Movie prime

କରୋନା ସମୟ ରେ ନିଜ ଧରମ ଭଉଣୀ ସହ ସମ୍ପର୍କ ରଖି ଚାଲିଥିଲା ଭାଇ, ଶେଷରେ ଭଉଣୀ ହେଲା ୨ଟି ପିଲା ର ମା ଆଉ ଏବେ ବି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସାବତ ଭାଈ ଭଉଣୀ ମାନଙ୍କ ମଧ୍ୟରେ ପ୍ରାୟତଃ ସମୟରେ ସମ୍ପର୍କ ଭଲ ନଥାଏ। କାରଣ ସେମାନେ ଜାଣି ଥାଆନ୍ତି କି ତାଙ୍କ ବାପା ଏକା ହେଲେ ମଧ୍ୟ ତାଙ୍କର ମାଆ ଅଲଗା ହୋଇ ଥାଆନ୍ତି।
ଆଉ ତାଙ୍କର ମନରେ ଏହି ଭାବନା ହିଁ ଥାଏ। ଖୁବ କମ୍ କ୍ଷେତ୍ର ରେ ଦେଖିବାକୁ ମିଳିଛି କି ସାବତ ଭାଈ ଭଉଣୀ ମାନଙ୍କ ଭିତରେ ଭଲ ସମ୍ପର୍କ ଥିବାର। ତେବେ ଆମେ ଆପଣଙ୍କୁ ଏଭଳି ଏକ,
Special report
ସାବତ ଭାଇ ଭଉଣୀ ମାନଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଏହି ସାବତ ଭାଇ ଭଉଣୀ ଙ୍କ ମଧ୍ୟରେ ସମ୍ପର୍କ ଅଲଗା କିଛି ଅଛି।
ପ୍ରଥମରୁ ହିଁ ସେମାନଙ୍କ ବାପା ସେ ଦୁହିଁଙ୍କୁ ଅଲଗା କରି ଦେଇଥିଲେ। ସେ ଚାହୁଁ ନଥିଲେ କି ତାଙ୍କ ପୁଅ ଝିଅ ଏକା ସହ ଦେଖା ହୁଅନ୍ତୁ ବୋଲି। ଏହି ଘଟଣାଟି ହେଉଛି ସ୍ପେନ ର। ଯୁବତୀ ଜଣକ ନାମ ହେଉଛି,
Special report
ଏନା ପାରା ଓ ତାଙ୍କ ସାବତ ଭାଈ ଙ୍କ ନାମ ହେଉଛି ଡାନିଏଲ ପାରା। ଏନା ଙ୍କ ମାଆ ତାଙ୍କୁ କହିଥିଲେ କି ତାଙ୍କ ବାପା ଦ୍ଵିତୀୟ ବିବାହ କରିଛନ୍ତି ଏବଂ ତାଙ୍କର ଦ୍ଵିତୀୟ ପତ୍ନୀ ଙ୍କ ସହ ଏକ ସନ୍ତାନ ମଧ୍ୟ ଅଛି।
ଏହାପରେ ଏନା ସୋସିଆଲ ମିଡ଼ିଆ ଦ୍ବାରା ତାଙ୍କ ବାପା ଓ ସାବତ ଭାଇ ଙ୍କୁ ଜାଣି ପାରିଥିଲେ ଏବଂ ସାବତ ଭାଇ ଙ୍କୁ ତାଙ୍କର ପରିଚୟ ମଧ୍ଯ ଦେଇଥିଲେ। ଏହାପରେ କଥା ହେଉ ହେଉ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
Special report
ଏହାପରେ ଦୁହେଁ ଦୁହିଁଙ୍କ ନିକଟତର ମଧ୍ୟ ହୋଇଥିଲେ। ଆଉ ଦୁହିଁଙ୍କ ଦୁଇ ସନ୍ତାନ ମଧ୍ୟ ହୋଇଥିଲା ହେଲେ ଦୁହେଁ ବିବାହ କରି ନଥିଲେ।
ଏନା ଙ୍କୁ ୨୦ ବର୍ଷ ହୋଇଥିବା ବେଳେ ଡ଼ାନିଏଲ ଙ୍କୁ ୧୭ ବର୍ଷ ଆଉ ଦୁହେଁ ମଧ୍ୟ ଭାଇ ଭଉଣୀ ହୋଇ ଥିବାରୁ ବିବାହ କରି ପାରିବେ ନାହିଁ। ଆଉ ତାଙ୍କ ଦେଶରେ ଏଭଳି କରିବା ପାଇଁ ମଧ୍ୟ ସ୍ଵୀକୃତି ପ୍ରଦାନ କରାଯାଇ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.