Movie prime

ବେକାରୀ ଯୁବକ ଙ୍କୁ ୫ ଲକ୍ଷ୍ୟ ଟଙ୍କା ଦେବାକୁ ସରକାର ଙ୍କୁ ଏହି ଅଭିଭାବକ କଲେ ଅନୁରୋଧ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ୮୦ ଲକ୍ଷ ପରିବାର ପ୍ରାୟ ଗରୀବ ସୀମାରେଖା ତଳେ ରହିଛନ୍ତି।୬୦୦୦ ମାସିକ ଆୟରୁ ସେମାନଙ୍କ ସଂଖ୍ୟା ହେଉଛି କମ୍।
Special report
ଏବଂ ସେହି ୮୦ ଲକ୍ଷ ପରିବାର କୁ ୫ ଲକ୍ଷ ଟଙ୍କା ଦିଆଯିବ ନେଇ ମଧ୍ୟ ଏହା ଦାବୀ କରାଯାଇଅଛି। ଆଉ ତାଙ୍କର ସେହି ଅର୍ଥ କୁ ସେମାନେ ଯେଉଁ ଭାବରେ ଲଗାଇବାକୁ ଚାହିଁବେ ତାହା ସେ ଲଗାଇ ପାରିବେ।
ଏଭଳି କି ବେକରୀ ଯୁବକ ମାନଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଉ ଯେପରିକି ସେମାନେ ମଧ୍ୟ ଛୋଟ ବ୍ୟବସାୟ କରି ପାରିବେ ବୋଲି ଜଣେ ଭଦ୍ର ବ୍ୟକ୍ତି କହିଛନ୍ତି। ସେ ହେଉଛନ୍ତି ଜଣେ ଓକିଲ ମଧ୍ୟ।
ଯେଉଁମାନେ ଦାଦାନ ଖଟିବାକୁ ଯାଉଛନ୍ତି କାରଣ ଓଡ଼ିଶା ଭାରତରେ ଏକ ନମ୍ବର୍ ଦାଦନ ଖଟିବାକୁ ଯିବାରେ। ସେମାନେ ଏହା ଦ୍ବାରା ଛୋଟ ଛୋଟ ବ୍ୟବସାୟ ମଧ୍ଯ କରି ପାରିବେ।
Special report
ଆଉ ସବୁ ବର୍ଗର ପିଲାମାନେ ଯେଉଁ ମାନେ କି ବେକାର ହୋଇ ବୁଲୁଛନ୍ତି ସେମାନଙ୍କୁ ମଧ୍ୟ ଚାକିରୀରେ ରଖା ଯିବା ପାଇଁ ଦାବୀ କରାଯାଇ ଥିଲା। ଏବଂ ଯେଉଁମାନେ ଭୂମି ହିନ ସେମାନଙ୍କୁ ଜମି କିଣିବା ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟ ଦିଆଯାଉ।
ଯାହା ଫଳରେ କି ସାମାଜିକ ନ୍ୟାୟ ଏହି ରାଜ୍ୟରେ ପ୍ରତିଷ୍ଠା ହେବ। ଏହା ଦ୍ବାରା ଆମକୁ ନ୍ୟାୟ ମଧ୍ୟ ମିଳି ପାରିବ। ମଣ୍ଡଳ ୧ ଏବେ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇ ନାହିଁ।
ଯେତେବେଳେ କି ବିହାର ଓ ଆନ୍ଧ୍ରପ୍ରଦେଶ ରେ ମଣ୍ଡଳ ୨ ହେବାକୁ ବସିଲାଣି। ଏଭଳି ଏହି ମାନ୍ୟବର ଓକିଲ ଜଣକ ବେକାରୀ ମାନଙ୍କ ସମସ୍ୟା ବଢୁଥିବା ନେଇ ଅନେକ କଥା କହିଥିଲେ।
ଏହାକୁ ଦୂରୀକରଣ କରିବାର ଅନେକ ଉପାୟ ମାନ ମଧ୍ୟ କହିଥିଲେ। ଆଉ ତାଙ୍କ କଥାକୁ ମଧ୍ୟ ଲୋକମାନେ ଏବେ ସମର୍ଥନ କରୁଛନ୍ତି ତେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।