Movie prime

ବର୍ଷେ ହେଲା ଛାତ୍ରଙ୍କୁ କୁକୁର କରି ରଖିଲେ ଦିଦି ଦେଖନ୍ତୁ ଆସିଲା ବଡ ଖବର ପ୍ରତିବାଦ କଲେ ଅଭିଭାବକ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଏହି ଖବର ଏବେ ସ୍କୁଲକୁ ନେଇ ଆସିଛି । ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ଛାତ୍ରଙ୍କୁ କହିଛନ୍ତି କିଛି ଏଭଳି କଥା ଯାହାର ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି ।
ସ୍କୁଲର ଶିକ୍ଷୟତ୍ରୀ ଜଣକ ଛାତ୍ରକୁ କୁକୁର ଭଳି କହିଛନ୍ତି । ସେ କୁକୁର କୁକୁର ବୋଲି ସମ୍ବୋଧନ କରିଛନ୍ତି । ଏହି ଶିକ୍ଷୟତ୍ରୀ ଜଣକ ପିଲାଟିକୁ କୁକୁର ବୋଲି କହୁଥିଲେ । ଆଉ ସେହି ପିଲା ଆଉ ସ୍କୁଲକୁ ଯାଉ ନାହିଁ ।
Special report
ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୌରପାଳିକା ୯ ନମ୍ବର ୱାର୍ଡର ଚରିଘରିଆରେ ଥିବା ପାତ୍ର ସାହି ପ୍ରାଥମିକ ବିଦ୍ୟାଳୟରେ । ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣକ ଏହି ପିଲାଟିକୁ ପ୍ରତ୍ୟେକ ଦିନ କୁହନ୍ତି ତାଙ୍କ ବ୍ୟାଗ୍ ବୋହିବା ପାଇଁ । ଛାତ୍ର ଜଣକ ମଧ୍ୟ ପ୍ରତ୍ୟେକ ଦିନ ତାଙ୍କ ବ୍ୟାଗକୁ ବୋହି ନେଇଥାନ୍ତି । 
ଏହି ତିନିଦିନ ହେବ ଏହି ଛାତ୍ର ଜଣଙ୍କର ଦେହ ଖରାପ ଥିଲା ଆଉ ସେ ଶିକ୍ଷୟତ୍ରୀଙ୍କ ବ୍ୟାଗ୍ ବୋହି ନଥିଲେ ସେଥିପାଇଁ ଏହି ଶିକ୍ଷୟତ୍ରୀ ଜଣକ ରାଗି ଯାଇ ସମସ୍ତଙ୍କ ସାମ୍ନାରେ ଏହି ପିଲାଟିକୁ କୁକୁର ବୋଲି କହିଥିଲେ । ସେହି ଶିକ୍ଷୟତ୍ରୀ ଜଣକ ଥରେ ନୁହେଁ ବାରମ୍ବାର ତାଙ୍କୁ କୁକୁର ବୋଲି କହିଥିଲେ ।
Special report
ତାପରେ ଦିଦି ଜଣକ କ୍ଲାସ ରୁମରୁ ଗଲା ପରେ ସ୍କୁଲର ସବୁ ପିଲାମାନେ ଏହି ଛାତ୍ର ଜଣଙ୍କୁ କୁକୁର କୁକୁର ବୋଲି କହିଥିଲେ । ପିଲାଟି ଏହିସବୁ କଥା ଶୁଣି ଆଉ ସ୍କୁଲ ଗଲା ନାହିଁ । ଆଉ ଏବେ ଏହି ପିଲାଟିର ବାପା ସ୍କୁଲକୁ ଯାଇଛନ୍ତି । 
ଆଉ ଏହି କଥାର ଜବାବ ମାଗିଛନ୍ତି । ଏହି ପିଲାଟି ଚତୁର୍ଥ ଶ୍ରେଣୀରୁ ଦିଦିଙ୍କ ବ୍ୟାଗ୍ ବୋହି ଥାଏ । ଏହି ଅଭିଭାବକ ଜଣକ ପିଲାଟିର ଅଭିଯୋଗ ଶୁଣି ସେ ସ୍କୁଲକୁ ଯାଇଥିଲେ । ଆଉ ଏହି ବିଷୟରେ ଶିକ୍ଷୟତ୍ରୀ ଜଣଙ୍କୁ ପଚାରିବା ପରେ ସେ କହିଥିଲେ ସେ କେବେବି ଶିକ୍ଷୟତ୍ରୀ ଜଣଙ୍କୁ ଏଭଳି କହି ନଥିଲେ ।
ଶିକ୍ଷୟତ୍ରୀ ଜଣକ କହିଛନ୍ତି ଏହି ପିଲାଟି ତାଙ୍କ ବ୍ୟାଗ୍ ନିଏ ଆଉ ସେ ତାଙ୍କୁ କେବେ ଦିଅନ୍ତି ନାହିଁ । ଆଉ ସେ କେବେବି କୁକୁର ବୋଲି କହି ନାହାଁନ୍ତି । ଏସବୁ ଅଭିଯୋଗ ମିଛ ବୋଲି ସେ କହିଛନ୍ତି । ଏବେ ଏହି ଘଟଣାର ସତ କଣ ତାହା ବିଓ ତଦନ୍ତ କରିବା ପରେ ଜଣାପଡ଼ିବ ।