Movie prime

ବଢିଲା ଚିନ୍ତା ଆସୁଛି ବଡ ବାତ୍ୟା ! ଦେଖନ୍ତୁ ଆସିଲା ବଡ ଖବର

 
Weather
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ଦେଖିପାରିବେ ଏଭଳି କିଛି ଖବର ଯାହା ଜାଣିଲେ ଆପଣ ପାଣିପାଗ ବିଷୟରେ ଅନେକ ଖବର ଜାଣିପାରିବେ ।
ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଖବର ଓଲିଉଡ ଜଗତର ଏବଂ ସବୁ ପାଣିପାଗକୁ ନେଇ ସବୁ ଖବର ଆପଣମାନେ ଜାଣି ପାରୁଥିବେ ।
ଏବେ ଏହି ଖବର ଆସିଛି ପାଣିପାଗକୁ ନେଇ । କେତେବେଳେ ବର୍ଷା ଆଉ କେମିତି ପାଗ ରହିବ ସେହି ବିଷୟରେ ଆପଣମାନେ ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଅନେକ ବାତ୍ୟା ଓଡ଼ିଶାକୁ ଆସିଥାଏ ।ଏହି ବାତ୍ୟା ବିଷୟରେ ସବୁ ଖବର ଆପଣମାନେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆସୁଥିବା ବାତ୍ୟା ବିଷୟରେ ଜାଣିପାରିବେ । 
ଲୋକମାନଙ୍କର ଆତଙ୍କ ବଢ଼ାଇଛି ଏହି ବାତ୍ୟା । ବିଶେଷଜ୍ଞମାନଙ୍କ ଆକଳନ ଚିନ୍ତା ବଢ଼ାଇଛି । ଲୋକମାନେ ଏହି ବାତ୍ୟା ଖବର ଶୁଣି ବ୍ୟସ୍ତ ହୋଇ ଯାଇଛନ୍ତି । ଆସୁଛି ବଡ ଧରଣର ବାତ୍ୟା ।
ସୂଚନା ମିଳିଛି କି ବଙ୍ଗଳାଦେଶ ଆଡ଼କୁ ମୁହାଁଇପାରେ ଏହି ବାତ୍ୟା । ବାତ୍ୟା ମୋଖାକୁ ନେଇ ଏବେ ଚିନ୍ତା ବଢୁଛି । କୁଆଡେ ଏହି ବାତ୍ୟା ମୁହାଁଇବ ଏହାକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି । 
ଓଡ଼ିଶା ଉପରେ ଏହା କଣ ପ୍ରଭାବ ପକାଇବ ଏହାକୁ ନେଇ ଆକଳନ କରାଯାଉଛି । ପବନର ବେଗ ଅଧିକ ରହିବ ବୋଲି ସୂଚନା ମିଳୁଛି । ଲଘୁଚାପ ଏହି ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେବ ବୋଲି ଅନୁମାନ କରାଯାଉଛି ।
ଏହି ବାତ୍ୟା ଓଡ଼ିଶା ଉପକୂଳ କଡ ଦେଇ ଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ବାତ୍ୟାର ଗତିପଥ ସ୍ଥିର କରି ନାହିଁ । ଆଜି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହୁଛି । ଏହାପରେ ବାତ୍ୟାର ଗତି ଜଣାପଡ଼ିବ ।