Movie prime

ବରଠୁ କନିଆଁ ବଡ ହେଲେ କଣ ଅସୁବିଧା ଜାଣନ୍ତୁ ଏହାର ପ୍ରକୃତ କାରଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆଜିକା ଦୁନିଆରେ ଲୋକମାନେ ଏଭଳି ଅଛନ୍ତି ଯେଉଁମାନେ ତାଙ୍କ ବୟସରୁ ଅଧିକ ବୟସର ଝିଅଙ୍କୁ ଭଲ ପାଇଥାନ୍ତି । ଆଉ ତାଙ୍କ ସହ ବିବାହ ବି କରିଥାନ୍ତି । ଆଉ ଏବେ ଏହି ପ୍ରକାରର ଖବରକୁ ନେଇ କିଛି ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣ ଶୁଣିପାରିବେ ।
ଏବେ ଖବର ଆସିଛି କି ପୁଅର ବୟସ ଠାରୁ ଝିଅର ବୟସ ଅଧିକ ହେଲେ ଆଉ ସେମାନେ ବିବାହ କରିଲେ ଅସୁବିଧା ହୋଇଥାଏ । ବିବାହ ପୂର୍ବରୁ ପୁଅ ଘରଲୋକେ ଏବଂ ଝିଅ ଘରଲୋକେ ପୁଅ ଏବଂ ଝିଅର ବୟସ କଥା ପଚାରି ଥାନ୍ତି ।
ଏବେ ଏହି ଖବରକୁ ନେଇ ଜଣେ ମହିଳା କହିଛନ୍ତି, ବିବାହ କରିବା ପାଇଁ ଝିଅର ବୟସ ୨୧, ୨୨ ହେଲେ ଚଳିବ ଆଉ ପୁଅର ବୟସ ତାଙ୍କ ଠାରୁ ୫ କି ୬ ବର୍ଷ ଅଧିକ ହେଲେ ଚଳିବ । ଆଉ ପୁଅର ବୟସ ୩୦ ହେଲେ ବି ଚଳିବ କିନ୍ତୁ ଅଧିକ ହେଲେ ବିଚ୍ଛେଦ ହେବାର ସମ୍ଭାବନା ଅଛି ।
ଆଉ ଗଣ୍ଡଗୋଳ ହେବାର ବି ସମ୍ଭାବନା ଅଛି । ଏବେ ଏଭଳି କିଛି ଗାଁ ଅଛି ଯେଉଁଠାରେ ପୁଅର ବୟସ ଝିଅର ବୟସ ଠାରୁ ବହୁତ ଅଧିକ ଆଉ ତାଙ୍କୁ ବିବାହ କରି ଦେଉଛନ୍ତି । ଏନେଇ ଜଣେ ଝିଅ ମତ ଦେଇଛନ୍ତି, ଝିଅ ଠାରୁ ପୁଅ ୫ ବର୍ଷ ବଡ ହେଲେ ସେମାନେ ଭଲରେ ରହିବେ ।
ଆଉ ଖୁସିରେ ରହିବେ ।ସ୍ବାମୀ ଠାରୁ ସ୍ତ୍ରୀ ବୟସରେ ସାନ ହେବା ଜରୁରୀ । ସ୍ବାମୀ ଠାରୁ ସ୍ତ୍ରୀ ପାଞ୍ଚ ବର୍ଷ ସାନ ଥିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ । ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ୮ ବର୍ଷ ବ୍ୟବଧାନ ହେଲେ ଅଧିକ ଝଗଡ଼ା ସମ୍ଭାବନା ଥାଏ ।
୮ ବର୍ଷର ବ୍ୟବଧାନ ରହିଲେ ବିବାହ ବିଚ୍ଛେଦ ଆଶଙ୍କା । ୧୦ ବର୍ଷର ବ୍ୟବଧାନ ରହିଲେ ବୁଝାମଣା ଅଭାବ ଦେଖାଦିଏ । ପିଲାଙ୍କ ସହ ସମ୍ପର୍କ ଦୃଢ଼ କରିବାରେ ସମସ୍ୟା ସୃଷ୍ଟି ହୁଏ । ଆଉ ଜଣେ ଯୁବତୀ କହିଛନ୍ତି କି ବିବାହ ପାଇଁ ବୟସ କିଛି ଆବଶ୍ୟକ ନୁହେଁ ।
ଦୁହିଁଙ୍କ ଭିତରେ ବୁଝାମଣା ଠିକ୍ ରହିବା ଦରକାର ଅଟେ । ମନ ମିଶୁଥିବା କଥା । ମହିଳା ଜଣକ କହିଛନ୍ତି, ପୁଅମାନେ ଟିକେ ବଡ ହେଲେ ବୁଝାମଣା ଠିକ୍ ରହିବ । ଭଲରେ ଜୀବନ ଚାଲିବ ।
ଝିଅମାନେ ଅଧିକ ବୁଝି ଥାଆନ୍ତି । ଆଉ ପୁଅର ବୟସ କମ୍ ହୋଇଥାଏ ଆଉ ଝିଅର ବୟସ ଅଧିକ ହୋଇଥାଏ ସେମାନେ ବି ବିବାହ କରିଥାନ୍ତି । ଆଉ ତାଙ୍କ ଭିତରେ ଭଲ ବୁଝାମଣା ଥିବା ସରକାର ।
ପୁଅମାନେ ୧୦ କି ୧୨ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ହୋଇଥାନ୍ତି । ହରମୋନାଲ ପରିବର୍ତ୍ତନ ଯୋଗୁଁ ଝିଅମାନେ ଶୀଘ୍ର ବୟସ୍କ ଦେଖାଯାଆନ୍ତି ।ପୁଅଙ୍କ ଉପରେ ବୟସର ଛାପ ପଡେ ନାହିଁ । ଝିଅମାନେ ୧୦ ରୁ ୧୪ ବର୍ଷରେ ପ୍ରାପ୍ତ ବୟସ୍କ ହୁଅନ୍ତି ।
ଅନେକ ଅଭିନେତା ବି ଅଧିକ ବୟସର ଝିଅଙ୍କୁ ବିବାହ କରିଛନ୍ତି । ବିବାହରେ ମନ ମିଶିବା କଥା ଆଉ ବୁଝାମଣା ଭଲ ରହିବା କଥା । ଏହି ଭିଡିଓରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ଏହି ଘଟଣାକୁ ନେଇ । ଏହି ଭିଡିଓ ଦେଖିଲେ ଆପଣ ସବୁ ଜାଣିପାରିବେ ।