Movie prime

ମୋ ବାପା ମରିଗଲା ପରେ ମୋ ବୋଉ କୁ ପ୍ରେମ ରେ ଫଦେଇ ଗୋଟେ ଟୋକା ନେଇଗଲା, ଏବେ ଆମେ ବେସାହାରା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଘଟଣା ସାମ୍ନାକୁ ଆସିଛି। ସ୍ଵାମୀ ମରି ଯାଇଛି ବୋଲି ନିଜର ପ୍ରେମିକ ସହ ଫେରାର ହୋଇ ଯାଇଛି ବିଧବା ସ୍ତ୍ରୀ।ମହିଳା ଜଣକ ତିନି ତିନୋଟି ଝିଅ ମଧ୍ୟ ଅଛନ୍ତି।
Special report
ହେଲେ ସେମାନେ ନିଜ ଝିଅ କୁ ଆଉ ଶାଶୁ ଘର ଲୋକଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି। ଯେଉଁ ବୟସରେ ପିଲା ତିନୋଟି ବାପା ମାଆ ଙ୍କ ସ୍ନେହ ପାଇ ଥାଆନ୍ତେ ସେହି ବୟସରେ ପିଲା ତିନୋଟି ଅନାଥ ହୋଇ ଯାଇଛନ୍ତି।
ସେମାନେ ବିକଳ ଅବସ୍ଥାରେ ଘୁରି ବୁଲୁଛନ୍ତି। କାରଣ ତାଙ୍କ ନିକଟରେ ତାଙ୍କ ମାଆ ଥାଇ ମଧ୍ୟ ନାହିଁ। ପାଞ୍ଚ ବର୍ଷ ପୂର୍ବେ ଏହି ପିଲା ମାନଙ୍କର ବାପା କୌଣସି ଏକ ଅଜଣା ରୋଗରେ ପୀଡିତ ଥିଲେ।
Special report
ଆଉ ଏହାପରେ ତାଙ୍କର ଅକାଳ ମୃ-ତ୍ୟୁ ମଧ୍ୟ ହୋଇ ଯାଇଥିଲା। ବାପା ଙ୍କ ପରେ ପରେ ପିଲାଙ୍କ ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ୍ ହେବାରେ ଲାଗିଥିଲା। ବୁଢ଼ା ଜେଜେ ବାପା ନିଜ ରୋଜଗାରିଆ ପୁଅ କୁ ହରାଇ ଭାଙ୍ଗି ପଡ଼ିଥିଲେ।
ମାତ୍ର ଛୋଟ ଛୋଟ ପିଲାଙ୍କ ମୁହଁ କୁ ଦେଖିବା ପରେ ସେ ସବୁ କିଛି ଭୁଲି ଯାଇଥିଲେ। ହେଲେ ଘରେ ଥିବା ବିଧବା ବୋହୂ ସ୍ଵାମୀ ମରିବା ପରେ ଆଉ ଏକ ପିଲାର ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇ ସାରିଥିଲା।
Special report
ଏହାପରେ ନିଜ ଜନ୍ମ କଲା ପିଲା ମାନଙ୍କୁ ଏଭଳି ଅବସ୍ଥାରେ ଛାଡ଼ି କେଉଁ ଆଡେ଼ ଫେରାର ହୋଇ ଯାଇଥିଲା। ଏନେଇ ଶଶୁର ଜଣକ ମଧ୍ୟ ଏହା ଅଭିଯୋଗ କରିଛନ୍ତି। ଛୋଟ ଛୋଟ ପିଲାଙ୍କୁ କିଭଳି ମଣିଷ କରିବେ ତାଙ୍କ ମୁଣ୍ଡରେ ଚିନ୍ତା ଘେରିଛି।
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା , ଯାତ୍ରା ପଞ୍ଚାୟତ ର ଗଣ୍ଡକଳା ଗ୍ରାମରେ। ଏହି ଗ୍ରାମର ମଙ୍ଗଳୁ ମୁଣ୍ଡା ପାଞ୍ଚ ବର୍ଷ ତଳେ କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ଆରପାରି କୁ ଚାଲି ଯାଇଥିଲେ।
ହେଲେ ତାଙ୍କ ସ୍ତ୍ରୀ କଷ୍ଟେ ମଷ୍ଟେ ଶଶୁର ଙ୍କ ସହ ମିଶି ତାଙ୍କର ତିନି ଝିଅଙ୍କ ଲାଳନ ପାଳନ କରୁଥିଲେ ମାତ୍ର ଏବେ ସେ ମଧ୍ୟ ଅନ୍ୟ ଜଣକ ପ୍ରେମରେ ପାଗଳ ହୋଇ ପିଲା ଓ ବୃଦ୍ଧ ଶଶୁର ଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.