Movie prime

ଭଡ଼ା ଘରେ ଯୁବତୀ ଙ୍କୁ ରଖି ଜବରଦସ୍ତି କରିଲା ଧର୍ଷଣ, ପରେ ଯୁବତୀ କୌଶଳ କ୍ରମେ ଖସି ଆସି..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ୱାମୀ ଧୋକା ଦେଲା ବୋଲି ଟ୍ରେନ୍ ଲାଇନ ରେ ହିଁ ଶୋଇ ପଡ଼ିଥିଲା ସ୍ତ୍ରୀ। ପ୍ରଥମେ ପ୍ରେମ କଲାପରେ ତାମିଲନାଡୁ ରେ ସେହି ସ୍ୱାମୀ ସହ ଶାରୀରିକ ସମ୍ପର୍କ ରଖିଲା।
Special Report
ହେଲେ ଏବେ ସେହି ସ୍ତ୍ରୀ କୁ ମଝି ରାସ୍ତାରେ ଛାଡ଼ି ଆଉ କାହା ସହ ଫେରାର ହୋଇ ଯାଇଥିଲା ସ୍ୱାମୀ। ଯାହା ପରେ ସ୍ୱାମୀ ଧୋକା ଦେଲାପରେ ସ୍ତ୍ରୀ ମରିବା ପାଇଁ ଶେଷରେ ଟ୍ରେନ୍ ଲାଇନ କୁ ହିଁ ବାଛି ଥିଲା।
ମହିଳା ଜଣକ ହେଉଛନ୍ତି ୨୬ ବର୍ଷୀୟ ଭାରତୀ। ଯିଏକି ଗଣେଶ ନାମକ ଏକ ଯୁବକ ଙ୍କୁ ପ୍ରେମ କରି କିଛି ମାସ ପୂର୍ବରୁ ହିଁ ତାଙ୍କର ଶହ ଫେରାର ହୋଇ ଯାଇଥିଲେ।
ଗଣେଶ ନିଜର ମିଠା ମିଠା କଥାରେ ଭାରତୀ ଙ୍କୁ ସଂପୂର୍ଣ୍ଣ ଭାବରେ ଫସାଇ ଦେଇଥିଲେ। ଏହାପରେ ତାଙ୍କୁ ନେଇ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। ତାମିଲନାଡୁ ରେ ରହି ମଧ୍ୟ ସେ ଭାରତୀଙ୍କ ଠାରୁ ଦେହ ସୁଖ ନେଉଥିଲେ।
Special Report
ହେଲେ ପରବର୍ତ୍ତୀ ସମୟରେ ତାଙ୍କର ମନ ଭରିଯିବା ପରେ ଗଣେଶ ସେଠାରୁ କେଉଁ ଆଡେ଼ ଫେରାର ହୋଇ ଯାଇଥିଲେ। ଭାରତୀ କିଛି ଦିନ ପର୍ଯ୍ୟନ୍ତ ତାଙ୍କର ସ୍ଵାମୀଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ।
ହେଲେ ଏହାପରେ ତାଙ୍କର ସ୍ଵାମୀଙ୍କ କୌଣସି ହେଲେ ମଧ୍ୟ ଖବର ମିଳି ନଥିଲା। ପରେ ଏହି ମହିଳା ତାମିଲନାଡୁ ରୁ ଫେରି ଆସି ନିଜ ଘରକୁ ଚାଲି ଯାଇଥିଲେ। ସ୍ଵାମୀଙ୍କ ଖବର ନମିଳୁ ଥିବା ବେଳେ ସେ ଏକୁଟିଆ କେଉଁ ଆଡେ଼ ଯିବେ ବୁଝି ପାରୁ ନଥିଲେ।
ପ୍ରେମରେ ଧୋକା ପାଇବା ପରେ ନିଜ ଜୀବନକୁ ଶେଷ କରିଦେବେ ବୋଲି ଶେଷରେ ସେ ନିଷ୍ପତ୍ତି ନେଇ ଯାଇଥିଲେ। ଏହାପରେ ରାତିରେ ସେ ଟ୍ରେନ୍ ଲାଇନ ରେ ନିଜର ଜୀବନ ହାରିବା ପାଇଁ ଚାଲି ଯାଇଥିଲେ।
ଏଭଳି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା, ଡୁଙ୍ଗୁରିପାଲି ରେ ଦେଖିବାକୁ ମିଲିଛି। ସେଠାକୁ ସେ ଜୀବନ ହାରିବା ପାଇଁ ଯାଇଥିବା ବେଳେ ସେଠାରୁ ତାଙ୍କୁ ଦୁଇଜଣ ଯୁବକ ମଧ୍ୟ ଉଦ୍ଧାର କରି ଦେଇଥିଲେ।