Movie prime

ଭାଇବୋହୂ ସହ ଶୋଇବା ପାଇଁ ଜିଦି କରୁଛି ହୀଷ୍ଟ୍ରିଆ ଦେଢ଼ଶୁର ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମାଜରେ ଏଭଳି କିଛି ଘଟଣା ଦେଖିପାରୁଥିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଜିକା ଯୁଗରେ ଏଭଳି ଘଟଣା ଘଟିବା ସତରେ ନିନ୍ଦନୀୟ ଅଟେ ।
Special Report
ସମାଜରେ ଦେଢ଼ଶୁରକୁ ଭାଇ ବୋହୂ ଛୁଇଁ ନଥାଏ କିନ୍ତୁ କି ଯୁଗ ହେଲା ଆଉ ଏଭଳି ନିର୍ଲଜ୍ଜ ଘଟଣା ସବୁ ଘଟୁଛି ଯାହା ଏହି ସମାଜ ପାଇଁ ଏକ ଖରାପ ବାର୍ତ୍ତା ଅଟେ । ଏହି ଘଟଣା ହେଉଛି କି ଜଣେ ଯୁବକ ତାର ଭାଇବୋହୂ ସହ ଏଭଳି କାମ କରିଥିଲା ।
ଆରିପଦା ଗାଁରେ ଘଟିଛି ଏହି ଘଟଣା । ନଦୀକୁ ଭାଇ ବୋହୂ ଜଣକ ଗାଧୋଇ ଯାଇଥିବା ବେଳେ ତାଙ୍କ ପଛେ ପଛେ ଦେଢ଼ସୁର ଜଣକ ଯାଇଥିଲେ । ଆଉ ଏହି ଦେଢ଼ଶୁର ଜଣକ ଭାଇ ବୋହୂକୁ ଛୁଇଁବା କଥା ନୁହେଁ କିନ୍ତୁ ଏହି ନିର୍ଲଜ୍ଜ ଦେଢ଼ଶୁର ଭାଇ ବୋହୂକୁ ଛୁଇଁ ତାସହ ଖରାପ ବ୍ୟବହାର କରିଥିଲେ ।
Special Report
ଏହି ଦେଢ଼ଶୁର ଜଣକ ହେଉଛନ୍ତି ପ୍ରଭାତ ମଲ୍ଲିକ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ସତରେ ଏହି ଘଟଣା ବହୁତ ଖରାପ ଅଟେ । ଆଜିକା ଯୁଗରେ ଲୋକମାନେ ଆଉ କିଛି ମାନୁ ନାହାଁନ୍ତି ।
ନିଜ ସ୍ତ୍ରୀ ପିଲା ଥାଉ ଥାଉ ନିଜ ଭାଇ ବୋହୂ ଉପରେ ଆଖି ପକାଉଛି ଏହି ଯୁବକ ଜଣକ । ଏହି ଆରିପଦା ଗାଁର ରାକେଶ ମଲ୍ଲିକଙ୍କ ସ୍ତ୍ରୀ ସୁନନ୍ଦା ଦାସ ନଦୀକୁ ଗାଧୋଇବାକୁ ଯାଇଥିଲେ । ତାଙ୍କୁ ସେତେବେଳେ ତାଙ୍କ ଦାଦା ଶଶୁରଙ୍କ ପୁଅ ପ୍ରଭାତ ମଲ୍ଲିକ ଟଣା ଓଟରା କରିଥିଲେ ।
Special Report
ସୁନନ୍ଦାଙ୍କ ସ୍ବାମୀ ବାହାରେ କାମ କରୁଥିବାରୁ ସେ ତାଙ୍କ ଶଶୁର ଆଉ ଦେଢ଼ଶୁରଙ୍କୁ ଏହି ଘଟଣା ସଂପର୍କରେ ଜଣାଇଥିଲେ । ଏହାପରେ ତାଙ୍କ ଦେଢ଼ଶୁର ଏବଂ ସେହି ଦାଦା ଶଶୁର ପୁଅ ଝଗଡ଼ା ଲାଗିଥିଲେ ।
ଆଉ ପରସ୍ପର ମଧ୍ୟରେ ମାଡ ମଧ୍ୟ ହୋଇଥିଲେ ।ଏହାପରେ ଦାଦା ଶଶୁର ପୁଅ ପ୍ରଭାତ ମଲ୍ଲିକ ଭୀଷଣ ରାଗି ଯାଇ ତାଙ୍କ ଭାଇ କାଳନ୍ଦି ମଲ୍ଲିକଙ୍କୁ ମାଡ ମାରି ତାଙ୍କ ଓଠକୁ କାମୁଡି ଓଠ ଛିଡାଇ ଦେଇଥିଲେ । ସେ ମଧ୍ୟ ନିଜ ଘରଲୋକଙ୍କୁ ମାଡ ମାରିଥିଲେ ।
ଏବେ କାଳନ୍ଦିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରଭାତ ତାଙ୍କ ମାଙ୍କୁ ମଧ୍ୟ ମାଡ ମାରିଥିଲେ । ଏବେ କାଳନ୍ଦିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ଏବେ ଏହି ଘଟଣାକୁ ନେଇ ପ୍ରଭାତକୁ ପଚରାଉଚରା କରୁଛି ।