Movie prime

ମଦ ନିଶା ରେ ବାପା କୁ ହାଣି ମା ସହ ଦୁଷ୍କର୍ମ କରିଦେଲା ଚଣ୍ଡାଳ ପୁଅ, ପୋଲିସ କୁ କହୁଛି ଭୁଲ୍ ତ କରିଦେଲି ଆଉ କଣ ଫାଶୀ ଦେବ

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଗୋଟିଏ ପୁଅ ହୋଇ ବାପା ଙ୍କୁ ମାରି ଦେଇଛି ଏବଂ
ନିଜ ମା ଙ୍କୁ ଦୁ-ଷ୍କ-ର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି।ଯୁବକ ଜଣଙ୍କ ନିଜେ ଏଭଳି କରିଥିବାର ସ୍ବୀକାର ମଧ୍ୟ କରିଛନ୍ତି।ସୂଚନା ଅନୁସାରେ ଯୁବକ ଜଣଙ୍କ ତାଙ୍କ ବାପାଙ୍କ ସହିତ ଝଗଡ଼ା କରିଥିଲେ।
ଏହାପରେ ନିଜ ମା ଙ୍କୁ ଦୁ-ଷ୍କ-ର୍ମ କରିଲେ।ଯୁବକ ଜଣଙ୍କ ବାପା ଯେତେବେଳେ ତାଙ୍କୁ ଗାଳି କରିଲେ ବାପାଙ୍କୁ ଜୀବନରୁ ମାରି ଦେଲେ।ଏମିତି କା ପୁଅ ହୁଏତ କେହି କେବେ ଦେଖି ନଥିବେ।
କଥାରେ କଥାରେ ଯୁବକ ଜଣଙ୍କ ରାଗି ଯାଇଥିଲେ।ସାବତ ମା ଙ୍କ କଥା ମଧ୍ୟ ଶୁଣି ନଥିଲେ।ଜୋର ଜବରଦସ୍ତି ଯୁବକ ଜଣଙ୍କ ତାଙ୍କ ମା ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଲେ।
ଏହି ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗୁଛି।ଗୋଟିଏ ପାରିବାରିକ କଳହ ରୁ ପୁଅ ଜଣଙ୍କ ମ-ଦ ପିଇ ଏଭଳି କାଣ୍ଡ ଘଟାଇଛନ୍ତି।ଯାଜପୁର ଜିଲ୍ଲାର ଝମ୍ପାଝର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଟାଙ୍ଗିଆ ଚୋଟ ରେ ଯୁବକ ଜଣଙ୍କ ନିଜ ବାପାଙ୍କୁ ହ-ତ୍ୟା କରିଛି।ତାପରେ ସାବତ ମା ର ଲୁଗା ଟାଣି ଟାଣି ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଯୁବକ ଙ୍କ ନାମ ହେଉଛି ଲୁବୁ ହେମ୍ରମ।ମୃ-ତ-କ ଜଣଙ୍କ ହେଉଛନ୍ତି ସାଧାୟ ହେମ୍ରମ।
ପୁଅ ଲୁବୁ ହେମ୍ରମ ଗତକାଲି ରାତିରେ ମ-ଦ ପିଇ ଘରକୁ ଆସିଥିଲେ।ଏହାପରେ ଏଭଳି କାଣ୍ଡ ଘଟାଇଥିଲେ।ବର୍ତମାନ ପୀଡ଼ିତା ମା ଜଣଙ୍କ ଥାନାକୁ ଯାଇ ପୁଅ ନାମରେ ଅଭିଯୋଗ କରିଛନ୍ତି।
ପାରିବାରିକ କଳହ କୁ କେନ୍ଦ୍ର କରି ଏଭଳି ହ-ତ୍ୟା-କା-ଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପଟେ ଯୁବକ ଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.