Movie prime

ବେଣୁ ମଉସା ଏଥର ପୁଣି ମାର୍କେଟ ଘାଣ୍ଟିବେ ରାଣୀ ପଣ୍ଡା ଏଥର କଣ କରିବେ ତାଙ୍କ ପାଇଁ ପ୍ରଚାର !

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବାଲେଶ୍ଵର ର ସ୍ଵାଧୀନ ପ୍ରାର୍ଥୀ ବେଣୁ ମଉସା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ବର୍ତ୍ତମାନ୍ ସମୟରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
କାରଣ ଜଣା ପଡ଼ିଛି କି ବେଣୁ ମଉସା ଏବେ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ମଇଦାନ କୁ ଓହ୍ଲାଇ ଛନ୍ତି। ସେହି ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ସେ କହିଥିଲେ କି ଗରୀବ ଲୋକଙ୍କ କାମ କେମିତି ହେବ ସେ ଚେଷ୍ଠା ସେ ଆଗେ କରିବେ।
Hh
ସେ କହିଥିଲେ କି ପୋଷ୍ଟ ଅଫିସରୁ ଆରମ୍ଭ କରି କଲେକ୍ଟର ଅ ସବ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ କେଉଁଠି ହେଲେ ମଧ୍ୟ କୌଣସି ପ୍ରକାରର ନ୍ୟାୟ ନାହିଁ କି ବିଚାର ମଧ୍ୟ ନାହିଁ।
ଦୌଡି ଦୌଡି ଗରିବ ଲୋକଙ୍କ ପାଦ ଛିଡି ଗଲେ ମଧ୍ୟ ତାଙ୍କର କଥା କେହି ଶୁଣିବାକୁ ନାହାଁନ୍ତି।ସେ କହିଥିଲେ କି ସେଥିପାଇଁ ସେ ବାଧ୍ୟ ହୋଇ ଲୋକ ମାନଙ୍କ ପାଇଁ ଆଉ ଲୋକ ମାନେ ଚାହୁଁଛନ୍ତି ବୋଲି ସେମାନେ ନିର୍ବାଚନରେ ଛିଡ଼ା ହେବାକୁ ଯାଉଛନ୍ତି।
ଭୋଟର ମାନଙ୍କୁ ଟଙ୍କା, ମାଉଁସ, ମଦ ଦେଇ ନିଜ ଅକ୍ତିଆର କୁ ନେଇ ଯାଉଛନ୍ତି। ସେଥିପାଇଁ ଲୋକଙ୍କ ହିତ ପାଇଁ ସେ ଆଜି ସ୍ଵାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଛନ୍ତି।
Bb
ସେ ଭୋଟ ପାଇବେ କି ନପାଇବେ ସେକଥା କେହି ହେଲେ ମଧ୍ୟ ଗ୍ୟାରେଣ୍ଟି ଦେଇ କହି ପାରିବେ ନାହିଁ ବୋଲି ବେଣୁଧର ବାରିକ କହିଥିଲେ। ତାଙ୍କର କୌଣସି ଗାଡ଼ି ଘୋଡ଼ା ନାହିଁ ଯେ ଯେଉଁଥିରେ ସେ ପ୍ରଚାର କରିବେ। ତାଙ୍କ ନିକଟରେ ଏକମାତ୍ର ସାଇକେଲ ରହିଛି।
ଯେଉଁଥିରେ କି ସେ ନିଜ ପାଇଁ ପ୍ରଚାର କରୁଛନ୍ତି। ଧାର ଉଧାର କରି ସେ ଏହି ନିର୍ବାଚନ ଲଢ଼ୁଛନ୍ତି। ତାଙ୍କର କେବଳ ଏକମାତ୍ର ଇଚ୍ଛା କି ଲୋକ ମାନଙ୍କୁ ନ୍ୟାୟ ମିଳୁ। ତେବେ ବର୍ତ୍ତମାନ୍ ଆଉ ଏକ ଉଡା ଖବର ଆସୁଛି କି ରାଣୀ ପଣ୍ଡା ଏବେ ଏହି ବେଣୁ ମଉସା ଙ୍କ ପ୍ରଚାର କରିବେ।
ତେବେ ସମୟ ଆସିଲେ ଜଣା ପଡ଼ିବ କି ଏହି କଥା କେତେଦୂର ସତ ଅଟେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.