Movie prime

ବର୍ଷ ଆରମ୍ଭରୁ ହେଲା ଏହି ସବୁ ବଡ ପରିବର୍ତ୍ତନ ଦେଖନ୍ତୁ କଣ କଣ ହେଲା ନୂଆ ବର୍ଷରେ ପରିବର୍ତ୍ତନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ନୂଆ ବର୍ଷରେ ଆସିଛି ନୂଆ ନିୟମ ଆଉ ଏହି ନୂଆ ବର୍ଷରେ ଏଭଳି କିଛି ନିୟମ ବଦଳି ଯାଇଛି ଯାହା ଆପଣମାନେ ଜାଣିବା ଉଚିତ୍ । ବଦଳିଲା ବର୍ଷ ବଦଳିଲା ନିୟମ । ଆରମ୍ଭ ହେଲା ନୂଆ ବର୍ଷ ୨୦୨୪ । ଆଉ ଏହି ବର୍ଷରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିଛି । 
ଏହି ବର୍ଷ ଆପଣଙ୍କର ବ୍ୟାଙ୍କ୍ ଲକର ଠାରୁ ଆରମ୍ଭ କରି ଆପଣଙ୍କ ରନ୍ଧନ ଗ୍ୟାସର ଦର ଉପରେ ପ୍ରଭାବ ପଡିଛି । ୟୁପିଆଇ ପେମେଣ୍ଟ ଠାରୁ ଆରମ୍ଭ କରି ସିମ କାର୍ଡ ପର୍ଯ୍ୟନ୍ତ ବଦଳିଛି ନିୟମ ।
ଏହିସବୁ ବିଷୟରେ ଆପଣମାନେ ସଂକ୍ଷେପରେ ଏହି ବିଷୟରେ ଜାଣିପାରିବେ । ବଦଳିବା କଥା ଆସିଲେ ପ୍ରଥମେ ଏଲପିଜି ସିଲିଣ୍ଡର କଥା ଆସିଥାଏ । ଏଲପିଜି ଦରକୁ ନେଇ ଏବେ କିଛି ଖବର ବି ଆସିଛି । ସବୁବର୍ଗର ଲୋକମାନେ ଏହି ରନ୍ଧନ ଗ୍ୟାସ ଉପରେ ନିର୍ଭରଶୀଳ ।
Special Report
ଏହି ରନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ ହୋଇଛି । ଯଦିଓ ଅନେକ ଦିନ ଧରି ରନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ ହୋଇ ନାହିଁ । ୧୯ ଲିଟର ଗ୍ୟାସ ଦର ତୈଳ କମ୍ପାନୀ ହ୍ରାସ କରିପାରନ୍ତି ବୋଲି ସୂଚନା ମିଳିଛି ।
ଲୋକମାନଙ୍କ ମନରେ ଏବେ ଏହି ନୂଆବର୍ଷରେ କିଛି ବଦଳିବାକୁ ଆଶା ରହିଛି । ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ଲକର ଏଗ୍ରୀମେଣ୍ଟ ରିଭାଇଜ କରିଛନ୍ତି । ଡିସେମ୍ବର ୩୧ ପର୍ଯ୍ୟନ୍ତ ଆପଣଙ୍କୁ ସମୟ ଦିଆଯାଇଛି । 
ଆର୍ ବି ଆଇ ବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁ ବ୍ୟାଙ୍କ୍ ଗୁଡ଼ିକୁ ସୂଚନା ଦେଇ ସାରିଛି ଯେ ଯଦି ବ୍ୟାଙ୍କ୍ ଲକର ଏଗ୍ରୀମେଣ୍ଟ ସଂଶୋଧନ ନ ହୁଏ ତାହେଲେ ଆପଣଙ୍କୁ ବ୍ୟାଙ୍କ୍ ଲକର ଖାଲି କରିବାକୁ ପଡ଼ିବ ।
ଯଦି ବ୍ୟାଙ୍କରେ ଆପଣଙ୍କର ଲକର ଥାଏ ତାହେଲେ ନୂଆ ଏଗ୍ରୀମେଣ୍ଟକୁ ତୁରନ୍ତ ପୂରଣ କରନ୍ତୁ । ୟୁପିଆଈ ପେମେଣ୍ଟ୍ କରୁଥିବା ଲୋକମାନଙ୍କ ପାଇଁ ନିୟମ ବି ବଦଳିଛି । ସିମ୍ କାର୍ଡ ଆଣିଲେ ଆପଣଙ୍କୁ କେୟାସି ଦେବାକୁ ପଡ଼ିବ । ଏଭଳି ଅନେକ ନିୟମ ବଦଳୁଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।