Movie prime

ଭଣ୍ଡ ବାବା ର କାଣ୍ଡ : ସାଧୁ ବେଶ ରେ ଆସି ମହିଳା ଙ୍କ ଇଜ୍ଜତ୍ କୁ ଲୁଟି ଫେରାର ହେଇ ଯାଇଥିଲା, ଧରିଲା ପୋଲିସ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି। ଯାହାକି ଖୁବ ନିନ୍ଦନୀୟ ଅଟେ। ଏଭଳି ଘଟଣା ଆମ ସମୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଯାହାକି ନିଶ୍ଚିତ ଭାବରେ ଏକ ଖୁବ୍ ଚିନ୍ତା ଜନକ ବିଷୟ ଅଟେ। ଲୋକମାନେ ମଧ୍ୟ ଏହାର ଖୁବ ନିନ୍ଦା କରୁଛନ୍ତି। ହେଲେ କେତେକ କଳୁଷିତ ଲୋକ ମାନଙ୍କ ପାଇଁ ଏଭଳି ଘଟଣା ବଢ଼ିବାରେ ଲାଗିଛି।
Special report
ଧର୍ମ ନାମରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ଏବେ ଖୁବ ଅଧର୍ମ କାମ କରୁଛନ୍ତି। ମାନବିକତା ସଂପୂର୍ଣ୍ଣ ଭାବରେ ଭୁଲି ଯାଉଛନ୍ତି। ମାର୍ଡି ଆଶ୍ରମରେ ଏଭଳି କିଛି ଘଟଣା ଘଟିଛି।
ଜଣେ ମହିଳା ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ଜଣେ ଭଣ୍ଡ ବାବା ବ-ଳା-ତ୍କା-ର କରିଛି।ପୋଲିସ କହିଛି ଯେ ଅଭିଯୁକ୍ତ ବାବା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବୁଲାବୁଲି କରି ନିଜର ପରିଚୟ ଲୁଚାଇବା ପାଇଁ କେଶ କାଟି ଦେଇ ଥିଲେ।
ଆଉ ଏଭଳି ଭାବରେ ହିଁ ସେଠାରେ ନିଜର ପରିଚୟ ଲୁଚାଇ ରହୁଥିଲେ। ଯାହା ଫଳରେ କି ସେଠାରେ ଥିବା କୌଣସି ଲୋକ ତାଙ୍କୁ ଆଦୌ ଜାଣି ପାରୁ ନଥିଲେ। ଆଉ ସେ କଣ କରିଛନ୍ତି ସେ ସମ୍ପର୍କରେ ମଧ୍ୟ ଲୋକ ମାନଙ୍କର କୌଣସି ଧାରଣ ନଥିଲା।
Special report
ମହିଳା ଙ୍କ ମନରେ ବିଶ୍ବାସ ଜନ୍ମାଇ ଶେଷରେ ମହିଳା ଜଣକ ସହ ସେ ଏଭଳି କିଛି କରିଥିଲେ ଯାହାକି ମହିଳା ଜଣକ କେବେ ହେଲେ ମଧ୍ୟ ଭାବି ନଥିଲେ।
ଗୁପ୍ତ ସୂଚନା ଆଧାରରେ ପୋଲିସ ମଧ୍ୟପ୍ରଦେଶର ଭୋପାଳରୁ ବ-ଳା-ତ୍କା-ରୀ ବାବାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏହାପରେ ବାବା କୁ ଧରି ଆଣିବା ପରେ ଏହି ବାବା ଜଣକୁ କୋର୍ଟ ମଧ୍ୟ ଚାଲାଣ କରାଯାଇ ଥିଲା।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଖୁବ୍ ନିନ୍ଦା କରିଛନ୍ତି। ଆପଣ ମାନେ ମଧ୍ୟ ଏଭଳି ଭଣ୍ଡ ବାବା ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଆଉ ସେମାନଙ୍କ ଉପରେ ଆଦୌ ବିଶ୍ବାସ କରନ୍ତୁ ନାହିଁ।