Movie prime

ବେଦୀ ଉପରେ ସ୍ଵାମୀ ର ଧରି ଟାଣିନେଲା ସ୍ତ୍ରୀ, ଜଳକା ହେଇ ଚାହିଁ ରହିଛନ୍ତି ଶଶୁର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବେଦୀ ଉପରୁ ସ୍ୱାମୀର କଛା ଧରି ଟାଣି ଦେଲା ସ୍ତ୍ରୀ। ପ୍ରଥମ ସ୍ତ୍ରୀ କହିଲା ସେ ଥାଉ ଥାଉ ତାର ସ୍ୱାମୀ ଆଉ କେମିତି କାହାକୁ ବାହା ହୋଇ ପାରିବ।
Special report
ଆଉ ସମସ୍ତଙ୍କ ସାମ୍ନାରେ ବେଦୀ ଉପରେ ହିଁ ସ୍ୱାମୀର କଛା କୁ ଧରି ଟାଣି ଦେଲା। ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଆଉ ଜଣକୁ ବିବାହ କରିବା ପାଇଁ ଯାଉଥିଲା। ସେଠାରେ କୁଣିଆ ମୈତ୍ର ଙ୍କୁ ଡକା ଯିବା ସହ ଧୁମ୍ ଧାମ ରେ ବାହାଘର ମଧ୍ୟ ଚାଲିଥିଲା।
ହେଲେ ଏହି ବାହାଘର ଥିଲା ସ୍ୱାମୀର ଦ୍ଵିତୀୟ ବହାଘର। ସ୍ୱାମୀ ଜଣକ ପ୍ରଥମେ ବିବାହ କରିଥିଲା ଏଭଳି କି ପ୍ରଥମ ସ୍ତ୍ରୀ ମଧ୍ୟ ଥିଲା। ହେଲେ ପ୍ରଥମ ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଦ୍ଵିତୀୟ ବିବାହ କରିବାକୁ ଯାଉଥିଲା।
ଏହାକୁ ଜାଣି ଦେଇଥିଲେ ପ୍ରଥମ ସ୍ତ୍ରୀ। ପ୍ରଥମ ସ୍ତ୍ରୀ ପ୍ରଥମେ ଯାଇ ବେଦୀ ଉପରେ ବର ବେକରେ ଥିବା ଗାମୁଛା କୁ ଆଗେ ଟାଣି ଦେଇଥିଲା। ଆଉ ସେ ଥାଉ ଥାଉ ତାଙ୍କ ସ୍ବାମୀ ଆଉ କେମିତି କାହାକୁ ବାହା ହେବେ ବୋଲି କହି,
Special report
ସେଠାରେ ଝଗଡା ଆରମ୍ଭ କରି ଦେଇଥିଲା। ଏହି ମହିଳା ଜଣକ ହେଉଛନ୍ତି ପ୍ରିୟମ୍ବଦା ଯିଏକି ୨୦୧୫ ମସିହାରେ ରାଉରକେଲା ରେ ସ୍ଵୟଂପ୍ରକାଶ ନାମକ ଏକ ଯୁବକଙ୍କୁ ବିବାହ କରିଥିଲେ। ବିବାହରେ ପ୍ରଥମେ ପ୍ରଥମେ ସବୁକିଛି ଠିକ ଠାକ୍ ଥିଲା।
ପ୍ରିୟମ୍ବଦା ଓ ସ୍ଵୟଂପ୍ରକାଶ ହସଖୁସି ରେ ତାଙ୍କର ସଂସାର ଚଳାଉ ଥିଲେ। ହେଲେ ପରେ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଯାଇଥିଲା। ଝଗଡ଼ା ଖୁବ୍ ବଢ଼ି ମଧ୍ୟ ଯାଇଥିଲା।
ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ଏହାପରେ କୋର୍ଟ ରେ ମଧ୍ୟ ଛାଡପତ୍ର ପାଇଁ ଆବେଦନ ମଧ୍ୟ କରାଯାଇଅଛି। ଆଉ ତାଙ୍କର ପ୍ରଥମ ସ୍ତ୍ରୀ ଙ୍କ ଛାଡପତ୍ର ନ ହେଉଣୁ ତାଙ୍କର ସ୍ୱାମୀ ଆଉ ଜଣକୁ ବିବାହ କରିବା ପାଇଁ ଯାଉଥିଲେ।
ଆଉ ପ୍ରିୟମ୍ବଦା ମଧ୍ୟ ବାହାଘର ମଝିରେ ପହଞ୍ଚି ତାକୁ ବନ୍ଦ କରିବା ପାଇଁ ଯାଇଥିଲେ। ଏହାପରେ ସେଠାରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏବେ ପ୍ରିୟମ୍ବଦା ତାଙ୍କର ସ୍ୱାମୀ ନାମରେ ଅଭିଯୋଗ ମଧ୍ୟ କରିଛନ୍ତି।