Movie prime

ମା ତୁମେ ବ୍ୟସ୍ତ ହୁଅନି, ବାପା ଆମ ସହ ଅଛନ୍ତି... ଏମିତି କିଛି କହି ମା ଙ୍କୁ ସାନୁନା ଦେଉଛନ୍ତି ଅନୁଭବ...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କୁ ଭଲ ଭାବେ ଜାଣି ଥିବେ।ନିକଟରେ ତାଙ୍କ ବାପା ଅଭୟ ମହାନ୍ତି ସବୁଦିନ ପାଇଁ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି।ସେ ତାଙ୍କ ବାପାଙ୍କୁ ଖୁବ୍ ଭଲ ପାଉ ଥିଲେ।
Special report
ସେ ନିଜର ସବୁ ଦୁଃଖ କଷ୍ଟ କୁ ସହି ବାପା ଙ୍କ ସେବା କରୁ ଥିଲେ।ସବୁବେଳେ ବାପା ଙ୍କ ପାଖେ ପାଖେ ରହୁ ଥିଲେ।ଆଜି ଏହି ଅଭିନେତା ଜଣକ ନିଜକୁ ସମ୍ପୂର୍ଣ୍ଣ ରୂପେ ଏକୁଟିଆ ଭାବୁଛନ୍ତି।ଯାହାକୁ ବୋହୂ କରି ଘର କୁ ଆଣି ଥିଲେ।ସେ ମଧ୍ୟ ଥରେ ଆସିଲେ ନାହି।
ତେବେ ଅନୁଭବ ମହାନ୍ତି ନିଜ ମାମି ଙ୍କୁ ବୁଝାଉ ଅଛନ୍ତି।ସେ କହିଛନ୍ତି ମାମି ତୁ କାନ୍ଦେନି।ଆମେ ଦୁଇ ଭାଇ ସବୁବେଳେ ତୋ ପାଖେ ପାଖେ ରହିବୁ।ବାପା ଙ୍କ କମି ତୋତେ କେବେ ଅନୁଭବ କରିବାକୁ ଦେବୁ ନାହିଁ।ଖୁବ୍ ଶୀଘ୍ର ମୁଁ ତୋର ସବୁ ଆଶା ପୂର୍ଣ୍ଣ କରିବି।
Special report
ତୁ କେବଳ ମୋ ଉପରେ ଭରଷା ରଖ।ଆମର କାନ୍ଦିବା ସମୟ ଚାଲି ଯାଇଚି।ଏଭଳି କଥା କହି ଅନୁଭବ ମହାନ୍ତି ନିଜ ମା ଙ୍କୁ ବୁଝାଇ ଅଛନ୍ତି।ଯାହାକୁ ଶୁଣି ସମସ୍ତ ଙ୍କ ଆଖି ରୁ ଲୁହ ଆସି ଯାଉଛି।ଦୀର୍ଘ ଦିନ ରୁ ତାଙ୍କ ବାପା ରୋଗ ରେ ପୀଡ଼ିତ ଥିଲେ।
ପୁଅ ଜୀବନ ରେ ଖୁସି କୁ ଅପେକ୍ଷା କରି ରହିଥିଲେ ଅନୁଭବ ଙ୍କ ବାପା ଅଭୟ ମହାନ୍ତି।ହେଲେ ଅପେକ୍ଷା କରି କରି ଆର ପାରି କୁ ଚାଲି ଗଲେ ବାପା।ତେବେ ବର୍ତ୍ତମାନ ସମୟ ରେ ତାଙ୍କ ମା ମଧ୍ୟ ପୁଅ ର ବିବାହ କୁ ନେଇ ଅପେକ୍ଷା କରି ରହୁଛନ୍ତି।
କେବେ ତାଙ୍କ ପୁଅ ପୁଣି ଥରେ ବିବାହ କରିବ।ଘର କୁ ବୋହୂ ଆଣିବ।ଏହା ପୂର୍ବ ରୁ ମଧ୍ୟ ଅନୁଭବ ମହାନ୍ତି ତାଙ୍କ ଦିତୀୟ ବିବାହ କଥା କୁ ସମସ୍ତଙ୍କ ପାଖରେ ଜଣାଇ ଥିଲେ।ତେବେ ଏବେ ଦେଖିବାକୁ ବାକି ରହିଲା ସେ କେବେ ଦ୍ଵିତୀୟ ବିବାହ କରିବେ।
ଗତ କାଲି ଅଭୟ ମହାନ୍ତି ଙ୍କ ର ଏକଦଶାହଃ ଚାଲି ଥିଲା।ଏହି ସମୟ ରେ ଅନେକ ଲୋକ ଉପସ୍ଥିତ ହୋଇ ଥିଲେ।ଦୀର୍ଘ ଦିନ ଧରି ସେ କିଡନୀ ରୋଗ ରେ ପୀଡ଼ିତ ଥିଲେ।ଏହା ପରେ ସେ ଶେଷ ରେ ଆରପାରି କୁ ଚାଲି ଗଲେ।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ଆଖିରୁ ଲୁହ ଆସି ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.