Movie prime

ଝିଅ ଗର୍ଭବତୀ ଥିବା ଜାଣି ବାପା କଲେ କିଛି ଏମିତି ଯାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ ଦେଖନ୍ତୁ ଆସିଲା ସାଙ୍ଘାତିକ ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ପଥରଖନି ଗାଁରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ଝିଅକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ସାକର ଟୁଡୁ। 
ତାଙ୍କ ବାପା ଜିତୁ ଟୁଡୁଙ୍କୁ କପ୍ତିପଦା ପୁଲିସ୍ ଗିରଫ କରିଛି। ସାକର ଟୁଡୁ ବାହା ହୋଇଥିଲେ। ବର୍ଷେ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ସେ ଆସି ତାଙ୍କ ବାପ ଘରେ ରହୁଥିଲେ।
Special report
ଜିତୁ ଟୁଡୁ ଏବେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ ସାକର ୩-୪ ମାସର ଗର୍ଭବତୀ ଅଛନ୍ତି। ଏହାକୁ ନେଇ ସେ ସାକରଙ୍କୁ ପିଟାପିଟି କରିଥିଲେ। ଆଉ ସେଥିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,ଉକ୍ତ ଗ୍ରାମର ଜିଠୁ ଟୁଡୁ ତାଙ୍କ ଝିଅ ସାକର ଟୁଡୁକୁ ବିବାହ କରିଥିଲେ। 
ତାଙ୍କର ଗୋଟିଏ ୩ବର୍ଷର ଝିଅଟିଏ ରହିଛି। ହେଲେ ସାକରଙ୍କ ସ୍ୱାମୀ ମଙ୍ଗଲ ମୁର୍ମୁଙ୍କର ଏକ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସାକର ଆସି ନିଜ ବାପଘରେ ରହୁଥିଲେ। ସାକର ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ।
Special report
ଗର୍ଭବତୀ ହେବା ବାବଦରେ ସେ ସାକରଙ୍କୁ ପଚାରିଥିଲେ। ପରେ ଉତକ୍ଷିପ୍ତ ହୋଇ ଗର୍ଭବତୀ ସାକର ପେଟକୁ ଗୋଇଠା ମାରିଥିଲେ। ତତସହିତ ବାଡ଼ିରେ ବାଡେଇଥିଲେ, ଯେଉଁଥିରେ ସାକର ଗୁରୁତର ହୋଇଥିଲେ। 
ଝିଅର ଚରିତ୍ରକୁ ସନ୍ଦେହ କରି ବାପା ଏହି ନାରକୀୟ କାଣ୍ଡ ଭିଆଇଥିବା ବେଳେ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଏ ନେଇ ସ୍ଥାନୀୟ କପ୍ତିପଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଛି।
ପୁଲିସ ଏହାକୁ ନେଇ ଥାନାରେ ମାମଲା ରୁଜୁ କରିବା ସହ ମୃତ୍ୟଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.