Movie prime

ଶେଷରେ ବନ ମହାନ୍ତି ଖୋଲିଲେ ମୁଁହ : ଆବେ ସେ ଟୁଟୁ ନାୟକ କିଏ? ତା କଥା ରେ କଣ ଓଲିଉଡ ଚାଲିବ? ଜେଲ ରେ ଭର୍ତି କର ତାକୁ

 
Special report
ନମସ୍କାର ପାଠକ ବନ୍ଧୁ।ଓଲିଉଡ ରେ ପୁଣି ଏକ ଘଟଣା ସାମନା କୁ ଆସିଚି।ଟୁଟୁ ନାୟକ ଙ୍କୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି।ମନୋଜ ମିଶ୍ର ଓ ଟୁଟୁ ନାୟକ ଙ୍କ କଳି ଏବେ ଥମିବାର ନାମ ନେଉଁ ନାହିଁ।ଉଭୟ ଙ୍କ ମଧ୍ୟ ରେ କଳି ବଢିବାରେ ଲାଗିଛି।
Special report
ଏବେ ଆଉ ଏକ ଘଟଣା ସାମନା କୁ ଆସିଛି।ଟୁଟୁ ନାୟକ ଜଣେ ସାମ୍ବାଦିକ ଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି।ସେ ସାମ୍ବାଦିକ ଙ୍କ ହାତ ମୋଡି ଗାଲ ରେ ଚାପୁଡ଼ା ମାରି ଥିଲେ।ଏହା ସହିତ ସେ ତାଙ୍କ ପିଠି ରେ ମାରିଥିଲେ।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଓଲିଉଡ ର ବନ ମହାନ୍ତି ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି।ଜଣେ ସାମ୍ବାଦିକା ଙ୍କ ସହିତ ଏଭଳି ବ୍ୟବହାର କୁ ସେ ସହି ପାରି ନାହାନ୍ତି।ସେ କହିଛନ୍ତି ଟୁଟୁ ନାୟକ ଙ୍କୁ ୨୪ ଘଣ୍ଟା ମଧ୍ୟ ରେ ଧରା ଯାଉ।ତାଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଉ।
ତାଙ୍କ ବାପା ଜଣେ ପ୍ରଯୋଜକ ଥିଲେ।ବାପା ଙ୍କ ପରିଚୟ ରେ ସେ ଆଜି ପରିଚିତ।ତାଙ୍କ ନିଜର କୌଣସି ପରିଚୟ ନାହିଁ।ସେ ନିଜକୁ ବହୁତ ବଡ ପ୍ରଯୋଜକ ଭାବୁଛନ୍ତି।ମନୋଜ ମିଶ୍ର ଙ୍କୁ ତାଙ୍କ ଇଚ୍ଛା ରେ ସେ ଵ୍ୟାନ କରି ଦେଉଛନ୍ତି।
Special report
ଏଭଳି କରିବା ଠିକ୍ ନୁହେଁ।ତାଙ୍କୁ ଜଲଦି ଗିରଫ କରା ଯାଉ।ସୂଚନା ଅନୁସାରେ ଅରିନ୍ଦମ ରାୟ ଙ୍କ ରାମ ଫିଲ୍ମ ଟି ବନ୍ଦ ହେବା ପରେ ଓଡ଼ିଆ ସିନେ ଜଗତ ରେ କଳହ ଲାଗି ରହିଛି।ମନୋଜ ମିଶ୍ର ଙ୍କ ମାଇଣ୍ଡ ଗେମ୍ ଫିଲ୍ମ ଟି କୁ ଵ୍ୟାନ କରି ଦିଆ ଗଲା।
ଏହା ପର ଠାରୁ ଚର୍ଚ୍ଚା ଲାଗି ରହିଲା।ଟୁଟୁ ନାୟକ ହେଉଛନ୍ତି ଓଡ଼ିଆ ସିନେ ଜଗତ ର ଜଣେ ନାମୀ ଦାମୀ ପ୍ରଯୋଜକ ସେଥିପାଇଁ ତାଙ୍କ ଭିତରେ ଅନେକ ଗର୍ବ ରହିଛି ବୋଲି ବନ ମହାନ୍ତି କହିଛନ୍ତି।ତାଙ୍କ ର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡ ଭୋଗ କରିବାକୁ ପଡିବ।
ଗତ କାଲି ସାମ୍ବାଦିକା ଙ୍କ ସହିତ ଖରାପ ବ୍ୟବହାର ଦେଖାଇ ଥିଲେ ଟୁଟୁ ନାୟକ।ଓ ଏହା ପରେ ସେ ଥାନା ର ଦ୍ବାରସ୍ଥ ହୋଇ ଥିଲେ।ତାଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରୁଥିଲେ।ଯାହା କୁ ନେଇ ଏବେ ଅନେକ ଚର୍ଚ୍ଚା ଲାଗି ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.