Movie prime

କେମିତି ଥିଲା ଭଗତ ସିଂଙ୍କ ଶେଷ ରାତି ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଗତ ସିଂ ୨୮ ସେପ୍ଟେମ୍ବର ୧୯୦୭ ଜନ୍ମ ଗ୍ରହଣ କରିଥିଲେ। ପଞ୍ଜାବର ଲାୟରପୁର ଜିଲ୍ଲାର ବଙ୍ଗା ଗାଁ ରେ ଜନ୍ମ ଗ୍ରହଣ କରିଥିଲେ ଭଗତ। ବିଦ୍ୟାବତୀ ଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ ଭଗତ।
Special report
୧୯୧୯ ଏପ୍ରିଲ ୧୩ ତାରିଖରେ ଜାଲିୱାନବାଗ୍ ହତ୍ୟାକାଣ୍ଡ ୧୧ ବର୍ଷର ଭଗତଙ୍କ ଉପରେ ଗଭୀର ପ୍ରଭାବ ପକାଏ। ହଜାର ହଜାର ଲୋକ ଭଗତଙ୍କ ଆଖି ଆଗରେ ମାରି ଯାଆନ୍ତି। ସେବେଠାରୁ ସେ ଚିନ୍ତା କରିଥିଲେ କି ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରିବେ। 
ଏବଂ ତାଙ୍କୁ ଦେଶରୁ ହଟେଇବେ ମଧ୍ୟ। ପ୍ରାଥମିକ ଶିକ୍ଷା ପରେ ସେ ଅଧିକ ଅଧ୍ୟୟନ ପାଇଁ ଲାହୋରକୁ ଆସନ୍ତି। ଅଧ୍ୟୟନ ଛାଡ଼ିବା ପରେ ଭଗତ ସିଂ ଭାରତ ର ସ୍ଵାଧୀନତା ପାଇଁ ନଜାବନ୍ ଭାରତ ସଭା ପ୍ରତିଷ୍ଠା କରିଥିଲେ।
Special report
ଦେଶକୁ ମୁକ୍ତ କରିବା ପାଇଁ ତାଙ୍କ ଭିତରେ ଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଭଗତ ସିଂ ବିପ୍ଲବୀଙ୍କ ଜୀବନୀ ପଢିବା ଆରମ୍ଭ କଲେ। ଏହାସହିତ ସେ ସ୍ଵାଧୀନତା ପାଇଁ ଯୁବକ ମାନଙ୍କୁ ପ୍ରେରଣା ଯୋଗାଇବା ଏବଂ ଦେଶର ବିପ୍ଳବୀ ମାନଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କଲେ। 
ଭଗତ ସିଂ ଚନ୍ଦ୍ରଶେଖର ଆଜାତ୍ ଙ୍କ ସହିତ ଯୋଗଦେଇ ତାଙ୍କ ଦଳ ହିନ୍ଦୁସ୍ଥାନ ରିପବ୍ଲିକ ଆଣ୍ଡ ଆସୋସିଏସନ୍ କୁ ଏକ ନୂତନ ନାମ ଦେଲେ। ଯାହାକି ହିନ୍ଦୁସ୍ଥାନ ସମାଜବାଦୀ ରିପବ୍ଲିକ ଆଣ୍ଡ ଆସୋସିଏସନ୍। ପୋଲିସ ର ଲାଠି ଚାର୍ଜରେ ଲାଲା ଲାଜପତି ରୟଙ୍କ ମୃତ୍ୟୁ ହୋଇଥିଲା।
Special report
ଆଉ ଯାହାର ପ୍ରତିଶୋଧ ନେବାକୁ ଯାଇ ସେ ରାଜଗୁରୁ ଙ୍କ ସହ ପୋଲିସ କର୍ମଚାରୀଙ୍କୁ ଗୁଳି କରିଥିଲେ। ଏହାପରେ ପୋଲିସର କାର୍ଯ୍ୟାଳୟ ଉପରେ ଅନେକ ଥର ବୋମା ମାଡ଼ କରିଛନ୍ତି ଭଗତ ସିଂ। ସେହି ସମୟରେ ଭାଗତ ସିଂ ଜେଲରେ ରହିଥିଲେ। 
ହେଲେ ତାଙ୍କର ହାତ ଅଟକି ନଥିଲା, ସେ ଚାହୁଁଥିଲେ କି ତାଙ୍କର ମନ ଭିତରେ ଥିବା ବୈପ୍ଲବିକ ଚିନ୍ତାଧାରା ସାରା ଦେଶ ଜାଣୁ। ସେଥିପାଇଁ ସେ ପ୍ରବନ୍ଧ ଲେଖିବା ଆରମ୍ଭ କଲେ। ତାଙ୍କର ବୈପ୍ଲବିକ ଚିନ୍ତାଧାରାକୁ ସେ ପ୍ରକାଶ କରିଥିଲେ ତାଙ୍କର ପୁସ୍ତକ ମାଧ୍ୟମରେ। ଯାହାକୁ ଏବେ ସାରା ଦେଶ ପଢୁଛି।
ହେଲେ ମାତ୍ର ୨୩ ବର୍ଷ ବୟସରେ ଭଗତ ସିଂଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୨୬ ୧୯୩୧ ଭଗତ ସିଂଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିଷ୍ପତି ଦେଇଥିଲେ। ଏବଂ ଲାହୋର ରେ ଧାରା ୧୪୪ ଲାଗୁ କରାଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.