Movie prime

ବିବାଦ ପରେ ଗାଁ ରେ ସୁନ୍ଦର ମୁହୂର୍ତ୍ତ କାଟୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ Barsha Priyadarshini ଦେଖନ୍ତୁ ଏହି VIRAL VIDEO

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ୨୦୦୩ ମସିହାରୁ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଛନ୍ତି। ଆଉ ଏହାପରେ ସେ ବୋହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରି
 ସାରା ଓଡ଼ିଶାର ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସଫଳ ହୋଇଛନ୍ତି।ସେ ବହୁ ସାରା ଚଳଚ୍ଚିତ୍ରରେ ନିଜ ଜବରଦସ୍ତ ଅଭିନୟ ଦେଖାଇଛନ୍ତି। ଚଳଚ୍ଚିତ୍ର ଜଗତର ଆଗ ଧାଡ଼ିର ଅଭିନେତ୍ରୀ ଭାବେ ବର୍ଷା ପ୍ରିୟଦର୍ଶିନୀ ବେଶ୍ ପରିଚିତ। 
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯିଏ ନିଜ ଅଭିନୟ ଜୀବନୀ ମଧ୍ୟରେ ବହୁ ସାରା ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଚରିତ୍ରରେ ନଜର ଆସିଛନ୍ତି ଅନେକ ଲୋକ ପ୍ରିୟ ଅଭିନେତାଙ୍କ ସହ। ଆପଣ ମାନେ ନିଶ୍ଚିନ୍ତ ଭାବରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ।
ଆଉ ୨୦୧୦ ମସିହାରୁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପରସ୍ପରକୁ ଭଲ ପାଇଥିଲେ। କିନ୍ତୁ ପରିବାର ଲୋକେ ରାଜିନଥିବା ସତ୍ତ୍ବେ ୨୦୧୪ ମସିହାରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପରସ୍ପରକୁ ବିବାହ କରିଥିଲେ। 
ହେଲେ ବାହାଘରର ଅଳ୍ପ କିଛିଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଆଉ ଶେଷରେ ୨୦୨୦ ମସିହାରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛା-ଡ଼-ପ-ତ୍ର ଦେବା ପାଇଁ ଆବେଦନ କରିଥିଲେ ଯାହାକି ବର୍ତ୍ତମାନ ବିଚାରଧୀନ ଅବସ୍ଥାରେ ରହିଛି।
ଗତ ଦିନମାନଙ୍କରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଆଙ୍କ ସହିତ ବୋହୁତ ସାରା ସମୟ ବିତାଉ ଥିବାର ଭିଡିଓ ଓ ଫଟୋ ଗୁଡ଼ିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ନିଜ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। 
ଆଉ ଏ ଭିଡ଼ିଓରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଙ୍କ ସହିତ ନଜର ଆସିଛନ୍ତି। ତେବେ କୁହାଯାଉଛି କି ଅନୁଭବଙ୍କୁ ଛାଡିବା ପରେ ବର୍ଷା ତାଙ୍କ ମାଙ୍କ ସହିତ ଗାଁରେ ବୁଲାବୁଲି କରୁଛନ୍ତି। ତେବେ ମା ଏବଂ ଝିଅ ଉଭୟ ମିଶି ଗାଁର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଛନ୍ତି
। ତେବେ ବନ୍ଧୁଗଣ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ନିଜ ମା'ଙ୍କ ସହିତ ବୁଲୁଥିବା ଭିଡିଓଟି ସୋସିଆଲ ମିଡିଆରେ ମୋବାଇଲ୍ ରୁ ମୋବାଇଲ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.