Movie prime

ବନ୍ଦ ହେଇଯିବ ଭାରତ ପେ ଦେଖନ୍ତୁ କାହିଁକି ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ୍ ବଡ଼ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଲୋକମାନେ ସବୁ ଅନଲାଇନରେ ନିଜ ବ୍ୟବସାୟ କରୁଛନ୍ତି ଅର୍ଥାତ୍ ଟଙ୍କା ଲେନଦେନ ଅନେକ ଅନଲାଇନ୍ ଆପ ମାଧ୍ୟମରେ କରାଯାଇଥାଏ ।
Special report
ଏବେ ତ ଲୋକମାନେ ଗୁଗଲ ପେ, ଫୋନ ପେ ଏବଂ ପେଟିଏମ ଆଉ ଏହାସହ ଭାରତ ପେ ଆପ ବ୍ୟବହାର କରୁଛନ୍ତି । ଏବେ ଭାରତ ପେ ଆପକୁ ନେଇ ଆସିଛି କିଛି ଖବର ।
ଏବେ ଫୋନ ପେ ଆପ ପରେ ଭାରତ ପେ ଆପ ଉପରେ ଲାଗିଛି ବଡ ଝଟକା । ଭାରତ ପେ ଆପକୁ ନେଇ ଆସିଛି କିଛି ଖବର । ବର୍ତ୍ତମାନ ଭାରତ ପେ ଆପକୁ ନେଇ ଲୋକଙ୍କ ମନରେ ଦ୍ଵନ୍ଦ ଉପୁଜିଛି ।
Special report
ଭାରତ ସରକାରଙ୍କ କର୍ପୋରେଟ୍ସ ଏପେୟାରସ୍ ମନ୍ତ୍ରଣାଳୟ ଭାରତ ପେ କୁ ନୋଟିସ ଜାରି କରିଛି । ଏହି ନୋଟିସ ଧାରା ୨୦୬ ଜାରି କରିଛି । ଏଥିରେ କମ୍ପାନୀର ସଂସ୍ଥାପକ ଅସଲିନ୍ ଗୋଭରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ମଗା ଯାଇଛି । 
ଗଣମାଧ୍ୟମ ରିପୋର୍ଟ ମୁତାବକ କର୍ପୋରେଟ ମନ୍ତ୍ରଣାଳୟ ଏହି ଉପରେ ସୂଚନା ଜାରି କରିଛି । ଏବେ କମ୍ପାନୀର ସଂସ୍ଥାପକ ଅସଲିନ ଗୋଭରଙ୍କ ଉପରେ ଅପରାଧିକ ମାମଲା ଜାରି କରାଯାଇଛି ।ଏହି କମ୍ପାନୀ ୨୦୨୨ ମସିହାରେ ବିବାଦକୁ ଆସିଥିଲା ।
Special report
ଆପତ୍ତି ଜନକ ଭାଷା ବ୍ୟବହାର କରିବା ସହ ଧମକ ଦେଇଥିଲେ । କୋଟକ ଗ୍ରୁପ କର୍ମଚାରୀଙ୍କୁ ଏହି ବ୍ୟକ୍ତି ଜଣକ ଆପତ୍ତି କନକ ଭାଷା କହିବା ସହ ଧମକ ଦେଇଥିଲେ । କୋଟକ ବ୍ୟାଙ୍କ୍ କର୍ମଚାରୀ ନାଇକା କମ୍ପାନୀର ଆଇପିୟୁ ଆବଣ୍ଟନ କରିବା ସମୟରେ ସଂରକ୍ଷିତ କରିପାରି ନଥିଲେ ।
ଏହିପରେ ଭାରତ ପେର ସଂସ୍ଥାପକଙ୍କୁ ପରିଚାଳନା କ୍ଷେତ୍ରରୁ ନିଲମ୍ବନ କରାଯାଇଥିଲା । ଏହାପରେ ସେ ଚାକିରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ତାଙ୍କ ବିଷୟରେ ଅଡିଟ କରିବାକୁ ସୂଚନା ଆସିଛି ।
କମ୍ପାନୀ କ୍ଷତି ସହିଛି ଆଉ ଭାରତ ପେ ସୂଚନା ଦେଇଛି କି ଭାରତ ପେ ଟେକ୍ନୋଲୋଜିରେ ଅସଲିନ ଗୋଭରଙ୍କ କୌଣସି ଯୋଗଦାନ ନାହିଁ । ଏବେ ଲୋକମାନଙ୍କ ମନରେ ଛନକା ପଶିଛି କି ଲୋକମାନେ ଏହି ଆପ ବ୍ୟବହାର କରୁଥିଲେ । ଏବେ ଏହାକୁ ନେଇ ଆସିଥିବା ଖବର ଆପଣମାନେ ଜାଣିପାରିବେ ।