Movie prime

ବଙ୍କା ମୁଁହ ପାଇଁ ମିଳୁ ନଥିଲା ଚାକିରୀ ଶେଷରେ ମିଳିଲା ଏମିତି ସଫଳତା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ବନ୍ଧୁଗଣ ରାଧିକା ହେଉଛନ୍ତି ଏଡେଲୱିସ୍ ମ୍ୟୁଚୁଆଲ ଫଣ୍ଡ କମ୍ପାନୀର ସିଓ ଅଟନ୍ତି। ତାହା ପୁଣି ୩୩ ବର୍ଷ ବୟସରେ। ନିଜର ବଙ୍କା ବେକ ଯୋଗୁଁ ଅନେକ ଥଟ୍ଟା ପରିହାସର ଶିକାର ହୋଇଥିଲେ। 
ଏପରିକି ଏହି କାରଣ ଯୋଗୁଁ ରାଧିକାଙ୍କୁ ଚାକିରୀ ମଧ୍ୟ ମିଳୁନଥିଲା। ଶେଷରେ ୭ ଥର ସବୁ କଂପାନୀରୁ ରିଜେକ୍ଟ ହେବା ପରେ ତାଙ୍କୁ ମିଳିଥିଲା ସଫଳତା। ରାଧିକା ପାକିସ୍ଥାନରେ ଜନ୍ମ ହେଇଛନ୍ତି। ରାଧିକା ଅନେକ ଜାଗା ବୁଲି ବୁଲି ପାଠ ପଢ଼ିଥିଲେ।
Special report
କାରଣ ତାଙ୍କ ବାପା ଜଣେ ଭାରତୀୟ କୁଟନୈତିକ ଥିଲେ। ରାଧିକା ଜନ୍ମ ହେବା ସମୟରେ କିଛି ଅସୁବିଧା ପାଇଁ ତାଙ୍କ ବେକର ହାଡଟି ଭାଙ୍ଗି ଯାଇଥିଲା। ଆଉ ଅପରେସନ ପରେ ତାହା ଠିକ୍ ହେଇଥିଲା କିନ୍ତୁ ବେକଟି ଆଉ ସିଧା ହେଇପାରିନଥିଲା। 
ରାଧିକା ଖାସ୍ କରି ପାକିସ୍ଥାନ, ଆମେରିକା ପାଠ ପଢ଼ିଥିଲେ। ଆଉ ଯେତେବେଳେ ପାଠପଢା ସରିଲା ସେତେବେଳେ ଏଣ୍ଟରଭିୟୁ ଦେବା ବେଳେ ତାଙ୍କୁ ବିଫଳତାର ସମ୍ମୁଖୀନ ହେବାକୁ ପଡିଥିଲା ତାଙ୍କ ବଙ୍କା ବେକ ପାଇଁ।
Special report
ଆଉ ବାରମ୍ଵାର ଆତ୍ମବିଶ୍ବାସ ଭାଙ୍ଗିବା କାରଣରୁ ସେ ଆ-ତ୍ମ-ହ-ତ୍ୟା କରିବା ପାଇଁ ମଧ୍ୟ ଭାବିଥିଲେ। ଆଉ ଏହାପରେ ଦିନେ ରାଧିକା ପ୍ରଥମ ଥର ପାଇଁ ମାଗାଜିନରେ ଚାକିରୀ ପାଇଥିଲେ। 
ତା'ପରେ ଅନେକ ବଡ ବଡ କଂପାନୀରେ କାମ କରିବା ପରେ ସେ ତାଙ୍କ ସ୍ଵାମୀ ଏବଂ ସାଙ୍ଗ ଦୁଇଜଣଙ୍କ ସହିତ ମିଶି ଗୋଟିଏ ମ୍ୟାନେଜମେଣ୍ଟ ଫର୍ମ ଆରମ୍ଭ କରିଥିଲେ। ନିଜ କଂପାନୀ ଆରମ୍ଭ କରିବା ପରେ ମ୍ୟାଡଇଲ୍ସ ଏମ ଏମ ସେହି କଂପାନୀକୁ କିଣି ନେଇଥିଲେ।
ଆଉ ରାଧିକାଙ୍କୁ କମ୍ପାନୀକୁ ସିଓ ଭାବରେ ନିଯୁକ୍ତି ଦିଆଯାଇଥିଲା। ତାହା ପୁଣି ୩୩ ବର୍ଷ ବୟସରେ। ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଧା ବର୍ଷକୁ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ରାଧିକା।