Movie prime

ଭବିଶ୍ୱତ ବାଣୀ ହେଲା ସତ ଦେଖନ୍ତୁ କଳିଯୁଗରେ ଚନ୍ଦ୍ରକୁ ଯିବ ମଣିଷ ଦେଖନ୍ତୁ ସିଧା ପ୍ରସାରଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇସ୍ରୋ ଚନ୍ଦ୍ର ପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରକୁ ଅବତରଣ କରି ଚନ୍ଦ୍ରାୟଣ-୪ ମିଶନକୁ ସଫଳତାର ସହ ପୁରା କରିଛି। ଚନ୍ଦ୍ରୟାନ-୩ ର ଲ୍ୟାଣ୍ଡ ସନ୍ଧ୍ୟା ୬:୪ ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ଦେଇଥିଲା।
Special report
ଏହା ସହିତ, ଅଗଷ୍ଟ ୨୩, ୨୦୨୩ ଭାରତୀୟ ମହାକାଶ ବିଜ୍ଞାନ ପାଇଁ ଏକ ସ୍ମରଣୀୟ ଦିନ ପାଲଟିଛି। ଏବେ ୧୪ ଦିନ ଘୂରିବା ପରେ ସେଠାକାର ବାତାବରଣ ସଂପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ସୂଚନା ପ୍ରଦାନ କରିବ। 
ଚନ୍ଦ୍ରାୟାନ-୩ ଅବତରଣରେ ପ୍ରଧାନମନ୍ତ୍ରୀ ମୋଦୀ ଅଶେଷ ଖୁସି ବ୍ୟକ୍ତ କରିଛନ୍ତି। ତେବେ ବନ୍ଧୁଗଣ ଆଜି ବିଜ୍ଞାନର କଥା ସତ ହୋଇଛି। ଆଉ ମାଳିକାର କଥା ମଧ୍ୟ ସତ ହୋଇଛି। ଯେଉଁ କଥାର ଡର ଥିଲା ତାହା ଆଜି ଶୀର୍ଷରେ ପହଞ୍ଚିଛି।
Special report
ତେବେ ମହାପ୍ରଭୁ କୃପା କଲେ ଆଉ ସଫଳତାର ସହ ଚନ୍ଦ୍ରରେ ପହଞ୍ଚିଛି ଚନ୍ଦ୍ରଯାନ-୩। ବନ୍ଧୁଗଣ ୨୦୧୯ ରେ କାନ୍ଦିଥିଲେ ବୈଜ୍ଞାନିକ। କାରଣ ଅସଫଳ ହୋଇଥିଲା ଚନ୍ଦ୍ରଯାନ। 
ସେହି ବୈଜ୍ଞାନିକଙ୍କୁ କୋଟି ପ୍ରଣାମ ଯିଏ କି ଚନ୍ଦ୍ରଯାନ-୩ କୁ ସଫଳ କରିଦେଖାଇଲେ। ତେବେ ବନ୍ଧୁଗଣ ମାଳିକା ସହ ଏହାର ସଂପର୍କ କଣ ଅଛି। ମହାପୁରୁଷ ଅଚ୍ୟୁତାନନ୍ଦ କହିଥିଲେ କଳିଯୁଗରେ ଏମିତି ଏକ ଘଟଣା ଘଟିବ ଯାହା ମନୁଷ୍ୟ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ।
Special report
ଆଉ ଜନ୍ହ ରାଇଜରେ ଦେଖାଯିବ ମନୁଷ୍ୟ। ୬୦୦ ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ କଳିଯୁଗ ଭିତରେ ଜ୍ଞାନକୁ କାହାର ଖାତିର ନଥିବ ଆଉ ବଢିବ ବିଜ୍ଞାନ ଭାଉ। 
ଏବଂ ଚନ୍ଦ୍ର ମଣ୍ଡକରେ ଲୋକେ ପସିଯିବେ ଲୋକେ ହେବେ ହାଉଯାଉ। ତେବେ ବନ୍ଧୁଗଣ ଏହାକୁ ମହାପୁରୁଷ ଅଚ୍ୟୁତାନନ୍ଦ ୬୦୦ ବର୍ଷ ତଳେ ଲେଖିଥିଲେ। ପ୍ରକୃତରେ ମାଳିକା ଆଉ ବିଜ୍ଞାନ ସତ ହୋଇଛି।
ଉତ୍କଣ୍ଠାର ସହିତ ଯାହାକୁ ଅପେକ୍ଷା କରିଥିଲେ ଓଡିଶାବାସୀ ତାହା ଆଜି ସଫଳ ହୋଇଛି। ଏଥିପାଇଁ ଚାରିଆଡ଼େ ଚାଲିଥିଲା ପୂଜାପାଠ, କେମିତି ସଫଳ ହୋଇଯାଉ ଚନ୍ଦ୍ରଯାନ। ଆଜି ଇତିହାସ ରଚିଛି ଭାରତ, ଏବଂ ସବୁଦିନ ପାଇଁ ଏହାକୁ ମନେରଖିବ ଦେଶ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.