Movie prime

ବର୍ଷା ପ୍ରିୟଦର୍ଶିନୀ ଦେବେ ଅନୁଭବ ମହାନ୍ତିଙ୍କୁ ଟଙ୍କା ଦେଖନ୍ତୁ ଆସିଲା ବହୁତ୍ ବଡ ଖବର ଜାଣନ୍ତୁ ପୁରା ସତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ଖବର ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଓଲିଉଡ ଜଗତର ଷ୍ଟାର ଦମ୍ପତ୍ତିଙ୍କ ବିଷୟରେ ଜାଣିପାରିବେ ।
Special Report
ଆପଣମାନେ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଜାଣିଥିବେ । ଏହି ଷ୍ଟାର ଦମ୍ପତ୍ତିଙ୍କୁ ନେଇ ସବୁବେଳେ ଖବର ଆସିଥାଏ । ତାଙ୍କର ପାରିବାରିକ ସମସ୍ୟା ଏଯାଏଁ ସରି ନାହିଁ ।
ତାଙ୍କର ପାରିବାରିକ ବିବାଦ ହାଇକୋର୍ଟରେ ପହଞ୍ଚିବା ପରେ ଅନୁଭବ ଆଉ ବର୍ଷାଙ୍କ ମଧ୍ୟରେ ଡିଭୋର୍ସ ହେବ ବୋଲି ଜଣାପଡିଛି । ଏହି ଖବରରେ ଅନୁଭବ ମହାନ୍ତି ଖୁସି ଅଛନ୍ତି । ଏବେ ପୁଣି ଏକ ଖବର ଆସିଛି ଏହି ଷ୍ଟାର ଦମ୍ପତ୍ତିଙ୍କୁ ନେଇ ।
Special Report
ଖବର ଆସିଛି କି ବର୍ଷା ଅନୁଭବଙ୍କୁ ଟଙ୍କା ଦେବେ । ପ୍ରଶ୍ନ ଆସୁଛି କି ଡିଭୋର୍ସ ପରେ ଅନୁଭବ ବର୍ଷାଙ୍କୁ କେତେ ଟଙ୍କା ଦେବେ ? ଏବେ ଏମିତି କିଛି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଆଇନଜୀବୀ ବ୍ୟେମକେଶ ତ୍ରିପାଠୀ କହିଥିବା କଥାକୁ ନେଇ ଆସିଛି । 
ତାଂକ କହିବା ଅନୁସାରେ ଅନୁଭବ ମହାନ୍ତିଙ୍କ ପାଖରେ ଆଉ କିଛି ନାହିଁ । ସେ ନେତା ହିସାବରେ ଯାହା ସରକାରଙ୍କ ଠାରୁ ପାଉଛନ୍ତି । ସେ ଆଉ ଫିଲ୍ମ୍ କରୁନାହାଁନ୍ତି କି ଷ୍ଟେଜ ଶୋ କରୁ ନାହାଁନ୍ତି ।
Special Report
ତାଙ୍କ ପାଖରେ ଆଉ ଟଙ୍କା ନାହିଁ ଆଉ ଏପଟେ ବର୍ଷା ପ୍ରିୟଦର୍ଶିନୀ ଗରିବମାନଙ୍କୁ କମ୍ବଳ ଖାଇବା ଜିନିଷ ଆଦି ଦେଉଛନ୍ତି ଆଉ ସମାଜ ସେବା କରୁଛନ୍ତି । ତାଙ୍କ ପାଖରେ ଏବେ ଅନେକ ଟଙ୍କା ଅଛି । ଆଇନଜୀବୀ ବ୍ୟେମକେଶ ତ୍ରିପାଠୀ କହିଛନ୍ତି ବର୍ଷାଙ୍କ ପାଖରେ ଅନେକ ଟଙ୍କା ଅଛି । 
ଆଉ ଡିଭୋର୍ସ ପରେ ସେ ଅନୁଭବ ମହାନ୍ତିଙ୍କୁ ଟଙ୍କା ଦେବେ । ଡିଭୋର୍ସ ପରେ ସ୍ତ୍ରୀ ସ୍ବାମୀଙ୍କୁ ଟଙ୍କା ଦେବ ଏହା ଏକ ନୂଆ କଥା ହେବ । ବରିଷ୍ଠ ଆଇନଜୀବୀ ବ୍ୟେମକେଶ ତ୍ରିପାଠୀ ମଧ୍ୟ କହିଛନ୍ତି ଯାହା ପାଖରେ ଅଧିକ ଅଛି ସେ ବାଣ୍ଟିବ ।
ଏହିସବୁ ଭିତରେ ଅନୁଭବଙ୍କ ଜନ୍ମଦିନରେ ସେ କହିଛନ୍ତି ତାଙ୍କର ଆଗକୁ ଏକ ଫିଲ୍ମ୍ ଆସିବାକୁ ଯାଉଛି । ଏହି ଫିଲ୍ମର ନାମ ହେଉଛି କୁହୁଡ଼ି । ଏହି "କୁହୁଡି" ଫିଲ୍ମକୁ ନେଇ ଅନୁଭବ ମହାନ୍ତି ନିଜେ ଅନେକ କଥା କହିଛନ୍ତି । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି କି ଅନୁଭବ ମହାନ୍ତିଙ୍କୁ ବର୍ଷା ପ୍ରିୟଦର୍ଶିନୀ ଟଙ୍କା ଦେବେ।