Movie prime

ହାତ ଯୋଡିଲେ ଶେଷରେ ଗୋଡ ଧରିଲେ ବାପା ମା କିନ୍ତୁ ଛାଡି ଚାଲିଗଲା ପୁଅ ଦେଖନ୍ତୁ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ଘଟିଥାଏ। ବନ୍ଧୁଗଣ ଆଜିକଲି ଆଉ ଲୋକ ମାନଙ୍କ ମଧ୍ୟରେ ମଣିଷ ପଣିଆ ଗୁଣ ଦେଖିବା ପାଇଁ ମିଳୁନାହିଁ।
ଚୋ-ରି, ହ-ତ୍ୟା, ଡ-କା-ୟ-ତି, ବ-ଳା-ତ୍କା-ର, ପା-ର-କି-ୟା-ପ୍ରୀ-ତି ଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ପାରିବାରିକ ଘଟଣା ଅଧିକ ମାତ୍ରାରେ ବଢ଼ିଗଲାଣି।
Special Report
ଆପଣ ମାନେ ଦେଖିଥିବେ ପ୍ରାୟତଃ ଅଧିକାଂଶ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର କଳହ ଲାଗି ଅନେକ ପ୍ରକାର ବଡ଼ ବଡ଼ ଅପରାଧ ଘଟି ଯାଉଛି। ମାଆ କେତେ ଯେ କଷ୍ଟ ଓ ଯନ୍ତ୍ରଣା ସହି ନିଜ ପିଲାକୁ ବଡ କରିଥାଏ ।
ହେଲେ ନିଜ ପିଲା ଯେବେ ବଡ ହୁଏ କେଜାଣି କାହିଁକି ତା ମାଆ ଆଖିରେ ଲୁହ ଦେବାକୁ ପଛାଏ ନାହିଁ । କେଉଁଠି ଘରେ ବାପା ପୁଅ ମଧ୍ୟରେ ଝଗଡା ଲାଗି ପୁଅ ବୋହୂ ଘରଛାଡି ପଳାଉଛନ୍ତି ତ କେଉଁଠି ମାଆ ପୁଅ ମଧ୍ୟରେ ଝଗଡା ଲାଗି ମାଆ ପୁଅକୁ ହତ୍ୟା କରିଦେଉଛି।  Special Report
ଏସବୁ ବ୍ୟତୀତ ଭାଇ ଭାଇ ମଧ୍ୟରେ ଜମି ଜାଗା ପାଇଁ ଅନେକ କଳହ ଦେଖିବା ପାଇଁ ମିଳିଥାଏ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି।
ଜଣେ ବୃଦ୍ଧ ଜଣେ ଯୁବକ ଏବଂ ତାଙ୍କ ସ୍ତ୍ରୀଙ୍କ ଗୋଡ଼ ଧରିବା ସହିତ ସେମାନଙ୍କ ଗୋଡ଼ ତଳେ ମଧ୍ୟ ପଡୁଛନ୍ତି। ଏପରିକି ସେମାନଙ୍କୁ ମୁଣ୍ଡିଆ ମାରି ନେହୁରା ମଧ୍ୟ ମାରୁଛନ୍ତି। ହେଲେ ଯୁବକ ଜଣକ ସେମାନଙ୍କର କୌଣସି କଥା ନଶୁଣି ଚାଲି ଯାଉଛନ୍ତି। 
Special Report
ଭିଡିଓ ରୁ ଯାହା ଜଣାପଡୁଛି ଉଭୟ ବୃଦ୍ଧା ତାଙ୍କର ପୁଅ ବୋହୂଙ୍କୁ ଅଟକାଇବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। କିନ୍ତୁ ଉଭୟ ସ୍ଵାମୀ ସ୍ତ୍ରୀ ବୃଦ୍ଧା ବାପା ମା ଙ୍କ କଥା ନଶୁଣି ଘର ଛାଡ଼ି ଚାଲି ଯାଉଛନ୍ତି। ବନ୍ଧୁଗଣ ଯେଉଁ ବାପା ମାଆ ଛୋଟରୁ ଏତେବଡ କରିଛନ୍ତି ତାଙ୍କୁ କେତେବଡ଼ ଅବମାନନା କରାଯାଉଛି,
ଯାହାର ଦୃଶ୍ୟକୁ କେହି ଜଣେ ନିଜର ମୋବାଇଲ୍ ଫୋନ୍ ରେ ରେକଡ୍ କରି ଦେଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ମୋବାଇଲ୍ ରୁ ମୋବାଇଲ୍ ଭାଇରାଲ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.