। ଏହାପରେ ବହୁ ସଂଖ୍ୟକ ମାଟିଆ ଚିଲ ମଧ୍ଯ ମନ୍ଦୀର ଉପରେ ଉଡିବାକୁ ଲାଗିଥିଲେ। ମାଳିକା ରେ ମଧ୍ଯ ଉଲ୍ଲେଖ ଅଛି ଚାରି ଧାମରୁ ନକାରାତ୍ମକ ସଂକେତ ମିଳିବ।
Special report
ଆଉ ଏବେ ସେହି ସଂକେତ ଗୋଟେ ପରେ ଗୋଟେ ମଧ୍ୟ ମିଳି ଚାଲିଛି। ଏହି ସଂପର୍କରେ ମାଳିକା ଗବେଷକ ଶ୍ରୀ ପୁଳିନ ବିହାରୀ ପଣ୍ଡା ଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ପୁରୀ ଶ୍ରୀମନ୍ଦିର ହେଉଛି ସାରା ବିଶ୍ଵର କେନ୍ଦ୍ର। ଏବଂ ଏଠାରୁ ଯେଉଁ ସଂକେତ ମିଳିବ ତାହାର ପ୍ରଭାବ ସାରା ଭାରତରେ ମଧ୍ଯ ପଡ଼ିବ ବୋଲି କୁହା ଯାଇଛି। ପୁରୀ ଶ୍ରୀ ମନ୍ଦିରରେ ବାଇଶି ପାହାଚରେ ପାଣି ଭର୍ତି ହୋଇଗଲା।
ଏଭଳି ଜିନିଷ ମଧ୍ଯ କେବେ ହୋଇ ନଥିଲା। ଏହା ସମସ୍ତେ ମଧ୍ଯ ପ୍ରଥମ ଥର ପାଇଁ ଦେଖିଲେ। ଏହା ସଙ୍କେତ ହେଉଛି କି ୨୨ ପାହାଚ ବୁଡିବା ସମୟ ବର୍ତ୍ତମାନ ନିକଟତର ହୋଇ ଗଲାଣି।
ପୃଥିବୀ ପାଇଁ ଏହା ସଙ୍କେତ କି ସୁନାମୀ ଆସିବାର ସମୟ ବର୍ତ୍ତମାନ ସମୟରେ ହୋଇଗଲା। ଯଦି ମହାପ୍ରଭୁ ଙ୍କ ୨୨ ପାହାଚ ବୁଡିବ ତେବେ ସାରା ପୃଥିବୀ ମଧ୍ଯ ବୁଡି ଯିବ। ପୁରୀ ମନ୍ଦିରରେ ଯାହା ଘଟିବ ପୃଥିବୀରେ ମଧ୍ଯ ତାହା ଘଟିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.