Movie prime

ହେ ଭଗବାନ ଏଟା ବାପା ନା ରାକ୍ଷସ : ଗର୍ଭବତୀ ଝିଅ କୁ ପେଟ ରେ ଦେଲା ଠିଆ ଗୋଇଠା, ମରିଗଲା ଝିଅ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ କେବେ ଶୁଣି ଛନ୍ତି ଗୋଟେ ବାପା ତା ର ଝିଅ ପାଇଁ ରାକ୍ଷସ ସାଜି ଥିବାର।ବାପା ମାନେ ଝିଅ ମାନଙ୍କୁ ବହୁତ ଭଲ ପାଆନ୍ତି।ହେଲେ ଆମେ ଆପଣ ମାନଙ୍କୁ ଏପରି ଜଣେ ବାପା ଙ୍କ ବିଷୟ ରେ କହିବାକୁ ଯାଉଛୁ
Special report
ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଜଣେ ବାପ ନିଜ ଗ-ର୍ଭ-ବ-ତୀ ଝିଅ କୁ ଗୋଇଠା ମାରି ମାରି ଶେଷ ରେ ଜୀବନ ରୁ ମାରି ଦେଇଚି।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କପ୍ତି ପଦା ଅଞ୍ଚଳ ରେ।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଜିତୁ ଟୁଟୁ ନାମକ ଜଣେ ବ୍ୟକ୍ତି ନିଜ ଗ-ର୍ଭ-ବ-ତୀ ଝିଅ କୁ ପିଟି ପିଟି ମାରି ଦେଇଛନ୍ତି।ତାଙ୍କ ନାମ ହେଉଛି ସାକର ଟୁଟୁ।ସେ କିଛି ବର୍ଷ ତଳେ ବିବାହ କରିଥିଲେ।ହେଲେ ବିବାହ ର କିଛି ବର୍ଷ ପରେ ତାଙ୍କ ସ୍ବାମୀ ମୃ-ତ୍ୟୁ ବରଣ କରିଥିଲେ।
Special report
ସ୍ଵାମୀ ଙ୍କ ମୃ-ତ୍ୟୁ ପରେ ସାକର ଏକୁଟିଆ ହୋଇ ଯାଇଥିଲେ।ସେ ନିଜ ବାପ ଘରେ ଆସି ରହିଥିଲେ।ଏହା ପରେ ଏହି ଚାରି ମାସ ହେବ ସେ ଗ-ର୍ଭ-ବ-ତୀ ଥିଲେ।ଏ କଥା ସାକର ର ବାପା ଜିତୁ ଜାଣିବା ପରେ ଝିଅ ର ପେଟ କୁ ଗୋଇଠା ମାରି ଥିଲେ।
ଓ ତାକୁ ବହୁତ ପିଟି ଥିଲେ।ଏହା ପରେ ଝିଅ ଟି ସେହି ଠାରେ ତାର ମୃତ୍ୟୁ ହୋଇ ଥିଲା।ଏ ଖବର ଶୁଣିବା ପରେ ଗାଁ ଲୋକ ମାନେ ଆସି ସେଠାରେ ପହଞ୍ଚି ଥିଲେ।
ଗୋଟିଏ ବାପ ହୋଇ କିଭଳି ନିଜ ଝିଅ କୁ ମାରି ପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଝିଅ ଟି ର ଭାଇ କୁ ଯେତେବେଳେ ଏ ବିଷୟ ରେ ପଚରା ଯାଇଥିଲା ସେ କହିଥିଲେ କି ବାପା ଭଉଣୀ କୁ ପିଟିଲା ବେଳେ ମୁ ନ ଥିଲି।
ସ୍ଵାମୀ ନ ଥାଇ ସେ କିଭଳି ଗ-ର୍ଭ-ବ-ତୀ ହେଲେ ବୋଲି ତାର ବାପା ପଚାରି ଥିଲେ।ଏହା ପରେ ତାକୁ ମାରିବାକୁ ଆରମ୍ଭ କରିଥିଲେ।ଯାହା ଫଳ ରେ ସାକରି ସେହି ଠାରେ ମୃ-ତ୍ୟୁ ବରଣ କରିଛି।ଏବେ ତାର ବାପା କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.