Movie prime

କିଛି ବର୍ଷ ପୂର୍ବେ ରୁ ଏହି ଦିନ ବର୍ଷା ଆଉ ଅନୁଭବ କହିଥିଲେ କିଛି ଏମିତି, ଆଜି ଦୁର୍ଗାପୂଜା ରେ ଆମେ ବହୁତ୍ ଖୁସି ଅଛୁ.. ଆଗକୁ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ବିବାଦ ଘେରରେ ରହିଛନ୍ତି।
Special report
ଅନୁଭବ ମହାନ୍ତି,ବର୍ଷା ଙ୍କ ନିକଟରୁ ଛାଡ଼ପତ୍ର ଚାହୁଁ ଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ କିନ୍ତୁ ଅନୁଭବ ମହାନ୍ତି ଙ୍କୁ ଆଦୌ ଛାଡ଼ପତ୍ର ଦେବା ପାଇଁ ଚାହୁଁ ନାହାଁନ୍ତି। ସେଥିପାଇଁ ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଛି। ଏହାକୁ ନେଇ ଚର୍ଚ୍ଚା ହେଉଛି।
ହେଲେ ଏବେ ନିକଟରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଦୁହେଁ ମିଶି ଦଶହରା ସମୟରେ କଟକରେ ଥିବା ପୂଜା ମଣ୍ଡପ ବୁଲୁ ଥିବାର। ଦୁହେଁ ସେହି ସମୟରେ ମାଆ ଙ୍କୁ ଦର୍ଶନ କରିବା ପରେ ବେଶ ଖୁସୀ ଓ ଆନନ୍ଦିତ ଥିବାର ଜଣା ପଡିଥିଲା।
Special report
ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ମାଆ ଙ୍କୁ ଦର୍ଶନ କରିବାକୁ ଆସି ବହୁତ୍ ଖୁସୀ ଥିବାର କହିଥିଲେ। ଶାରଦୀୟ ଦୁର୍ଗାପୂଜା ର ମଧ୍ଯ ସେ ସମସ୍ତଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ମଧ୍ୟ ଜଣାଇ ଥିଲେ।
ଦୁହେଁ ମିଶି ସମସ୍ତଙ୍କ ଭଲ ପାଇଁ ମଧ୍ଯ ମାଆଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଉ ବର୍ଷା ମଧ୍ଯ କହିଥିଲେ ବାପା ଘର ଓ ଶାଶୂ ଘର ଦୁହେଁ ହେଉଛି ତାଙ୍କର ପରିବାର ଆଉ ଦୁହିଙ୍କ ସହ ସେ ବେଶ ଖୁସୀ ରେ ଅଛନ୍ତି।
ଏବଂ ପୂଜା କୁ ଦୁଇ ପରିଣତ ସହ ମିଶି ବେଶ ଭଲ ଭାବରେ ପାଳନ ମଧ୍ଯ କରୁଛନ୍ତି। ଏଥି ସହ ସେ ଅନୁଭବ ମହାନ୍ତି ଙ୍କର ମଧ୍ଯ ଖୁବ ପ୍ରଶଂସା କରିଥିଲେ କହିଥିଲେ କି ଅନୁଭବ ତାଙ୍କୁ ଖୁବ ଭଲ ପାଆନ୍ତି ଆଉ ସେ ଯାହା ଚାହୁଁ ଥିଲେ
 ତାଙ୍କୁ ସେ ସବୁ ଆଣି ଖାଇବାକୁ ମଧ୍ୟ ଦେଇଛନ୍ତି। ତେବେ ବର୍ଷା ପ୍ରିୟଦର୍ଶିନୀ ଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।