Movie prime

ବଜାର କୁ ଆସିଗଲା ପୁରୁଷ ଗର୍ଭ ନିରୋଧ , ଏଣିକି ଝିଅ ସହ ପୁଅ ବି ରଖି ପାରିବେ ସୁରକ୍ଷିତ ସଂପର୍କ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ର ଯୁଗ କୁ ବୈଜ୍ଞାନିକ ମାନଙ୍କ ର ଯୁଗ ବୋଲି କୁହା ଯାଉଚି।ବୈଜ୍ଞାନିକ ମାନଙ୍କ ଦ୍ଵାରା ଅସମ୍ଭବ ଜିନିଷ ମଧ୍ୟ ସମ୍ଭବ ହୋଇ ପାରୁଚି।ଲୋକ ମାନଙ୍କ ଚିନ୍ତା ଧାରା ରେ ଅନେକ କିଛି ପରିବର୍ତ୍ତନ ହେଲାଣି।ଆଗରୁ ଲୋକ ମାନେ ଯେପରି ଥିଲେ ଏବେ ସେପରି ଆଉ ନାହାନ୍ତି।
Special report
ନିଜକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ସାରିଲେଣି।ଆଗରୁ ମହିଳା ମାନଙ୍କ ଗର୍ଭ ଧାରଣ କୁ ବନ୍ଦ କରିବା ପାଇଁ ଗର୍ଭ ନିରୋଧକ ବଟିକା ମହିଳା ମାନଙ୍କୁ ଖାଇବାକୁ ଦିଆ ଯାଉଥିଲା।ଏବେ ଆଉ ସେପରି ନାହିଁ।ଏବେ ପୁରୁଷ ମାନଙ୍କ ଗର୍ଭ କୁ ବନ୍ଦ କରିବା ପାଇଁ ଗର୍ଭ ନିରୋଧକ ବଟିକା ଦିଆ ଗଲାଣି।
ପ୍ରଥମ ଥର ପାଇଁ ଏହାକୁ ବୈଜ୍ଞାନିକ ମାନେ ବାହାର କରିଛନ୍ତି।ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଏହା ଗର୍ଭ ଧାରଣ କୁ ୯୯ ପ୍ରତିଶତ ରୋକିବାରେ ସହାୟକ ହେବ।ଏହାକୁ ବୈଜ୍ଞାନିକ ମାନେ ୟାଇ ଟି ସି ୫୨୯ ନାମ ରେ ନାମିତ କରିଛନ୍ତି।
ଏହାକୁ ପ୍ରଥମେ ମୂଷା ମାନଙ୍କ ଠାରେ ପରୀକ୍ଷା କରା ଯାଇଥିଲା।କିନ୍ତୁ।ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇ ନ ଥିଲା।ଚାରି ସପ୍ତାହ ପରେ ଯେତେବେଳେ ମୂଷା ମାନଙ୍କୁ ଏହି ଔଷଧ ଦିଆ ଯାଇ ନ ଥିଲା।ଏହା ପରେ ପୁନର୍ବାର ମୂଷା ମାନେ ଗର୍ଭ ଧାରଣ କରି ଥିଲେ।
Special report
ତେଣୁ ବୈଜ୍ଞାନିକ ମାନେ ଏହାକୁ ମାନବ ଉପରେ ପରୀକ୍ଷା କରିବାକୁ ଆଗକୁ ଯୋଜନା କରୁଛନ୍ତି।ଲକ୍ଷେ ଲକ୍ଷେ ଶୁକ୍ରାଣୁ ଉତ୍ପାଦାନ ବନ୍ଦ କରିବାକୁ ଏହି ଔଷଧ ପ୍ରତିଦିନ ଖାଇବାକୁ ପଡ଼ିବ।ଏହା ଦ୍ବାରା ମହିଳା ମାନେ ଆଉ ଗର୍ଭ ଧାରଣ କରିବେ ନାହି।
ଡାକ୍ତର ମାନେ କହୁଛନ୍ତି କି ପୁରୁଷ ମାନେ ଏହି ଔଷଧ ଖାଇ ସାରିଲା ପରେ ସେମାନଙ୍କୁ ଅଧିକ ଉଚ୍ଚତା,ଉଦାସୀନତା ଓ ଉଚ୍ଚ କୋଲେଷ୍ଟ୍ରଲ ର ବୃଦ୍ଧି ର ସାମ୍ନା କରିବାକୁ ପଡ଼ିବ।ସେମାନଙ୍କ ପାଇଁ ଏହା ଟିକେ ସମସ୍ୟା ଆଣି ଦେବ।
ଇଂଲଣ୍ଡ ରେ ପୁରୁଷ ମାନଙ୍କ ଠାରେ ଏହି ପ୍ରକାର ଔଷଧ ର ବ୍ୟବହାର କରା ଯାଇଛି।ଏବେ ଏହା ଭାରତ ରେ ମଧ୍ୟ ହେବ।ଏହା ଦ୍ବାରା ଅନେକ ପୁରୁଷ ଓ ମହିଳା ଲାଭବାନ ହେବେ।ବୈଜ୍ଞାନିକ ମାନେ ଏଭଳି ଅନେକ କିଛି ସୃଷ୍ଟି କରିଛନ୍ତି।ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.