Movie prime

ପିଲା ଯଦି ଆପତ୍ତି ଜଣକ ଜିନିଷ କିଣିଛି ତାହାଲେ ଏଥିପାଇଁ ବାପା ମା ହିଁ ଦାୟୀ ! ପିଲା ର କୌଣସି ଭୁଲ ନାହିଁ

 
Special report
ସମାଜସେବୀ ବିନ୍ଦୁଯା ଉପାଧ୍ୟାୟ ଗଣମାଧ୍ୟମ ସାମ୍ନାରେ ଏଭଳି କଥା କହିଛନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସମାଜ ବହୁତ ନଷ୍ଟ ହୋଇଗଲାଣି।ପିଲାମାନେ ଖରାପ ବାଟକୁ ଚାଲି ଯାଉଛନ୍ତି।
ଛୋଟ ଛୋଟ ପିଲାମାନେ ମେଡିକାଲ ଷ୍ଟୋର କୁ ଯାଇ କ-ଣ୍ଡୋ-ମ କିଣି ଆଣୁଛନ୍ତି।ତାପରେ ବ୍ୟାଗ ରେ ଧରି ବୁଲିଥାନ୍ତି।ପିଲାମାନେ ଏମିତି ଖରାପ ବାଟକୁ ଚାଲି ଯାଉଛନ୍ତି କିନ୍ତୁ ବାପା ମା ଏସବୁ ବିଷୟରେ କିଛି ଜାଣି ପାରୁ ନାହାଁନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି।
ପିଲାମାନେ ସିଗାରେଟ, ବିଡି,କ-ଣ୍ଡୋ-ମ ଦୋକାନ ରୁ କିଣି ଆଣୁଛନ୍ତି ତାହା ଘର ଲୋକ ଜାଣି ପାରୁ ନାହାଁନ୍ତି।ପିଲା ମାନଙ୍କୁ ବାପା ମା ହିଁ ନଷ୍ଟ କରୁଛନ୍ତି।କାରଣ ଜଣେ ବାପା ତା ପିଲାକୁ ଦୋକାନ କୁ ଯାଇ ପାନ,ବିଡି,ସିଗାରେଟ ଆଣିବାକୁ କହିବେ।
ପିଲାଟି ମଧ୍ୟ ବାପାଙ୍କ କଥା ମାନି ପାନ,ବିଡି ଆଣିବାକୁ ଦୋକାନ ଯିବେ।ତାପରେ ତାହା ଦେଖି ପିଲାଟି ର ମଧ୍ୟ ଖାଇବାକୁ ଇଚ୍ଛା ହେବ।ଆଗରୁ ଘରେ ଜେଜେବାପା,ଜେଜେମା ସମସ୍ତେ ସବୁକିଛି ସିଖାଉ ଥିଲେ।
କିନ୍ତୁ ଏବେ କେବଳ ବାପା ମା ଆଉ ପିଲା ଅଲଗା ରହିଲେ।ମା ମାନେ ତାଙ୍କ ବାଟରେ ରହୁଛନ୍ତି,ବାପା ମଧ୍ୟ ତାଙ୍କ ବାଟରେ ରହୁଛନ୍ତି।ଏହାପରେ ଘରକୁ ଆସିଲେ ବାପା ମା ମାନେ ମୋବାଇଲ ଦେଖିଲେ।
ପିଲାମାନେ କଣ କରୁଛନ୍ତି,କେଉଁଆଡେ ଯାଉଛନ୍ତି ତାହା ଆଉ ଦେଖିଲେ ନାହିଁ।କେବଳ ସ୍କୁଲ ପଠାଇ ଦେଲେ ଦାୟିତ୍ଵ ସରି ଯାଇ ନଥାଏ।ପିଲା ମାନଙ୍କୁ ଦେଖିବା ଉଚିତ।ସେମାନଙ୍କ କଥା ଶୁଣନ୍ତୁ।ସେମାନେ କଣ ଚାହାଁନ୍ତି ତାହା ଜାଣିବାକୁ ଚେଷ୍ଟା କରିବା ଉଚିତ।
ଆଜିକାଲି ର ଛୋଟ ଛୋଟ ପିଲାମାନେ ନାଚ କେମିତି କରିବେ,ଡାନ୍ସ ଆଉ ଅଭିନୟ କେମିତି କରିବେ ବହୁତ ଭଲରେ ଜାଣିଛନ୍ତି।ଏହି ଭିଡିଓ ଟି ବର୍ତମାନ
 ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ସମାଜସେବୀ ବିନ୍ଦୂଯା ଉପାଧ୍ୟାୟ ଙ୍କ କଥା ଶୁଣି ଏହା ଠିକ୍ ବୋଲି କହିଛନ୍ତି।