Movie prime

ବାପା ମା ଉପରେ ପଡ଼ିଲା କୁନି ଝିଅ ର ଲୁହ : କାନ୍ଦି କାନ୍ଦି ନିଜ ଭୁଲ ମାନିଲେ ବାପା ମା..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଡ଼ ଭୁଲ୍ କରି ଦେଇଛନ୍ତି ଭାଗ୍ୟ ଲେଖୁଥିବା ଭଗବାନ। କଂସେଇ ବାପା କୋଳରେ ଏକ ଝିଅ ଦେଇ କିଛି ଠିକ୍ କଲେ ନାହିଁ ଠାକୁର।
Special Report
ଝିଅ ହେଲା ବୋଲି ହିଁ ବୋର୍ ୱେଲ୍ ଭିତରେ ଫିଙ୍ଗି ଦେଇଥିଲେ ବାପା ମାଆ। ଆଉ ଏଭଳି ଏକ ମଣିଷ କୁ ଏକ ନପୁଂସକ କହିଲେ ମଧ୍ଯ ତାହା କମ୍ ପଡ଼ିଯିବ। କଳିଯୁଗ ସାରିବାକୁ ବସିଲାଣି ବୋଲି ଏହି କଥାଟି ଏବେ ସତ ବୋଲି ଲାଗିବାରେ ଲାଗିଲାଣି।
କାରଣ ଏବେ ସେହିଭଳି ହିଁ ଘଟଣା ଏବେ ଘଟିବା ରେ ଲାଗିଛି। ସ୍ୱାମୀ ସ୍ତ୍ରୀ ଙ୍କ ଝଗଡ଼ା ରେ ବଳି ପଡିଯାଇଥିଲା କୁନି ଝିଅ ଟି ଯିଏକି ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହି ଦୁନିଆକୁ ଦେଖି ନାହିଁ। ମାତ୍ର ଦୁଇଦିନ ର ଶିଶୁ କନ୍ୟା କୁ ନେଇ ନଳକୂପ ହାତରେ ଫିଙ୍ଗି ଦେଇ ଆସିଲା ରାକ୍ଷସ ଓ ସୈତାନ୍ ବାପା ଜଣକ।
କିଏ ବାପା ମାଆ ହେବାକୁ ଝୁରି ହେଉଛନ୍ତି କାରଣ ତାଙ୍କର ପୁଅ କି ଝିଅ ହେଉନାହିଁ ବୋଲି। ମାତ୍ର ନର ରୁପି ରାକ୍ଷସ ଏହି ବାପା ମାଆ ବିଲୁଆର ଆଯାର ହେବା ଛୁଆକୁ ଛାଡ଼ି ଦେଇ ଆସିଥିଲେ।
Special Report
ସେଥିପାଇଁ ଏଭଳି ବାପା ମାଆ କୋଳରେ ଝିଅ ଦେଇ ଠାକୁର କିଛି ଠିକ୍ କଲେନାହିଁ ବୋଲି କୁହା ଯାଉଛି। କାରଣ ସେହି ବାପା ମାଆ ପାଇଁ ଏବେ ଝିଅଟି ଜୀବନ ମୃ-ତ୍ୟୁ ଭିତରେ ସଂଘର୍ଷ କରିବା ଆରମ୍ଭ କରି ଦେଇଛି।
ଗୋଟେ ରାତିର ଶାରୀରିକ ସୁଖ ପାଇଁ ନିଜ ଦେହର ଭୋକ ମେଣ୍ଟେଇବାକୁ ଯାଇ ସେ ଭୁଲ କରି ବସିଥିଲେ। ଏହାପରେ ଦୁନିଆ କୁ ଆସିଥିବା ନବଜାତ ଶିଶୁ ଟି ମାରିବାକୁ ବସିଥିଲା। ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ।
ସେଥିପାଇଁ ଏହି ଶିଶୁ କୁ ବୋର୍ ୱେଲ ଭିତରୁ ହିଁ ଉଦ୍ଧାର କରାଯାଇ ଥିଲା। ପିଲାଟିକୁ ଉଦ୍ଧାର କରାଯିବା ପରେ ତାକୁ ସଙ୍ଗେ ସଙ୍ଗ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସ୍ଵତନ୍ତ୍ର ପାଞ୍ଚ ଜଣିଆ ଡ଼ାକ୍ତର ଟିମ୍ ପିଲାଟିର ଚିକିତ୍ସା କରୁଛନ୍ତି।
ଏବଂ ଆଶା କରାଯାଉଛି କି ପିଲାଟି ଖୁବ୍ ଶୀଘ୍ର ମଧ୍ୟ ସୁସ୍ଥ ହୋଇଯିବ। ତେବେ ଏହି ଘଟଣା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।