Movie prime

ବାଲେଶ୍ବର ପାଇଁ ପୁଣି ନବୀନ ଙ୍କ ଭରସା ବେଣୁ ମଉସା...ଏଇ ବୟସ ରେ ବି ନିର୍ବାଚନ ଲଢ଼ିବେ ବେଣୁ ମଉସା

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଣୁଧର ବାରିକ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ସ୍ଵାଧୀନ ଭାବରେ ଛିଡ଼ା ହୋଇ ସମସ୍ତଙ୍କର ମନ ଜିଣି ଥିଲେ। ଏବେ ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ମଧ୍ୟ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।
ବାଲେଶ୍ଵର ଉପ ନିର୍ବାଚନ ରେ ସେ ସ୍ଵାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିଲେ। ସେତେବେଳେ ତାଙ୍କର ଇଚ୍ଛା ଥିଲା କି ସେ ବାଲେଶ୍ଵର ଲୋକ ମାନଙ୍କ ସାଥୀ ହେବେ।
Hh
ସେ କହିଥିଲେ କି ଲୋକ ମାନେ ଏହା ଚାହୁଁଛନ୍ତି କି ସେ ନିର୍ବାଚନ ରେ ଛିଡ଼ା ହୁଅନ୍ତୁ ବୋଲି। କାରଣ ଲୋକ ମାନଙ୍କ ଏହା ବିଶ୍ବାସ ରହିଛି କି ସେ ଗରିବ ଲୋକଙ୍କ କଥା ବେଶ ଭଲ ଭାବରେ ବୁଝି ପାରିବେ ବୋଲି।
ଏବଂ ସେ ଏହା ମଧ୍ୟ କହିଥିଲେ କି ମୋଦୀ ସରକାର ଓ ନବୀନ ସରକାର ସବୁ ଓଲଟା ପାଲଟା କରି ଏହି ଦେଶକୁ ସଂପୂର୍ଣ୍ଣ ଭାବରେ ସାରି ଦେଲେଣି। ଆଉ ଗରୀବ ଲୋକମାନେ କୌଣସି ପ୍ରକାରର ନ୍ୟାୟ ବିଚାର ପାଇ ପାରୁ ନାହାଁନ୍ତି।
ସେଥିପାଇଁ ଲୋକ ଚାହୁଁଛନ୍ତି କି ସେ ଛିଡ଼ା ହେବେ ବୋଲି।ସେଥିପାଇଁ ଏଥର ନିର୍ବାଚନରେ ସେ ଛିଡ଼ା ହେବାକୁ ଯାଉଛନ୍ତି।ତାଙ୍କର ସେ କୌଣସି ଦଳରେ ଛିଡ଼ା ହେବେ ନାହିଁ ଯେପରି ସେ ପୂର୍ବରୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ ।
Bb
ଠିକ୍ ସେପରି ଏବେ ମଧ୍ୟ ସ୍ଵାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହେବାକୁ ଚାହୁଁଛନ୍ତି। ଯେଉଁ ଦଳ ମାନେ ଜିତୁ ଛନ୍ତି ସେଠାରେ ସେମାନେ ଲୋକଙ୍କ କଥାକୁ ଆଦୌ ଉପସ୍ଥାପନା କରି ପାରୁ ନାହାନ୍ତି ବୋଲି ବେଣୁଧର ବାରିକ କହିଥିଲେ।
ହେଲେ ତାଙ୍କର ଏତେ ବୟସରେ ମଧ୍ୟ ତାଙ୍କ ମନରେ ଲୋକ ମାନଙ୍କ ଉନ୍ନତି କରିବା ପାଇଁ ଯେଉଁ ଭାବନା ରହିଛି ବାସ୍ତବରେ ତାହା ଖୁବ୍ ଉଚ୍ଚ କୋଟି ର ଅଟେ। ସେ ଖୁବ୍ ଭଲ ଚିନ୍ତାଧାରା ନେଇ ଏହି ନିର୍ବାଚନ ଲଢିବାକୁ ଯାଉଛନ୍ତି।
ତେବେ ଏହାକୁ ନେ଼ଇ ଅନେକ ଲୋକମାନେ ମଧ୍ୟ ନିଜ ନିଜର ମତ ରଖିଛନ୍ତି। ତେବେ ଏହାକୁ ନେଇ ଆପଣ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।