Movie prime

ଚତୁର୍ଥୀ ରାତିରେ ଘଟିଲା ଏତେ ବଡ ଅଘଟଣ ଦେଖନ୍ତୁ ବର ହାତରେ ଫୁଟିଲା ପାର୍ସଲ ବୋ-ମା

 
Special report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବର ହାତରେ ଫୁଟିଗଲା ବାହାଘରରେ ମିଳିଥିବା ଉପହାର।ସେହି ଉପହାର ଟି ସ୍ତ୍ରୀ ର ପ୍ରେମିକ ଦେଇଥିଲେ।
ଉପହାର ରେ ହୋମ ଥିଏଟର ଥିବା ବୋଲି ଜଣାପଡିଛି।ଅନ କରୁ କରୁ ଘରେ ଭୟଙ୍କର ବିସ୍ପୋରଣ ହୋଇଥିଲା।ପ୍ରେମିକ ଜଣଙ୍କ କହିଛନ୍ତି ତାଙ୍କ ପ୍ରେମିକା ଙ୍କୁ ସେ ବାହା ହେଲେ।
ପ୍ରେମିକା ଙ୍କ ସ୍ଵାମୀ ଙ୍କୁ ସବୁଦିନ ପାଇଁ ଆରପାରି କୁ ପଠାଇ ଦେବାପାଇଁ ଏଭଳି ଷଡ଼ଯନ୍ତ୍ର କରିଥିଲେ।ସେ ତାଙ୍କ ପ୍ରେମିକା ର ହାତ ଧରି ମୃ-ତ୍ୟୁ କୁ ଡାକିଛନ୍ତି।ଫିଲ୍ମ ରୁ ଦେଖି ହ-ତ୍ୟା ର ଯୋଜନା କରିଥିଲେ।
ବାହାଘର ରେ ଆସି ଉପହାର ରେ ଦେଇଥିଲେ ପାର୍ଷଲ ବୋମା।ଯେଉଁଥି ପାଇଁ ବାହାଘର ପରେ ହୋଇଥିଲା ଛାତି ଥରାଇ ଦେଲା ଭଳି ବିସ୍ପୋରଣ।ହଠାତ୍ ଭୟଙ୍କର ଶବ୍ଦ କରି ଫୁଟି ଥିଲା।ବାହାଘର ର ପର ର ଦୃଶ୍ୟ ଦେଖିବାକୁ ମିଳିଛି।
ଯେଉଁ ଘର ବାହାଘର ପାଇଁ ସଜେଇ ହୋଇଥିଲା ସେହି ଘର ବର୍ତମାନ ବିସ୍ପୋରଣ ରେ ଭାଙ୍ଗି ଯାଇଛି।ଘର ଆଜି କାନ୍ଦ ବୋବାଳି ରେ ଫାଟ ପଡୁଛି।କାରଣ ବିସ୍ପୋରଣ ଛଡ଼ାଇ ନେଇଛି ସବୁ ଖୁସି।
ଯେଉଁ ପୁଅ ଏବେ ଏବେ ବାହା ହୋଇଥିଲା ସେହି ପୁଅ ଆଜି ବିସ୍ପୋରଣ ରେ ଆରପାରି କୁ ଚାଲି ଯାଇଛି।ବାହାଘର ରେ ମିଳିଥିବା ହୋମ ଥିଏଟର ଅନ କରୁ କରୁ ବିସ୍ପୋରଣ ହୋଇଥିଲା।ଯେଉଁଥିରେ ଚାରି ଜଣ ଗୁରୁତର ହୋଇଥିଲେ।
ତେବେ ଗୁରୁତର ଙ୍କ ମଧ୍ୟରୁ ହୋଇଥିବା ବର ଓ ବରର ଭାଇର ମୂ-ତ୍ୟୁ ହୋଇଯାଇଛି।ଏମିତି ଏକ ଭୟଙ୍କର ଦୃଶ୍ୟ ଛତିଶଗଡ଼ ର ଜମାରି ଗ୍ରାମରେ ଦେଖିବାକୁ ମିଳିଛି।
ଜମାରୀ ଗ୍ରାମର ଏମେନ୍ଦ୍ର ଲଳିତା ନାମକ ଯୁବତୀ ଙ୍କ ସହିତ ଏପ୍ରିଲ ୧ ରେ ବାହାଘର ହୋଇଥିଲା।ଏହାପରେ ସେମାନଙ୍କୁ ଉପହାର ମିଳିଥିଲା।ଲଳିତା ଙ୍କ ପ୍ରେମିକ ଉପହାର ରେ ବୋମା ଦେଇଥିଲେ।
ଏହାପରେ ଯାହା ଘଟି ଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବା ସହିତ ଦୁଃଖରେ ଭାଙ୍ଗି ପଡିଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.