Movie prime

ବନ ବିଭାଗ ଅଫିସରେ ଆସିଲା ନିଯୁକ୍ତି ଦେଖନ୍ତୁ କେମିତି କରିବେ ଠିକ୍ ଭାବେ ଆବେଦନ

 
Special report
ଓଡ଼ିଶା ବନ ବିଭାଗ ବା ଫରେଷ୍ଟ ଡିପାର୍ଟମେଣ୍ଟ ରୁ ଏକ ବହୁତ ବଡ଼ ନିଯୁକ୍ତି ଆସିଅଛି।ଏଥିରେ ଫରେଷ୍ଟ ରେଞ୍ଜର ଏବଂ ଫରେଷ୍ଟ ଗାର୍ଡ ପାଇଁ ନିଯୁକ୍ତି ରହିଛି।ଓଡ଼ିଶାର ପ୍ରତି ଜିଲ୍ଲା ପାଇଁ ପୋଷ୍ଟ ରହିଛି।
ଓଡ଼ିଶା ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ଆସିଅଛି।ଏଥିରେ ଓଡିଶା ର ସମସ୍ତ ଜିଲ୍ଲାର ପିଲାମାନେ ଆପ୍ଲାଏ କରିପାରିବେ।ଉଭୟ ପୁରୁଷ ଓ ମହିଳା ମାନେ ମଧ୍ୟ ଏହି ପୋଷ୍ଟ ଆପ୍ଲାଏ କରିପାରିବେ।
ଏଥିରେ ଆପଣଙ୍କୁ ୪୪ ହଜାର ୯ ସହ ଟଙ୍କା ଠାରୁ ଆରମ୍ଭ କରି ୫୬ ହଜାର ୬ ସହ ପର୍ଯ୍ୟନ୍ତ ଆରମ୍ଭ ରୁ ଦରମା ମିଳିପାରିବ।ଯାହାକି ଏକ ଭଲ ଦରମା ରହିବ।
ଏହା ସରକାରୀ ଚାକିରୀ ରହିବ,ଷ୍ଟେଟ ଗଭାର ମେଣ୍ଟ ଚାକିରି ରହିବ ଏବଂ ନିଜ ଜିଲ୍ଲା ଅଣ୍ଡରରେ ହିଁ ଏହାର ପୋଷ୍ଟିଂ ରହିବ।ଏଥିରେ ଫରେଷ୍ଟ ରେଞ୍ଜର,ଏବଂ ଆସିଷ୍ଟାଣ୍ଟ କଞ୍ଜରଭେଶନ ଷ୍ଟାଫ୍ ପାଇଁ ଆବେଦନ କରିପାରିବେ।
ଏଥିରେ ମୋଟ ୧୮୦ ଟି ପୋଷ୍ଟ ପାଇଁ ଭାକେନ୍ସି ରହିଛି।ସେଥି ମଧ୍ୟରୁ ୟୁ ଆର୍ ଆଇ ପାଇଁ ୧୩୧ ଟି ପୋଷ୍ଟ, ଏସ ଇ ବି ସି ପାଇଁ ୧୧ ଟି ପୋଷ୍ଟ, ଏସ ସି ପାଇଁ ୧୮ ଟି ପୋଷ୍ଟ ଏବଂ ଏସ ଟି ପାଇଁ ୧୬ ଟି ପୋଷ୍ଟ ଆପ୍ଲାଏ କରିପାରିବେ।
ଏଥିପାଇଁ ମିନିମମ ୧୮ ବର୍ଷ ରୁ ୩୨ ବର୍ଷ ବୟସ ରହିବ।ଏହା ଛଡ଼ା ଓ ବି ସି ତିନି ବର୍ଷ ଏସ ସି ମାନଙ୍କୁ ପାଞ୍ଚ ବର୍ଷ ଏବଂ ପୀ ଡବ୍ଲୁ ଡି ମାନଙ୍କର ୧୦ ବର୍ଷ ର ବୟସ ସୀମା ରହିଛି।
ଯେ କୌଣସି ଜବ ଆପ୍ଲାଏ କରୁଥିଲେ ସେଥିପାଇଁ ଆପଣଙ୍କୁ ଫି ଦେବାକୁ ପଡୁଥିଲା।ଫରେଷ୍ଟ ଗାର୍ଡ ପାଇଁ ଆପଣଙ୍କୁ ପାଞ୍ଚ ସହ ଟଙ୍କା ଫି ଦେବାକୁ ପଡୁଥିଲା।କିନ୍ତୁ ନୂଆ ନିୟମ ଅନୁସାରେ ଓଡ଼ିଶାରେ ଯେ କୌଣସି ଜବ ର ଆପ୍ଲାଏ କରିବେ
ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ମାଗଣା ରହିଛି।ଏଥିରେ ଫରେଷ୍ଟ ରେଞ୍ଜର ଙ୍କ ମାସିକ ଦରମା ୪୪ ହଜାର ୯ ସହ ଟଙ୍କା ସେହିଭଳି ଆସିଷ୍ଟାଣ୍ଟ କଞ୍ଜରଭେଶନ ଷ୍ଟାଫ୍ ମାନଙ୍କ ଦରମା ୫୬ ହଜାର ୬ ସହ ଟଙ୍କା ରହିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.