Movie prime

୧୨ ଜଣ ଛାତ୍ରୀଙ୍କ ସହ ସମ୍ବନ୍ଧ ରଖି ଧରା ପଡିଲେ ରସିକିଆ ମାଷ୍ଟର ଦେଖନ୍ତୁ ଧରିଲେ ଛେଚିଦେଲେ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଘଟଣା ହେଉଛି ଜଣେ ଶିକ୍ଷକ ଏଭଳି ନିର୍ଲଜ୍ଜ କାମ କରିଛନ୍ତି । ଗୁରୁଙ୍କୁ ସମସ୍ତେ ଭଗବାନ ବୋଲି ମାନିଥାନ୍ତି କିନ୍ତୁ ଏହି ଗୁରୁ ଯଦି ଏଭଳି କାମ କରିବେ ତାହେଲେ ଆପଣ ଆଉ କାହାକୁ ଦୋଷ ଦେବେ । 
ନିଜ ସ୍କୁଲର ଛାତ୍ରୀମାନଙ୍କ ସହିତ ଖରାପ କାମ କରୁଥିଲା ଏହି ପ୍ରିନ୍ସିପାଲ୍ ଜଣକ । ଏହି ପ୍ରିନ୍ସିପାଲ୍ ଜଣକ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ପ୍ରିନ୍ସିପାଲ୍ ଜଣକ ସ୍କୁଲରେ ପାଠ ପଢ଼ାଇବା ବଦଳରେ ତାଙ୍କ ଉପରେ ଖରାପ ନଜର ପକାଉଥିଲା ।
Special Report
ପ୍ରିନ୍ସିପାଲ୍ ଜଣକ କେବଳ ଛାତ୍ରୀମାନଙ୍କ ସହିତ ନୁହେଁ ବରଂ ସେ ଶିକ୍ଷୟତ୍ରୀମାନଙ୍କ ସହିତ ମଧ୍ୟ ଖରାପ ସମ୍ପର୍କ ରଖୁଥିଲା । ଏହି ଶିକ୍ଷକ ଜଣକ ଭୟ ଦେଖାଇ ବା ଅନ୍ୟାନ୍ୟ କଥା କହି ଏଭଳି କାମ କରିଥିଲା ।
ଏହି ଶିକ୍ଷକ ଜଣକ ଛାତ୍ରୀମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ପରେ ଏହାର ଭିଡିଓ କରିଥିଲା । ଆଉ ସେ ଏହାର ଭିଡିଓ କରି ନିଜ ପାଖରେ ରଖୁଥିଲା । ଏହି ଭିଡିଓ ରଖି ସେ ବ୍ଲାକମେଲ କରୁଥିଲା ।
Special Report
ଏହି ପ୍ରିନ୍ସିପାଲ୍ ଜଣକ ଏଭଳି କାମ କରିବା ପୂର୍ବରୁ ଟିକେ ବି ଭାବୁ ନଥିଲା । ଏହି ପ୍ରିନ୍ସିପାଲ୍ ଜଣକ ଛାତ୍ରୀମାନଙ୍କୁ ନିଜ ଅଫିସ ରୁମକୁ ଡାକି ଏଭଳି କାମ କରୁଥିଲା । ଏହି ଶିକ୍ଷକ ଜଣକ ସବୁଦିନ ନୂଆ ନୂଆ ଛାତ୍ରୀଙ୍କ ସହିତ ଏଭଳି କାମ କରୁଥିଲେ । 
Special Report
ଏହି ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିବା ପାଇଁ ବି କେହି ସାହସ କରୁ ନଥିଲେ । ଏହି ପ୍ରିନ୍ସିପାଲ୍ ଜଣକ ଏହି ଛାତ୍ରୀ ଏବଂ ଶିକ୍ଷୟତ୍ରୀମାନଙ୍କ ସହିତ ଏଭଳି କାମ କରିଥିଲେ ଯାହାକୁ ନେଇ ସେ କ୍ୟାମେରାରେ କଏଦ ମଧ୍ୟ କରିଥିଲେ ।
ଏହି ପ୍ରିନ୍ସିପାଲ୍ ଜଣକ ଏଭଳି କାମ କରୁଛନ୍ତି ବୋଲି ଅଭିଭାବକମାନେ ଜାଣି ପାରିଥିଲେ ଆଉ ଏହାପରେ ସେମାନେ ଏହି ପ୍ରିନ୍ସିପାଲ୍ ଜଣଙ୍କୁ ଘୋଷାଡି ଘୋଷାଡି ପୋଲିସ ଥାନାକୁ ନେଇଥିଲେ । ଏବେ କରାଚୀ ପୋଲିସ ଏହି ପ୍ରିନ୍ସିପାଲ୍ ଜଣଙ୍କୁ ଗିରଫ କରିଛି ।