Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ସଂଖ୍ୟା ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତର ପ୍ରଶ୍ନଉତ୍ତର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଏଭଳି ଅନେକ ପ୍ରକାରର ଭିଡିଓ ଦେଖିଥିବେ ଯାହା ଦ୍ଵାରା ଆପଣମାନେ ଆପଣଙ୍କ ଭାଗ୍ୟରେ କଣ ସବୁ ଲେଖା ଅଛି ତାହା ଜାଣିପାରିବେ ।
ଏହି ଭିଡିଓରେ ଦୁଇଟି ସଂଖ୍ୟା ଦିଆଯାଇଛି । ଭଗବାନଙ୍କ ନାମ ନେଇ ଦୁଇଟି ସଂଖ୍ୟା ଭିତରୁ ଗୋଟିଏ ବାଛନ୍ତୁ । ଏହି ଦୁଇଟି ସଂଖ୍ୟା ହେଉଛି ୧୧୧ ଏବଂ ୩୩୩ । ଭଗବାନଙ୍କ ନାମ ନେଇ ହୃଦୟରୁ ଗୋଟିଏ ସଂଖ୍ୟା ବାଛନ୍ତୁ ।
Special report
୧୧୧ - ଯଦି ଆପଣ ୧୧୧ ସଂଖ୍ୟାକୁ ବାଛିଛନ୍ତି ତାହେଲେ ଆପଣଙ୍କ ଭାଗ୍ୟ ବିଷୟରେ ଜାଣି ରଖନ୍ତୁ । ଆପଣ ବ୍ୟାଗ୍ର ମନବ୍ରତା ହୋଇ ପ୍ରଶ୍ନକୁ ଅପେକ୍ଷା କରିଛନ୍ତି । ଆପଣଙ୍କର ଶୁଭ ସମୟ ଆସିଯାଇଛି ।
ଆଉ ଆପଣଙ୍କର ଦୁଃଖ ସମୟ ଦୂର ହୋଇଯିବ । ଆପଣଙ୍କ ଜାତକରେ ଥିବା ମନ୍ଦ ଦୋଷ ଦୂର ହୋଇଗଲାଣି । ରୋଗରେ ପଡି ଅନେକ ଅର୍ଥ ଖର୍ଚ୍ଚ କରି ସାରିଲେଣି । ଗୃହ ଉପକରଣ ମଧ୍ୟ ଅନେକ ଖର୍ଚ୍ଚ କରିଛନ୍ତି । ଭୁଲ ନଥାଇ ମଧ୍ୟ ସାଙ୍ଗ ମାନେ ଭୁଲ ବୁଝୁଛନ୍ତି । 
ଆପଣମାନେ ଅନେକ ଚିନ୍ତାରେ ପଡ଼ି ଯାଇଛନ୍ତି । ଉଧାର ଋଣ ଯାହା କରିଥିଲେ ତାହା ସୁଝି ଯିବ । ଆପଣମାନେ ପାଇଥିବା କଷ୍ଟରୁ ମୁକ୍ତି ପାଇବେ । ପୂର୍ବ ଜନ୍ମର କର୍ମ ଆପଣଙ୍କୁ ଏହି ଜନ୍ମରେ କଷ୍ଟ ଦେଉଛି । ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତୁ ଶୁଭ ଫଳ ମିଳିବ ।
ନିଜର ପିତାମାତାଙ୍କ ଯତ୍ନ ନିଅନ୍ତୁ । ଶତ୍ରୁମାନେ ପରାଜିତ ହେବେ । ଆପଣମାନେ ଯାହା ଚିନ୍ତା କରିବେ ସଫଳତା ପାଇବେ । ଆପଣ ବହୁତ ସରଳ ଅଟନ୍ତି । ନିଜ କଥା ନ ବୁଝି ଅନ୍ୟଙ୍କ କଷ୍ଟ ବୁଝିଥାନ୍ତି । 
Special report
୩୩୩ - ଯଦି ଆପଣ ୩୩୩ ସଂଖ୍ୟାକୁ ବାଛିଛନ୍ତି ତାହେଲେ ଆପଣଙ୍କ ଭାଗ୍ୟ ବିଷୟରେ ଜାଣି ରଖନ୍ତୁ । ଆପଣମାନେ ମନରେ ଧରିଥିବା ପ୍ରଶ୍ନ ଉନ୍ନତ ଅଟେ । ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ସମାପ୍ତ ହୋଇ ଶୁଭ ଫଳ ମିଳିବ ।
ଆପଣଙ୍କ ସମସ୍ୟା,କଷ୍ଟ ଦୂର ହୋଇଯିବ । ଆପଣଙ୍କ ଜୀବନରେ ଅନେକ ଦୁଃଖ ସମୟ ଥିଲା ତାହା ଦୂର ହେବ । ଆପଣଙ୍କ ପାଇଁ ଭଲ ସମୟ ଆସିଛି । ଆପଣଙ୍କ ପାଇଁ ସୁଖ ସମୟ ଆସିଯାଇଛି । ଆପଣମାନେ କ୍ୟାରିଅରକୁ ନେଇ ଯାହା ଚିନ୍ତା କରୁଛନ୍ତି ସେଥିରେ ସଫଳ ପାଇବେ । 
ଯାହା ଆପଣଙ୍କ କ୍ୟାରିଅରରେ ବାଧା ଅଛି ତାହା ମହାଦେବଙ୍କ ଦର୍ଶନ କରିଲେ ଦୂର ହୋଇଯିବ । ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ତାହା ଭଲ ହେବ । ଆପଣଙ୍କର ଲାଭ ହେବ । ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ହେବ ।
ଆଗାମୀ ସମୟରେ ଆପଣ ମାନସିକ ଶାନ୍ତି ପାଇବେ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଥିବା ମତଭେଦ ଠିକ୍ ହୋଇଯିବ । ଆପଣଙ୍କ ଆଗାମୀ ସମୟ ଭଲ ରହିଛି । 
ଯେଉଁ କାର୍ଯ୍ୟ କରିବାକୁ ଚିନ୍ତା କରୁଛନ୍ତି ସେହି କାମ ଦେଖି ଚାହିଁ କରନ୍ତୁ ଉନ୍ନତି ମିଳିବ । ଆପଣ ଆପଣଙ୍କ କୌଣସି ବନ୍ଧୁଙ୍କ ସହଯୋଗରେ ଜୀବନରେ ପରିବର୍ତ୍ତନ ହେବ ।
ଆଗାମୀ ସମୟ ଭଲ ଅଛି । ଆପଣ ଜଣେ ସଚ୍ଚୋଟ ଲୋକ ଅଟନ୍ତି କିଛି ଲୋକ ଆପଣଙ୍କ ସଚ୍ଚୋଟତାର ଫାଇଦା ଉଠାଇଥାନ୍ତି । ସମାଜରେ ଆପଣଙ୍କର ସମ୍ମାନ ମିଳିବ । ଆପଣ ସବୁବେଳେ ମୁହଁରେ ମୁହଁରେ ସତ କଥା କହି ଥାଆନ୍ତି ।