Movie prime

ବଙ୍ଗୋପ ସାଗରରେ ସୃଷ୍ଟି ହେବ ବାତ୍ୟା ଦେଖନ୍ତୁ କେମିତି ରହିବ ତାହାର ସ୍ଥିତି ଏହିସବୁ ସ୍ଥାନକୁ ଘୋର ବିପଦ !!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ପାଣିପାଗ ବିଷୟରେ ଅନେକ ଖବର ଆସୁଛି । ଆଉ ଏହିସବୁ ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ।
Special Report
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ବଙ୍ଗୋପସାଗରରେ ବାତ୍ୟା ଦେଖା ଦେଉଛି । ଆଉ ୨୭ ତାରିଖରେ ଏହି ବାତ୍ୟା ପହଞ୍ଚି ଯିବ ବୋଲି ଜଣାପଡିଛି । ୨୭ ତାରିଖ ଦିନ ବାତ୍ୟା ହେବ ବୋଲି ସୂଚନା ମିଳିଛି ।
୨୯ ତାରିଖରେ ଅବପାତ ଦେଖାଯିବ । ୨୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ୨୬ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗରରେ ଘୂର୍ଣ୍ଣିବଳୟ ହେବ ବୋଲି ଜଣାପଡିଛି ।
Special Report
ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏହି ସମ୍ଭାବ୍ୟ ଲଘୁଚାପ । ୨୯ ତାରିଖ ବେଳକୁ ଏହି ଲଘୁଚାପ ଅବପାତରେ ପରିଣତ ହେବ । ଏହିସବୁ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା କାଲି ଲଘୁଚାପ ହୋଇ ଅବପାତର ରୂପ ନେବ ବୋଲି ଜଣାପଡ଼ିଛି । ଏହି ବାତ୍ୟା ଅବପାତର ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଜଣାପଡିଛି ।
Special Report
ଆକ୍ୟୁ ୱେଦର୍ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ ପୂର୍ବାନୁମାନ କରିଛନ୍ତି । ହେବାକୁ ଥିବା ଲଘୁଚାପ ବିଷୟରେ ସେ କହିଛନ୍ତି । ପରବର୍ତ୍ତୀ ସମୟରେ ପୂର୍ବ ଭାରତ ଏବଂ ବଙ୍ଗଳାଦେଶରେ ବାତ୍ୟା ହୋଇପାରେ ବୋଲି ଜଣାପଡିଛି । 
Special Report
ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଅନେକ ଦିଗରେ ବର୍ଷା ଦେଖାଯିବ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ପାଇପାରିବେ । ପାଖାପାଖି ଅନେକ ବର୍ଷା ଆସୁଛି । ପାଣିପାଗ ବିଶେଷଜ୍ଞ ଅନେକ କଥା କହିଛନ୍ତି ।
ପଶ୍ଚିମବଙ୍ଗରେ ଏହାର ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଲୋକେ । ସମସ୍ତ କାରକ ବଳ ଯୋଗାଇବେ । ଆପଣମାନେ ସମ୍ପୂର୍ଣ୍ଣ ଖବର ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖାଯାଇପାରେ । ଏଭଳି ଅନେକ କଥା ଜଣାପଡ଼ିବ ।