Movie prime

ବାଲି ବୋଝେଇ ଟ୍ରାକ୍ଟର ଚକା ତଳେ ଚାଲିଗଲା ଡ୍ରାଇଭରଙ୍କ ଜୀବନ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଦେଶ, ବିଦେଶ, ଏବଂ ସବୁ ଅଞ୍ଚଳର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ ।
Special report
ବାଲି ଆଣିବାକୁ ଯାଉଥିବା ସମୟରେ ଘଟିଲା ଅଘଟଣ ଆଉ ଏହି ଅଘଟଣ ସମ୍ପର୍କରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ବ୍ୟକ୍ତି ଜଣକ ତାଙ୍କ ଟ୍ରାକ୍ଟର ଧରି ବାଲି ଆଣିବାକୁ ଯାଇଥିଲେ । ଆଉ ଏହାପରେ ତାଙ୍କ ସହ ଏଭଳି କିଛି ଘଟିଥିଲା । 
ଆଜିକା ଯୁଗରେ ଅନେକ ଲୋକଙ୍କ ସହିତ ଅନେକ ଘଟଣା ଘଟୁଛି । ସମାଜରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ସେକଥା କିଏ ଜାଣିଛି । ଡ୍ରାଇଭର ଜଣକ ଟ୍ରାକ୍ଟର ଚଲାଇ ଦ୍ରୁତ ଗତିରେ ବାଲି ଆଣିବାକୁ ଯାଉଥିଲେ ।
Special report
ଆଉ ଡ୍ରାଉଭରଙ୍କ ସହିତ ସେତେବେଳେ ଘଟିଥିଲା ଅଘଟଣ । ଏହି ଡ୍ରାଇଭର ଜଣକ ବାଲି ଆଣିବେ ବୋଲି ରାସ୍ତାରେ ଥିବା ଖାଲ ଢ଼ିପ ନମାନି ଗାଡ଼ି ଚଲାଇଥିଲେ । ହଠାତ୍ ଏଭଳି କିଛି ଘଟଣା ଘଟି ଯାଇଥିଲା ।
ଟ୍ରାକ୍ଟର ଧରି ବାହାରି ଆସିଥିଲେ ଡ୍ରାଇଭର ଜଣକ ବାଲି ବୋଝେଇବା ପାଇଁ । ବାଲି ନେଇ ସେ ଘର କରିଥାନ୍ତେ । କିନ୍ତୁ ତାଙ୍କ ସହ ଘଟିଥିଲା ଅଘଟଣ । ଟ୍ରାକ୍ଟର ଟଳମଳ ହୋଇ ପଡ଼ିଥିଲା । ଆଉ ଗାଡ ଭିତରେ ଖସି ପଡ଼ିଥିଲା ଟ୍ରାକ୍ଟର ।
Special report
ଆଉ ଟ୍ରାକ୍ଟର ଚକା ତଳେ ଡ୍ରାଇଭର ଜଣକ ଚାପି ହୋଇ ଯାଇଥିଲେ । ଗାଡ଼ି କ୍ଷିପ୍ରଗତିରେ ଥିବାରୁ ଏଭଳି ଘଟିଥିଲା । ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବସିଥିଲେ । ଶେଷରେ ଗାଡ଼ି ଚକା ତଳେ ଚାପି ହୋଇ ଯାଇଥିଲେ ଡ୍ରାଇଭର ।
ଡ୍ରାଇଭର ଜଣଙ୍କର ପାଟି ଶୁଣି ସେଠାରେ ଗ୍ରାମବାସୀ ପହଂଚିଥିଲେ । ଆଉ ଡ୍ରାଇଭର ଜଣଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ । ଆଉ ଘଟଣା ସ୍ଥଳରେ ଡ୍ରାଇଭର ଜଣଙ୍କର ମୃ-ତ୍ୟୁ ହୋଇଯାଇଛି ।
ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପଶି ଥାନା ନୂଆ ବସାଣ ନିକଟରେ । ଟ୍ରାକ୍ଟରଟି ବାଲିଘାଟ ଆଡ଼େ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଛି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଯାଇଛି । ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।