Movie prime

ବନ୍ଧା ହେବ ବର୍ଷା ସାହୁ.. ଖୋଜୁଛି ପୋଲିସ... ଲୁଟିଚି ବହୁତ୍ ଲୋକ ଙ୍କ ଟଙ୍କା... ଏବେ ସୋସିଆଲ ମିଡିଆ ରେ ଆସି କାନ୍ଦୁଛି

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ଓଡ଼ିଶା ର ଏକ ବଡ ଖବର ସାମନା କୁ ଆସୁଛି। ଇନଷ୍ଟା ଗ୍ରାମ ରେ ଭିଡିଓ କରୁଥିବା ବର୍ଷା ସାହୁ ଙ୍କୁ ଆପଣ ମାନେ ପ୍ରାୟ ଜାଣି ଥିବେ।ତାଙ୍କୁ ନେଇ ଅନେକ କଥା ଏବେ ଶୁଣିବାକୁ ମିଳୁଛି। ଇନଷ୍ଟା ଗ୍ରାମ ରେ ରିଲ କରୁଥିବା ସମୟ ରେ ଏକ ଭିଡିଓ ଛାଡି ଥିଲେ ବର୍ଷା।
Special report
ଏଥିରେ ସେ ଲେଖିଥିଲେ କି ମାତ୍ର ୩୦୦୦ ଟଙ୍କା ରେ ତିନି ମିନିଟ ରେ ୨୪୦୦୦ ଟଙ୍କା ରୋଜଗାର କରନ୍ତୁ।ଏଭଳି ଏକ ଖବର ଶୁଣି ରାକେଶ ନାମକ ଜଣେ ଯୁବକ ସଙ୍ଗେ ସାଙ୍ଗେ ବର୍ଷା ସାହୁ ଙ୍କ ଆକାଉଣ୍ଟ କୁ ୩୦୦୦ ଟଙ୍କା ପଠାଇ ଥିଲେ।
ଓ ପରେ ବର୍ଷା ସାହୁ କହିଥିଲେ କି ଆଉ କିଛି ସମୟ ଭିତରେ ଆମେ ଆପଣ ଙ୍କୁ ପଇସା ଦେଇ ଦବୁ।କିନ୍ତୁ ସେ ଦେଇ ନ ଥିଲେ।ସେଥିପାଇଁ ସଂପୃକ୍ତ ଯୁବକ ଜଣକ ସାଇବର ଥାନା ରେ ଅଭିଯୋଗ କରିଥିଲେ।ଏହା ପରେ ଉକ୍ତ ଭିଡିଓ ଟି ଇନଷ୍ଟା ଗ୍ରାମ ରୁ ଡ଼ିଲିଟ ହୋଇ ଯାଇଥିଲା।
ଏବେ ପ୍ରଶ୍ନ ଉଠୁଛି ଯଦି ବର୍ଷା ଏହି କାମ କରି ନାହାନ୍ତି ତେବେ କଣ ପାଇଁ ସେହି ଭିଡିଓ ଟି ଡିଲିଟ ହୋଇ ଯାଇଚି।ଏବେ ସେ ସାମନା କୁ ଆସି ନାହାନ୍ତି।ସେ ୟ୍ୟୁ ଟ୍ୟୁବ୍ ରେ ଏକ ଭିଡିଓ ଅପଲୋଡ଼ କରି କହିଥିଲେ କି ସେ ପିଲା ତାଙ୍କ ନାମ ରେ ମିଛ କହୁଛି।
Special report
ସେ ସେପରି କିଛି ବି କରି ନାହାନ୍ତି।ଅନେକ ଦିନ ତଳେ ପିହୁ ରାଠୋର ନାମକ ଜଣେ ଝିଅ ସହ ସେ କଥା ହୋଇ ଥିଲେ।ସେହି ଝିଅ ଟି ତାଙ୍କୁ ଟ୍ରେଡିଂ ଆପ ରେ ଏପରି କରିବା ପାଇଁ କହିଥିଲେ ହେଲେ ସେ ରାଜି ହୋଇ ନ ଥିଲେ।ପରେ ଅଧିକ ଟଙ୍କା ଆଶା ରେ ବର୍ଷା ରାଜି ହୋଇ ଯାଇଥିଲେ।
ଏହା ପରେ ସେ ପ୍ରୋମୋସନ୍ କରିବା ଆରମ୍ଭ କରି ଦେଇଥିଲେ।ହେଲେ ଯେତେବେଳେ ସେ ଜାଣିଲେ କି ଲୋକ ମାନେ ଏଥିରେ ଠକାମୀ ର ସ୍ବୀକାର ହେଉଛନ୍ତି।ସେତେବେଳେ ସେ ଭୟବିତ ହୋଇ ଯାଇଥିଲେ।
ଏବଂ ସେ ଅଭିଯୋଗ କରିଥିବା ଯୁବକ ଙ୍କ ସହିତ ଏପରି କରି ନାହାନ୍ତି ବୋଲି କହିଛନ୍ତି।ତାଙ୍କ ଦୁଇ ଜଣ ଙ୍କ ଭିତରୁ କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ଜଣା ପଡି ନାହି।ପୋଲିସ ଏବେ ଘଟଣାର ତଦନ୍ତ କରିବା ଆରମ୍ଭ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ସେମାନଙ୍କ ଭିତରୁ କିଏ ଦୋଷୀ ଓ କିଏ ନିର୍ଦ୍ଦୋଷ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.