Movie prime

ବେଷ୍ଟ ଫ୍ରେଣ୍ଡ୍ ସହ ଶୋଉଥିଲା DJ AZEX ର ପ୍ରେମିକା, ସବୁ ର ମୂଳ ରେ ସେ ଝିଅ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ DJ ଆଜେକ୍ସ ଙ୍କ ମୃ-ତ୍ୟୁ ଘଟିଛି। ତାଙ୍କର ଏଭଳି ରହସ୍ୟ ଜନକ ମୃ-ତ୍ୟୁ କୁ ନେଇ ଚାରିଆଡ଼େ ଅନେକ କଥା ମଧ୍ୟ କୁହା ଯାଉଛି।
ତ୍ରିକୋଣୀୟ ପ୍ରେମ କାହାଣୀ କୁ ନେଇ ଏଭଳି ହୋଇଥିବା ମଧ୍ୟ ସନ୍ଦେହ କରାଯାଉଅଛି।DJ ଆଜେକ୍ସ୍ ଙ୍କ ସାଙ୍ଗ କହିଛନ୍ତି କି ତାଙ୍କ ପ୍ରେମିକା ଜିଜ୍ଞାସା ମହାରଣା ଙ୍କ ଅନ୍ୟ ଜଣକ ସହ ପ୍ରେମ ସମ୍ପର୍କ ଥିଲା ବୋଲି ମଧ୍ୟ ସନ୍ଦେହ କରାଯାଉଅଛି।
ପ୍ରେମିକା ଜଣକ ଙ୍କ ବେଷ୍ଟ ଫ୍ରେଣ୍ଡ୍ ନାମ ଥିଲା ରଶ୍ମୀ ରଞ୍ଜନ ରଣସିଂହ। ସେ ସବୁ ବେଳେ DJ ଆଜେକ୍ସ ଓରଫ ଅକ୍ଷୟ ଙ୍କ ମଧ୍ୟରେ ଅନେକ ଭୁଲ ବୁଝା ବଣା କରୁଥିଲେ।
ଅକ୍ଷୟ ତାଙ୍କ ସାଙ୍ଗ କୁ ମଧ୍ଯ କହିଥିଲେ କି ରଶ୍ମୀ ରଞ୍ଜନ ଙ୍କ ପାଇଁ ତାଙ୍କର ଓ ତାଙ୍କ ପ୍ରେମିକା ଙ୍କ ମଧ୍ୟରେ ଅନେକ ଅସୁବିଧା ମଧ୍ଯ ହେଉଛି। ଏହାପରେ ତାଙ୍କ ସାଙ୍ଗ ମଧ୍ଯ କହିଥିଲେ କି ଯଦି ସେ ଝିଅ ଭଲ ନୁହେଁ ତେବେ ତାଙ୍କୁ ଛାଡି ଦେବା ପାଇଁ।
କାରଣ ତାଙ୍କ ସାଙ୍ଗ ପ୍ରଥମରୁ ଜାଣିଥିଲେ କି ସେ ଝିଅ ଭଲ ନୁହେଁ ବୋଲି। ଜିଜ୍ଞାସା ହେଉଛନ୍ତି ଜଣେ ଡାକ୍ତର ଏବଂ ରଶ୍ମୀ ରଞ୍ଜନ ଓ ଜିଜ୍ଞାସା ଙ୍କ ଶାରୀରିକ ସମ୍ପର୍କ ମଧ୍ୟ ରହିଛି।
ଅକ୍ଷୟ ଙ୍କ ସାଙ୍ଗ ବାରମ୍ବାର ତାଙ୍କୁ ସେ ଝିଅ କୁ ଛାଡ଼ିବାକୁ କହିଥିଲେ ମାତ୍ର ଅକ୍ଷୟ କହୁଥିଲେ କି ସେ ଜିଜ୍ଞାସା ଙ୍କୁ ବଦଳାଇ ଦେବେ। ଅନେକ ସମୟରେ ଜିଜ୍ଞାସା ଙ୍କ ଏଭଳି ବ୍ୟବହାର ଅକ୍ଷୟ ଙ୍କୁ ଖୁବ ବାଧେ ଓ ସେ ପ୍ରାୟ ସମୟରେ ଡିପ୍ରେସନ୍ ରେ ମଧ୍ଯ ରୁହନ୍ତି।
ଯେତେବେଳେ ଅକ୍ଷୟ ତାଙ୍କ ପ୍ରେମିକା କୁ ସମୟ ପାରନ୍ତି ନାହିଁ ସେତେବେଳେ ସେ ତାଙ୍କ ବେଷ୍ଟ ଫ୍ରେଣ୍ଡ୍ ରଶ୍ମୀ ରଞ୍ଜନ ସହ ସ୍କୁଟି ରେ ବୁଲନ୍ତି। ସେ ଦୁହେଁ ଏକ କ୍ଲାସମେଟ୍ ସେଥିପାଇଁ ସର୍ବଦା ସେମାନେ ସାଥୀ ହୋଇ ରୁହନ୍ତି।
ମାତ୍ର ଅକ୍ଷୟ ତାଙ୍କ କାମ ଉପରେ ବେଶୀ ଫୋକସ୍ କରୁଥିବାରୁ ସେ ଜିଜ୍ଞାସା କୁ ସମୟ ଦେଇ ପାରନ୍ତି ନାହିଁ। ଏହାପରେ ଅକ୍ଷୟ ତାଙ୍କୁ ରଶ୍ମୀ ସହ ମିଶିବାକୁ ମନା କରିଥିଲେ, ଏହାପରେ ଘର ତଳକୁ ଆସି ତାଙ୍କୁ ଚାପୁଡା ବି ମାରିଥିଲେ ତାହା ପରେ ମଧ୍ୟ ଏଭଳି ଘଟଣା ଘଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.