Movie prime

ଦେଖନ୍ତୁ ଏମିତି କଣ ହେଲା ଯେ ପୋଲିସ ଉଠାଇ ନେଲେ ଏହି ଓଡ଼ିଆ ଲୋକପ୍ରିୟ ହିରୋଙ୍କୁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ , ବଲିଉଡ ଏବଂ ସିନେମା ଜଗତର ସବୁ ଖବର ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ ।
Special Report
ଆପଣମାନେ ସମସ୍ତେ ସିରିଏଲ ଜଗତର ଏବଂ ଅଭିନେତା ଆଉ ଅଭିନେତ୍ରୀମାନଙ୍କ ବିଷୟରେ ମଧ୍ୟ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ 'ନୂଆବୋହୂ' ଧାରାବାହିକ ଦେଖିଥିବେ ।
ଏହି ଧାରାବାହିକରେ ଅଭିନୟ କରିଥିବା ବିରାଜ ବଳିଆରସିଂଙ୍କୁ ତ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତା ଜଣକ ଅନେକ ଫିଲ୍ମ୍ ମଧ୍ୟ କରିଛନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି ।
Special Report
ଏହି ଅଭିନେତା ଜଣକ ଏବେ ଜେଲରେ ଅଛନ୍ତି ବୋଲି ସୂଚନା ମିଳିଛି । ଏହି ଅଭିନେତା ଜଣଙ୍କ ନାମ ହେଉଛି ବିରଞ୍ଚି ନାରାୟଣ । ସେ ପୋଲିସକୁ ଦୁର୍ବ୍ୟବହାର କରିଥିଲେ । ଆଉ ତାହା ତାଙ୍କୁ ମହଙ୍ଗା ପଡ଼ିଲା ।
ଏହି ଅଭିନେତା ଜଣକ ଏଭଳି କରିଥିବାରୁ ତାଙ୍କୁ ରାତି ଅଧରେ ପୋଲିସ ଟେକି ନେଲା । ବିଚ୍ ରାସ୍ତା ଉପରେ ପୋଲିସ ସହ ଦୁର୍ବ୍ୟବହାର କରିଥିଲେ । ଆଉ ସେ ପୋଲିସକୁ ନାଲି ଆଖି ଦେଖାଇଥିଲେ ।
Special Report
ଗାଡିରୁ ବାହାରି ଆସି ପୋଲିସ ସହ ଏଭଳି କରିଥିଲେ ଅଭିନେତା ବିରଞ୍ଚି ନାରାୟଣ । ସେ ଫିଲ୍ମର ଗୁଣ୍ଡା ଭଳି ବ୍ୟବହାର କରିଥିଲେ । ହେଲେ ପୋଲିସ ଅଭିନେତା ବିରଞ୍ଚି ନାରାୟଣଙ୍କୁ ପୋଲିସ ଥାନା ନେଇ ତାଙ୍କର ସବୁ ନିଶା ଉତାରି ଦେଲା । 
Special Report
ସେ ନିଶାରେ ଥାଇ ପୋଲିସ ସହ ଦୁର୍ବ୍ୟବହାର କରିଥିଲେ । କଳିଙ୍ଗ ଷ୍ଟୁଡିଓ ଛକରେ ପୋଲିସ ପେଟ୍ରୋଲିଙ୍ଗ କରୁଥିଲା । ଆଉ ସେଠାରେ ଏହି ଅଭିନେତା ଜଣଙ୍କର ଗାଡ଼ି ପହଞ୍ଚିଥିଲା । ତାଙ୍କ ଗାଡ଼ି ଚେକିଂ କରିବା ସମୟରେ ସେ ପୋଲିସ ସହ ଦୁର୍ବ୍ୟବହାର କରିଥିଲେ ଆଉ ତାଙ୍କ ଉପରକୁ ଆକ୍ରମଣ ବି କରିଥିଲେ ।
ରାତି ସାଢ଼େ ଗୋଟିଏ ବେଳେ ଏଭଳି ଘଟଣା ସବୁ ଘଟିଥିଲା । ତାଙ୍କର ଏଭଳି ବ୍ୟବହାର ପାଇଁ ପୋଲିସ ଏଭଳି କାମ କରିଛି । ଏବେ ଏହି ଅଭିନେତା ଜଣଙ୍କୁ ପୋଲିସ ଗିରଫ କରି ହାଜତରେ ରଖିଥିବା ବେଳେ କୋର୍ଟ ଚାଲାଣ ମଧ୍ୟ କରିଛି ।