Movie prime

ଜମି ବିକି ପୁଅକୁ ପାଠ ପଢ଼ାଇଲେ ଆଉ ପୁଅ ପାଇଲେ IAS ଖୁସିରେ ରିକ୍ସାରେ ବସାଇ ବୁଲାଇଲେ ବାପା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଏକ ଖବର ଏବେ ଆପଣଙ୍କୁ ଖୁସି କରିଦେବ । ଏହି ଖବର ବିଷୟରେ ଯେ କେହିବି ଶୁଣିଲେ ଖୁସି ହୋଇଯିବେ ।
ଏହି ଖବରଟି ହେଉଛି ଜଣେ ପୁଅର ବାପା ରିକ୍ସା ଚଲାଉଥିଲେ । ତାଙ୍କର ପୁଅ IAS ହୋଇଛି । ସତରେ ଏହା ହେଉଛି ଏକ ବହୁତ ଖୁସିର କଥା । ଏହି ଖବର ହେଉଛି ବହୁତ ଗର୍ବର କଥା ।
ବାପା ଜଣଙ୍କ ପୁଅକୁ ପାଠ ପଢ଼ାଇବା ପାଇଁ ଅନେକ କଷ୍ଟ କରିଛନ୍ତି । ସେ ପୁଅକୁ ପାଠ ପଢ଼ାଇବା ପାଇଁ ନିଜ ଜମି ବିକ୍ରି କରି ଦେଇଥିଲେ । ଆଉ କଲେକ୍ଟର ହେବା ପରେ ତାଙ୍କ ବାପା ତାଙ୍କୁ ରିକ୍ସାରେ ବୁଲାଇଲେ । ବାପା ହେଉଛନ୍ତି ଜଣେ ରିକ୍ସା ବାଲା । 
ଲୋକଙ୍କୁ ରିକ୍ସାରେ ବସାଇ ଏ ଜାଗାରୁ ସେ ଜାଗାକୁ ନେଲେ କିଛି ରୋଜଗାର କରିଥାନ୍ତି । ସେହି ରୋଜଗାରରେ ପିଲାଙ୍କ ପଢା ଖର୍ଚ୍ଚ ଉଠାଇବା କଷ୍ଟ ହୋଇଥାଏ । ଏହି ବ୍ୟକ୍ତି ଜଣକ ପୁଅକୁ ଉଚ୍ଚ ଶିକ୍ଷିତ କରିବାକୁ ବା ତାର ସ୍ବପ୍ନ ପୂରଣ କରିବାକୁ ନିଜ ଜମି ବିକ୍ରି କରି ପୁଅକୁ ପାଠ ପଢ଼ାଇଛନ୍ତି ।
ଆଉ ପୁଅ ମଧ୍ୟ ପାଠ ପଢ଼ି ନିଜ ସ୍ବପ୍ନ ପୂରଣ କରିଛି । ଶେଷରେ କଠିନ ପରିଶ୍ରମ କରି ପୁଅ ହୋଇଛନ୍ତି କଲେକ୍ଟର । ଏହି କାହାଣୀ ହେଉଛି IAS ଗୋବିନ୍ଦ ଯଇଶ୍ୱଲଙ୍କର । ଏହା ହେଉଛି ସବୁଠାରୁ କଠିନ ପରୀକ୍ଷା ।
କଠିନ ପରିଶ୍ରମ ଆଉ ନିଜ ବାପାଙ୍କ ଜମି ବିକ୍ରି କରି ସେ ପାଠ ପଢିଥିଲେ ଆଉ ତାଙ୍କ ଘର ଚାରିପଟେ କଳକାରଖାନା ଥିଲା । ସେ ପାଠ ପଢ଼ିବା ବେଳେ କାନରେ ତୁଳା ଦେଇ ପାଠ ପଢନ୍ତି ।
ଆଉ ଏହାପରେ ସେ ତାଙ୍କ ତଳ ବ୍ୟାଚର ପିଲାଙ୍କୁ ଟ୍ୟୁସନ୍ କରନ୍ତି । ତାଙ୍କର ପାଠ ପ୍ରତି ବହୁତ ରୁଚି ଥିଲା ସେଥିପାଇଁ ତାଙ୍କ ବାପା ଜମି ବିକ୍ରି କରି ତାଙ୍କୁ ପାଠ ପଢିବାକୁ କହିଥିଲେ । ଆଉ ସେ ବି ନିଜ ସ୍ବପ୍ନ ପୂରଣ କରିଥିଲେ ।
ଏବେ ସେହି କଲେକ୍ଟର ଜଣଙ୍କର ବାପା ଆଉ ରିକ୍ସା ଚଲାଉ ନାହାଁନ୍ତି କିନ୍ତୁ ସେ ଗର୍ବରେ କୁହନ୍ତି ସେ ରିକ୍ସା ବାଲା ଆଉ ତାଙ୍କ ପୁଅ କଲେକ୍ଟର । ସତରେ ଏହା ବହୁତ ଖୁସିର କଥା ଅଟେ ।