Movie prime

ସାଙ୍ଘାତିକ ବୟାନ ଦେଲେ ଭାସ୍କର ଙ୍କ ସ୍ତ୍ରୀ ! ଦୟାକରି ମତେ ଏସବୁ ପଚାରନି !! ଲୋକେ କହୁଛନ୍ତି ଏସବୁ ବିଜେଡି ର ପ୍ଲାନ୍ ?

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଏକ ବଡ ଖବର ସାମନା କୁ ଆସିଚି।ଆପଣ ମାନେ ସମସ୍ତେ ଜାଣି ଥିବେ ଏହି କିଛି ଦିନ ତଳେ ପୁରୀ ଜିଲ୍ଲା ର ସତ୍ୟବାଦୀ ଗାଁ ରେ ୫ ଟି ସଚିବ ଭିକେ ପାଣ୍ଡିଆନ ବୁଲିବାକୁ ଯାଇ ଥିଲେ।
Special report
ସେଠାରେ ଏକ ସଭା ର ଆୟୋଜନ କରା ଯାଇଥିଲା।ଏହାର ମୁଖ୍ୟ ଅତିଥି ଭିକେ ପାଣ୍ଡିଆନ ହୋଇ ଥିଲେ।ରାଜନେତା ମାନଙ୍କ ସୁରକ୍ଷା ଉପରେ ସବୁବେଳେ ବେଶୀ ଗୁରୁତ୍ଵ ଦେବା ଆବଶ୍ୟକ।କାରଣ ଅନେକ ସମୟ ରେ ବିପକ୍ଷ ଦଳ ର ଲୋକ ମାନେ ସେମାନଙ୍କ ଉପରେ ଆକ୍ରମଣ କରି ଥାନ୍ତି।
ଗତ କାଲି ପୁରୀ ରେ ସେହିଭଳି କିଛି ଘଟଣା ଘଟିଛି।ଭିକେ ପାଣ୍ଡିଆନ ଙ୍କ ଉପରେ କାଳୀ ମାଡ କରା ଯାଇଛି। କାଳୀ ପକାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭାସ୍କର ସାହୁ।ସମସ୍ତେ କହୁଛନ୍ତି କି ସେ ବିଜେପି ଦଳ ର କର୍ମକର୍ତ୍ତା।
କିନ୍ତୁ ଭାସ୍କର ନିଜେ ଏହାକୁ ଖଣ୍ଡନ କରିଛନ୍ତି।ସେ କହିଛନ୍ତି ତାଙ୍କ ଗାଁ ର ଅନେକ ସମସ୍ୟା ରହିଥିଲା।ଅନେକ ଥର ସେ ସରକାରୀ ଅଫିସ କୁ ଯିବା ପରେ ମଧ୍ୟ ତାର ସମାଧାନ ହୋଇ ପାରି ନାହିଁ।ସେଥିପାଇଁ ସେ ରାଗିକି ଏପରି କରିଛି ବୋଲି କହିଛି।
Special report
ଏଥି ପାଇଁ ପୋଲିସ ତାଙ୍କୁ ଗିରଫ କରି ଥିଲେ।ହେଲେ ୫ଟି ସଚିବ ଭିକେ ପାଣ୍ଡିଆନ ଙ୍କ କହିବା ଅନୁଯାୟୀ ତାଙ୍କୁ ପୋଲିସ ଛାଡି ଦେଇଥିଲା।ଭାସ୍କର ଙ୍କ ପତ୍ନୀ ଏହା ପୂର୍ବ ରୁ କହିଥିଲେ କି ତାଙ୍କ ସ୍ଵାମୀ ଭାସ୍କର ଯାହା କରିଛନ୍ତି ଠିକ୍ କରିଛନ୍ତି।
ହେଲେ ଭାସ୍କର ଙ୍କୁ ଭିକେ ପାଣ୍ଡିଆନ ଛାଡି ଦେବା ପରେ ସେ କହିଛନ୍ତି କି ସେ ବହୁତ ଭଲ ।ମୋ ସ୍ଵାମୀ ଙ୍କର କିଛି ଅସୁବିଧା ଥିଲା।ଯେଉଁଥି ପାଇଁ ସେ ଏମିତି କରିଥିଲେ।ଆମେ ସମସ୍ତେ ଭିକେ ସାର ଙ୍କୁ କ୍ଷମା ମାଗୁଛୁ।ମୋ ସ୍ଵାମୀ ଓ ମୋ ଦ୍ବାରା ଭୁଲ ହୋଇ ଯାଇଛି।
ସୂଚନା ଅନୁସାରେ ଭାସ୍କର ଙ୍କ ଗାଁ କୁ ବିଦ୍ୟୁତ୍ ଯାଇ ନାହିଁ।କି ପାଣି ର ବି ବ୍ୟବସ୍ଥା କରା ଯାଇ ନାହିଁ।ଗାଁ ରେ ରାସ୍ତା ନାହିଁ।ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ତାର ସମାଧାନ ପାଇଁ ଭାସ୍କର ବହୁତ ଥର ସରକାର ଙ୍କୁ ଜଣାଇ ଛନ୍ତି।ହେଲେ କୌଣସି ପ୍ରକାର ସମାଧାନ ହୋଇ ପାରି ନାହିଁ।ତେଣୁ ସେ ଏଭଳି କାମ କରିଛନ୍ତି।ସେ ଜଣେ ସମାଜ ସେବୀ ଅଟନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.