Movie prime

ଦିଅର କୁ ସୂପାରି ଦେଇ ଶେଷ କରିଦେଲା ପରେ ଭାଉଜ ର ଚମତ୍କାର ଅଭିନୟ , ହେଲେ ଧରିଲା ପୋଲିସ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହ-ତ୍ୟା କରି ଦିଅର କୁ ଫିଙ୍ଗି ଦେବା ପରେ ଚମତ୍କାର ଭାବରେ ଅଭିନୟ କରିଥିଲେ ଭାଉଜ। ମିଛ କାନ୍ଦିବା ଅଭିନୟ ଦେଖି କେହି ବିଶ୍ଵାସ କରିବେନି ଏହି ମହିଳା ଏତେ ସାଙ୍ଘାତିକ ଅଟନ୍ତି ବୋଲି।
Special report
କେବଳ ପୋଲିସ ନୁହେଁ ପ୍ରଥମ ଦିନ ରୁ ସାହି ପଡିଶା କେହି ମଧ୍ୟ ବିଶ୍ଵାସ କରି ପାରିଲେ ନାହିଁ। ମିଛ ମଣିଷ ତଳେ ଲୁଚି ରହିଥିଲା ଏକ ହ-ତ୍ୟା-କା-ରୀ ର ଚେହେରା।ହ-ତ୍ୟା ପାଇଁ ସୁପାରୀ କିଲର ଲଗାଇଥିଲେ ନିଜ ଭାଇ ଓ ଭାଉଜ।
ଯେତେବେଳେ ମୃ-ତ-ଦେହ ଉଦ୍ଧାର କରାଯାଇଥିଲା ସେତେବେଳେ ଅତି ଚମତ୍କାର ଭାବରେ ଏହି ଭାଊଜ ଜଣକ ଅଭିନୟ କରିଥିଲା। ଯେମିତି ମାନେ ହେଉଥିଲା କି ସେ ତାଙ୍କର ଦିଅର କୁ ତାଙ୍କର ପୁଅ ଭଳି ହିଁ ଭଲ ପାଆନ୍ତି।
ହେଲେ ଭାଉଜ ଯେ ଏତେ ମାତ୍ରାରେ ଭୟଙ୍କର ହୋଇ ପାରେ ତାହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ଵର ଜିଲା ନୀଳଗିରି ଥାନା, ମିତ୍ରପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ନିଜ ସାନ ଭାଇକୁ ହିଁ ତାଙ୍କରି ଭାଇ ଭାଉଜ ରାସ୍ତାରୁ ହଟାଇ ଦେଇଥିଲେ।
Special report
ସବୁଦିନ ଚୋର ଘର ଅନ୍ଧାର ନଥାଏ ସେଥିପାଇଁ ପୋଲିସ ର ଅନୁସନ୍ଧାନକାରି ଆଖି ପଡିଥିଲା ଭାଇ ଓ ଭାଉଜଙ୍କ ଉପରେ। ଏହାପରେ ଜଣାପଡିଥିଲା କି ହ-ତ୍ୟା-କାରୀ କୁ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ନିଜର ରକ୍ତ ସମ୍ପର୍କୀୟ ଭାଇ ଓ ଭାଉଜ।
ହେଲେ ସେଦିନ ଭାଊଜ ଯେଉଁ ଢଙ୍ଗରେ ଅଭିନୟ କରିଥିଲେ ତାହା ଆଗରେ ବଡ଼ ବଡ଼ କଳାକାର ମାନେ ମଧ୍ୟ ଫିକା ପଡ଼ିଯିବେ। ମୃ-ତ-କ ଭବାନୀ ରାଉତ୍ ଓ ମନୋରଞ୍ଜନ ମହାପାତ୍ର।
ଭବାନୀ ଓ ତାଙ୍କର ସାଙ୍ଗ ମନୋରଞ୍ଜନ ଙ୍କୁ ହ-ତ୍ୟା କରି ଖଦାନ ବ୍ଲୁ ୱେକ ରେ ଫିଙ୍ଗି ଦେଇଥିଲା ବଡ଼ଭାଇ ବିଜୟ ରାଉତ। ପାରିବାରିକ କଳହ ପାଇଁ ସାନଭାଇ କୁ ମାରିବାକୁ କେବେ ଠାରୁ ଏଭଳି ଯୋଜନା କରିଥିଲା ବଡ଼ ଭାଇ।
ଏସବୁ ରେ ପରଦା ପଡ଼ିଥିବା ବେଳେ ଏହି ସବୁ ଉପରୁ ପରଦା ଉଠାଇ ଦେଇଥିଲେ ବାଲେଶ୍ଵର ର ଏସପି ସାଗରିକା ନାଥ। ଏବେ ଏଥିରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି।