Movie prime

ଏହି ୧୪ ଦିନ ବ୍ୟାଙ୍କ୍ ହେବ ବନ୍ଦ ଶୀଘ୍ର ସରନ୍ତୁ ଏହିଦିନ ଆଗରୁ କାମ ନହେଲେ ହଇରାଣ ହେବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ବ୍ୟାଙ୍କ୍ ସେବାକୁ ନେଇ କିଛି ଖବର ଆସିଛି । ଆଉ ଏହି ବ୍ୟାଙ୍କ ଖବର ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣିପାରିବେ ।
Special report
ଏବେ ଏହି ଭିଡିଓ ଆପଣମାନଙ୍କୁ ଅନେକ କିଛି ଜଣାଇବ । ବ୍ୟାଙ୍କରେ ପ୍ରାୟ କିଛି ଲୋକମାନଙ୍କର ସବୁବେଳେ କାମ ଥାଏ ଆଉ ଅନେକ ଲୋକଙ୍କର ବ୍ୟାଙ୍କରେ ଅଧିକ କାମ ଥାଏ । ଏବେ ଏହି ଖବର ଜାଣିବା ପରେ ଆପଣଙ୍କ କାମ ସୁରୁଖୁରୁରେ କରିପାରିବେ ।
ବ୍ୟାଙ୍କରେ ଯାହାର କାମ ଅଛି ସେମାନେ ତାଙ୍କ କାମ ଜଲଦି ସାରି ଦିଅନ୍ତୁ । ଆଗକୁ ହୁଏତ ଆପଣଙ୍କ କାର୍ଯ୍ୟ ଦିନ ବ୍ୟାଙ୍କ୍ ବନ୍ଦ ହୋଇ ଯାଇଥାଇପାରେ ।କାରଣ ମାର୍ଚ୍ଚ ମାସରେ ୧୪ ଦିନ ଛୁଟି ରହିବ ସମସ୍ତ ବ୍ୟାଙ୍କ୍ ।
Special report
ଆପଣଙ୍କର ବ୍ୟାଙ୍କରେ ଖାତା ଅଛି କି ଯଦି ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଏହି ଖବରକୁ ଆପଣମାନେ ନ ଜାଣିଲେ ଆଗକୁ ବହୁତ ହଇରାଣ ହୋଇପାରନ୍ତି । ବ୍ୟାଙ୍କରେ ପ୍ରତିଦିନ ସମସ୍ତଙ୍କର କାମ ରହିଥାଏ । 
ଟଙ୍କା ଲେଣଦେଣ, ପଇସା ଉଠାଇବା ଆଦି ଅନେକ କାମ ବ୍ୟାଙ୍କରେ ହୋଇଥାଏ । ବ୍ୟାଙ୍କ୍ ଉପରେ ୯୦ ପ୍ରତିଶତ ଲୋକ ଭରଷା କରନ୍ତି । ବ୍ୟାଙ୍କ୍ ଉପରେ ନିର୍ଭର କରୁଥିବା ଲୋକମାନେ ହଇରାଣ ହୋଇପାରନ୍ତି ।
Special report
କାରଣ ବ୍ୟାଙ୍କ୍ ମାର୍ଚ୍ଚ ମାସରେ ଛୁଟି ହେବାକୁ ଯାଉଛି । ଛୁଟିଦିନ ବ୍ୟାଙ୍କରେ କରାଯାଉଥିବା କାମ ହୋଇପାରିବ ନାହିଁ । ଛୁଟିଦିନ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ୍ କରାଯିବ ନାହିଁ । ଆଉ ବ୍ୟାଙ୍କ୍ ଏବେ ମାର୍ଚ୍ଚ ମାସରେ ହେବାକୁ ଥିବା ଛୁଟି ବିଷୟରେ ଘୋଷଣା କରାଯାଇଛି । 
Special report
ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏବେ ମାର୍ଚ୍ଚ ମାସରେ ହେବାକୁ ଥିବା ଛୁଟି ବିଷୟରେ ଘୋଷଣା କରିଛି । ଛୁଟି ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରିଛି । ମାର୍ଚ୍ଚ ମାସରେ ୧୪ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ମାର୍ଚ୍ଚ ମାସ ୧ ତାରିଖ, ୮ ତାରିଖ, ୨୨,୨୫, ୨୬, ୨୭, ଏବଂ ୨୯ ତାରିଖରେ ବ୍ୟାଙ୍କ୍ ବନ୍ଦ ରହିବ ।
ଏହି ମାସରେ ୫ଟି ରବିବାର ପଡ଼ିଥିଲା । ଚତୁର୍ଥ ଶନିବାର ଦିନ ବ୍ୟାଙ୍କ୍ ବନ୍ଦ ରହିବ ବୋଲି ମଧ୍ୟ ଜଣାପଡିଛି । ଏଭଳି ସବୁ ଛୁଟିକୁ ମିଶାଇ ୧୪ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ଆପଣମାନେ ଅନଲାଇନ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ କାମ କରିପାରିବେ ।